ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ସମସ୍ୟାର ନିବାରଣ ହେବ। ସୋମ, ମଙ୍ଗଳ ଓ ବୁଧବାର: ପରିବାରରେ ପ୍ରସନ୍ନତା ବଢ଼ିବ। ଗୁରୁ ଓ ଶୁକ୍ରବାର: ଉନ୍ନତି ଲାଗି ରାସ୍ତା ଖୋଲିବ। ଶନିବାର: ଘରକୁ ବନ୍ଧୁ ଆସିବେ।

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ, ମଙ୍ଗଳ ଓ ବୁଧବାର: ଉପାର୍ଜନର ନୂଆ ଉତ୍ସ ପାଇବେ। ଗୁରୁ ଓ ଶୁକ୍ରବାର: କୌଣସି ଖୁସି ଖବର ପାଇବେ। ଶନିବାର: ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ।

ରବିବାର: ଶିକ୍ଷକଙ୍କ ଲାଗି ସମୟ ଭଲ। ସୋମ, ମଙ୍ଗଳ ଓ ବୁଧବାର: ସାମାଜିକ ସ୍ତରରେ ପ୍ରଭାବ ବଢ଼ିବ। ଗୁରୁ ଓ ଶୁକ୍ରବାର: ମହିଳାମାନେ ଖୁସି ଖବର ପାଇବେ। ଶନିବାର: ଧନଲାଭ ହେବ।

ରବିବାର: ଆୟରେ ସ୍ଥିରତା ରହିବ। ସୋମ, ମଙ୍ଗଳ ଓ ବୁଧବାର: ରାଜନୀତିରେ ମାନସମ୍ମାନ ପାଇବେ। ଗୁରୁ ଓ ଶୁକ୍ରବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଶନିବାର: ବେପାରରେ ଉନ୍ନତି ହେବ।

ରବିବାର: ଅଧୁରା କାମ ପୂରା ହେବ। ସୋମ, ମଙ୍ଗଳ ଓ ବୁଧବାର: ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢ଼ିବ। ଗୁରୁ ଓ ଶୁକ୍ରବାର: ଧନଲାଭର ସୁଯୋଗ ଆସିବ। ଶନିବାର: ସମସ୍ୟା କମ୍ ହେବ।

ରବିବାର: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଦି’ଗୁଣା ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ସମ୍ବନ୍ଧରେ ସୁଧାର ଆଣିବେ। ଶନିବାର: ସବୁ ଇଚ୍ଛା ପୂର୍ଣ୍ଣ ହେବ।

ରବିବାର: ଭଲ ଖବର ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ସୁଖ ମିଳିବ। ଗୁରୁ ଓ ଶୁକ୍ରବାର: ଶିକ୍ଷକଙ୍କୁ ପଦୋନ୍ନତି ମିଳିପାରେ। ଶନିବାର: କାରବାରରେ ଉନ୍ନତି ହେବ।

ରବିବାର: ଆର୍ଥିକ ଲାଭର ସମ୍ଭାବନା। ସୋମ, ମଙ୍ଗଳ ଓ ବୁଧବାର: ବେପାରରେ ବିସ୍ତାର କରିବେ। ଗୁରୁ ଓ ଶୁକ୍ରବାର: ଛାତ୍ରଙ୍କୁ ଉତ୍ତମ ପରିଣାମ ମିଳିବ। ଶନିବାର: ସୁଖ ସମୃଦ୍ଧି ବୃଦ୍ଧି ହେବ।

ରବିବାର: ନୂଆ ଲୋକଙ୍କ ସହ ବନ୍ଧୁତା ହେବ। ସୋମ, ମଙ୍ଗଳ ଓ ବୁଧବାର: କୌଣସି ସମସ୍ୟାର ସମାଧାନ ପାଇବେ। ଗୁରୁ ଓ ଶୁକ୍ରବାର: ନୂଆ କାମ ପାଇଁ ଆଗ୍ରହ ବଢ଼ିବ। ଶନିବାର: ଧନଲାଭ ହେବ।

ରବିବାର: ଜମିରେ ନିବେଶ ଲାଗି ସମୟ ଭଲ। ସୋମ, ମଙ୍ଗଳ ଓ ବୁଧବାର: ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇପାରେ। ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ଶନିବାର: ଆୟର ନୂଆ ଉତ୍ସ ପାଇବେ।

ରବିବାର: କଳାତ୍ମକ କାମରେ ମନ ଲାଗିବ। ସୋମ, ମଙ୍ଗଳ ଓ ବୁଧବାର: ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ। ଗୁରୁ ଓ ଶୁକ୍ରବାର: କୌଣସି ବିଶେଷ ଖବର ପାଇବେ। ଶନିବାର: ଶତ୍ରୁଙ୍କୁ ଜୟ କରିବେ।

ରବିବାର: ଆତ୍ମବିଶ୍ବାସ ଦୋହଲିପାରେ। ସୋମ, ମଙ୍ଗଳ ଓ ବୁଧବାର: ସବୁ କାମ ମନମୁତାବକ ସଂପୂର୍ଣ୍ଣ ହେବ। ଗୁରୁ ଓ ଶୁକ୍ରବାର: ସାମାଜିକ ପରିସର ବୃଦ୍ଧି ହେବ। ଶନିବାର: ଧନ ବୃଦ୍ଧି ହେବ।

ସମ୍ବନ୍ଧିତ ଖବର