ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର ଶତ୍ରୁଙ୍କୁ ଜିଣିବେ। ସୋମ ଓ ମଙ୍ଗଳବାର ଅନ୍ତରଙ୍ଗ ବନ୍ଧୁଙ୍କୁ ମନର କଥା କହିବେ। ବୁଧ ଓ ଗୁରୁବାର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁକ୍ର ଓ ଶନିବାର ସବୁ କାମ ସହଜରେ ପୂରା ହେବ।

ରବିବାର ମନରେ ପ୍ରସନ୍ନତା ରହିବ। ସୋମ ଓ ମଙ୍ଗଳବାର କିଛି ମାମଲାରେ ଭାବୁକ ହୋଇପାରନ୍ତି। ବୁଧ ଓ ଗୁରୁବାର ବ୍ୟବସାୟରେ ଲାଭ ହେବ। ଶୁକ୍ର ଓ ଶନିବାର କାମରେ ବନ୍ଧୁର ସାହାଯ୍ୟ ନେବେ।

ରବିବାର ବିବାଦଠୁଁ ଦୂରରେ ରୁହନ୍ତୁ। ସୋମ ଓ ମଙ୍ଗଳବାର କାମ ଆରାମରେ ସଂପୂର୍ଣ୍ଣ ହେବ। ବୁଧ ଓ ଗୁରୁବାର ଖୁସି ଖବର ପାଇବେ। ଶୁକ୍ର ଓ ଶନିବାର ନୂଆ କାମ ପାଇଁ ଭାବିବେ।

ରବିବାର ମନକଥା ସଂପର୍କୀୟଙ୍କୁ କହିବେ। ସୋମ ଓ ମଙ୍ଗଳବାର କାରବାରରେ ଲାଭ ପାଇବେ। ବୁଧ ଓ ଗୁରୁବାର ମାନସିକ ରୂପେ ଖୁସି ରହିବେ। ଶୁକ୍ର ଓ ଶନିବାର କାମ ପ୍ରତି ଏକାଗ୍ରତା ରହିବ।

ରବିବାର ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ। ସୋମ ଓ ମଙ୍ଗଳବାର ଆମଦାନି ରପ୍ତାନିରେ ଲାଭ ହେବ। ବୁଧ ଓ ଗୁରୁବାର ସବୁ ଇଚ୍ଛା ପୂରା ହେବ। ଶୁକ୍ର ଓ ଶନିବାର ନୂଆ କାମ ଆରମ୍ଭ କରିପାରନ୍ତି।

ରବିବାର କାମ ସହଜରେ ସଂପୂର୍ଣ୍ଣ ହେବ। ସୋମ ଓ ମଙ୍ଗଳବାର ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ବୁଧ ଓ ଗୁରୁବାର ପ୍ରେମ ଜୀବନ ଭଲ ରହିବ। ଶୁକ୍ର ଓ ଶନିବାର କିଛି ଲୋକଙ୍କ ସାହାଯ୍ୟ ପାଇବେ।

ରବିବାର ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର ବେପାରରେ ଲାଭ ପାଇବେ। ବୁଧ ଓ ଗୁରୁବାର ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ଶୁକ୍ର ଓ ଶନିବାର ଭଲ ଚାକିରିର ସୁଯୋଗ ରହିଛି।

ରବିବାର ପୂର୍ବ ଭୁଲ୍ ପାଇଁ ପଶ୍ଚାତ୍ତାପ କରିବେ। ସୋମ ଓ ମଙ୍ଗଳବାର ପରିବାର ଲୋକ ସାହାଯ୍ୟକାରୀ ହେବେ। ବୁଧ ଓ ଗୁରୁବାର ମାନ ସମ୍ମାନ ବଢ଼ିବ। ଶୁକ୍ର ଓ ଶନିବାର ଧନଲାଭ ହେବ।

ରବିବାର ସମ୍ବନ୍ଧରେ ସୁଧାର ଆଣିବେ। ସୋମ ଓ ମଙ୍ଗଳବାର ରାଜନୀତିରେ ସଫଳତା ପାଇବେ। ବୁଧ ଓ ଗୁରୁବାର ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର ଅଧୁରା କାମ ପୂରା ହେବ।

ରବିବାର ଧ୍ୟାନ ଧର୍ମକାର୍ଯ୍ୟରେ ରହିବ। ସୋମ ଓ ମଙ୍ଗଳବାର ଚାକିରି ବ୍ୟବସାୟରେ ସଫଳତା ପାଇବେ। ବୁଧ ଓ ଗୁରୁବାର ସମ୍ବନ୍ଧରେ ମଧୁରତା ଆସିବ। ଶୁକ୍ର ଓ ଶନିବାର ଘର ପ୍ରତି ଦାୟିତ୍ବ ବଢ଼ିବ।

ରବିବାର ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରୁହନ୍ତୁ। ସୋମ ଓ ମଙ୍ଗଳବାର ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ବୁଧ ଓ ଗୁରୁବାର ଚାକିରିରେ ଉନ୍ନତି ହେବ। ଶୁକ୍ର ଓ ଶନିବାର ଯାତ୍ରା ଫଳପ୍ରଦ ହେବ।

ରବିବାର ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ସୋମ ଓ ମଙ୍ଗଳବାର କାମରେ ବନ୍ଧୁ ସାହାଯ୍ୟ କରିବେ। ବୁଧ ଓ ଗୁରୁବାର ଜୀବନସାଥୀଙ୍କୁ ଉପହାର ଦେବେ। ଶୁକ୍ର ଓ ଶନିବାର ବେପାରରେ ଉନ୍ନତି ହେବ।

ସମ୍ବନ୍ଧିତ ଖବର