ରବି ଓ ସୋମବାର: େବପାରରେ ଉନ୍ନତି ହେବ। ମଙ୍ଗଳ ଓ ବୁଧବାର: ରାଜନୀତିରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶନିବାର: ବହୁତ କିଛି ହାସଲ ହେବ।
ରବି ଓ ସୋମବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର: ପାରିବାରିକ ଜୀବନ ଭଲ ରହିବ। ଗୁରୁ ଓ ଶୁକ୍ରବାର: ପ୍ରତିଭା ବିକାଶ ଲାଗି ମଉକା ପାଇବେ। ଶନିବାର: ଖର୍ଚ୍ଚ ବଢ଼ିପାରେ।
ରବି ଓ ସୋମବାର: କାମର ବୋଝ ଅଧିକ ରହିବ। ମଙ୍ଗଳ ଓ ବୁଧବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ଗୁରୁ ଓ ଶୁକ୍ରବାର: କାରବାରରେ ଲାଭ ପାଇବେ। ଶନିବାର: ନବବିବାହିତଙ୍କ ଲାଗି ସମୟ ଭଲ।
ରବି ଓ ସୋମବାର: ବେପାରରେ ଲାଭ ପାଇବେ। ମଙ୍ଗଳ ଓ ବୁଧବାର: ଜରୁରୀ କାମ ପୂରା କରିବେ। ଗୁରୁ ଓ ଶୁକ୍ରବାର: ପରୀକ୍ଷାରେ ଭଲ ଫଳ ପାଇବେ। ଶନିବାର: ସମାଜରେ ପ୍ରତିଷ୍ଠା ବଢ଼ିବ।
ରବି ଓ ସୋମବାର: ଆର୍ଥିକ ଲାଭର ସମ୍ଭାବନା। ମଙ୍ଗଳ ଓ ବୁଧବାର: ମନରେ ନୂଆ ନୂଆ ବିଚାର ଆସିବ। ଗୁରୁ ଓ ଶୁକ୍ରବାର: ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଶନିବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ରବି ଓ ସୋମବାର: ବକେୟା ଅର୍ଥ ପାଇବେ। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଢ଼ିବ। ଗୁରୁ ଓ ଶୁକ୍ରବାର: ରାଜନୀତିକ କାର୍ଯ୍ୟରେ ମନ ଲାଗିବ। ଶନିବାର: ମନର କଥା ସାଥୀଙ୍କୁ କହିବେ।
ରବି ଓ ସୋମବାର: ଜମିରେ ନିବେଶ କରିପାରନ୍ତି। ମଙ୍ଗଳ ଓ ବୁଧବାର: ଆଗକୁ ବଢ଼ିବା ପାଇଁ କିଛି ନୂଆ ଭାବିବେ। ଗୁରୁ ଓ ଶୁକ୍ରବାର: ଲୋକପ୍ରିୟତା ବଢ଼ିବ। ଶନିବାର: ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
ରବି ଓ ସୋମବାର: ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର: ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଗୁରୁ ଓ ଶୁକ୍ରବାର: ପରିଶ୍ରମର ଭଲ ଫଳ ପାଇବେ। ଶନିବାର: ଭ୍ରମଣ ସୁଖଦ ରହିବ।
ରବି ଓ ସୋମବାର: ପାଖକୁ ନୂଆ ଦାୟିତ୍ବ ଆସିବ। ମଙ୍ଗଳ ଓ ବୁଧବାର: କଳାକାରଙ୍କୁ ଲାଭ ମିଳିବ। ଗୁରୁ ଓ ଶୁକ୍ରବାର: ଅଧୁରା କାମ ପୂରା ହେବ। ଶନିବାର: ପ୍ରେମ ଜୀବନ ଭଲ ହେବ।
ରବି ଓ ସୋମବାର: ଅନ୍ୟମାନଙ୍କୁ ସାହାଯ୍ୟ କରିବେ। ମଙ୍ଗଳ ଓ ବୁଧବାର: କାରବାରରେ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ଶନିବାର: କାର୍ଯ୍ୟରେ ସଫଳତା ପାଇବେ।
ରବି ଓ ସୋମବାର: ବିବାହ ଲାଗି ପ୍ରସ୍ତାବ ଆସିପାରେ। ମଙ୍ଗଳ ଓ ବୁଧବାର: ନୂଆ କାମ ପାଇବେ। ଗୁରୁ ଓ ଶୁକ୍ରବାର: କର୍ମ କ୍ଷେତ୍ରରେ ପ୍ରଶଂସା ପାଇବେ। ଶନିବାର: ପ୍ରିୟତମଙ୍କଠାରୁ ଉପହାର ପାଇବେ।
ରବି ଓ ସୋମବାର: ଆୟ ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଗୁରୁ ଓ ଶୁକ୍ରବାର: ସମାଜରେ ପଦ ଓ ପ୍ରତିଷ୍ଠା ମିଳିବ। ଶନିବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।