ଜାଣନ୍ତୁ ଏ ସପ୍ତାହର ରାଶିଫଳ

 

ରବିବାର: କାମ ପାଇଁ ନୂଆ ଯୋଜନା କରିବେ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଲାଭ ପାଇବେ। ବୁଧ ଓ ଗୁରୁବାର: ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ବିବାହିତଙ୍କ ଲାଗି ସମୟ ଭଲ।

 

ରବିବାର: ଆର୍ଥିକ ସ୍ଥିତି ଚିନ୍ତାଜନକ ହେବ। ସୋମ ଓ ମଙ୍ଗଳବାର: ମନ ଶାନ୍ତ ରହିବ। ବୁଧ ଓ ଗୁରୁବାର: ପାରିବାରିକ ଜୀବନ ଭଲ ରହିବ। ଶୁକ୍ର ଓ ଶନିବାର: ରାଜନୀତିରେ ଆର୍ଥିକ ଲାଭ ହେବ।

ରବିବାର: ପ୍ରିୟଜନ ମିଳନ। ସୋମ ଓ ମଙ୍ଗଳବାର: କାରବାରରେ ଲାଭ ପାଇବେ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁକ୍ର ଓ ଶନିବାର: ନୂଆ ଚାକିରିର ସୁଯୋଗ ଅଛି।

ରବିବାର: ପ୍ରେମ ସମ୍ବନ୍ଧ ମଧୁର ହେବ। ସୋମ ଓ ମଙ୍ଗଳବାର: ସମାଜରେ ପ୍ରଭାବ ବଢ଼ିବ। ବୁଧ ଓ ଗୁରୁବାର: କାର୍ଯ୍ୟକ୍ଷେତ୍ରରେ ବାଧା ଦୂର ହେବ। ଶୁକ୍ର ଓ ଶନିବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ।

ରବିବାର: ପରିଶ୍ରମର ସୁଫଳ ପାଇବେ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ବଡ଼ ଅର୍ଡର ପାଇବେ। ବୁଧ ଓ ଗୁରୁବାର: ରାଜନୀତିରେ ସକ୍ରିୟ ରହିବେ। ଶୁକ୍ର ଓ ଶନିବାର: ବନ୍ଧୁ ସହ ଭଲ କଥା ହେବେ।

ରବିବାର: ଘରକୁ ବନ୍ଧୁ ଆସିବେ। ସୋମ ଓ ମଙ୍ଗଳବାର: ଧନଲାଭର ନୂଆ ମାର୍ଗ ଖୋଲିବ। ବୁଧ ଓ ଗୁରୁବାର: କୌଣସି କାମରେ ଚାଲେଞ୍ଜ ଆସିବ। ଶୁକ୍ର ଓ ଶନିବାର: ପ୍ରେମ ଜୀବନ ଭଲ ରହିବ।

 

ରବିବାର: କଳାକାରଙ୍କୁ ଲାଭ ମିଳିବ। ସୋମ ଓ ମଙ୍ଗଳବାର: ଧାର ଦେଇଥିବା ପଇସା ପାଇବେ। ବୁଧ ଓ ଗୁରୁବାର: ମାନସିକ ରୂପେ ଖୁସି ରହିବେ। ଶୁକ୍ର ଓ ଶନିବାର: ଶତ୍ରୁଙ୍କୁ ଜୟ କରିବେ।

ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ବୁଧ ଓ ଗୁରୁବାର: ରାଜନୀତିରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ଲେଖାପଢ଼ାରେ ମନ ଲାଗିବ।

 

ରବିବାର: ଛାତ୍ର କିଛି ନୂଆ ଶିଖିବେ। ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ବୁଧ ଓ ଗୁରୁବାର: ବେପାରରେ ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

 

ରବିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ସୋମ ଓ ମଙ୍ଗଳବାର: କିଣାବିକା ଲାଗି ସମୟ ଭଲ। ବୁଧ ଓ ଗୁରୁବାର: ନୂଆ ଲକ୍ଷ୍ୟ ହାସଲ କରିବେ। ଶୁକ୍ର ଓ ଶନିବାର: ଅଫିସ୍‌ରେ ନୂଆ କାମ ମିଳିପାରେ।

 

ରବିବାର: ରୋଜଗାରର ସୁଯୋଗ ଅଛି। ସୋମ ଓ ମଙ୍ଗଳବାର: ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବେ। ବୁଧ ଓ ଗୁରୁବାର: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ରବିବାର: କାର୍ଯ୍ୟରେ ସଫଳତା ପାଇବେ। ସୋମ ଓ ମଙ୍ଗଳବାର: ବେପାରରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ମକଦ୍ଦମାରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ପାରିବାରିକ ଜୀବନ ଭଲ ରହିବ।

ସମ୍ବନ୍ଧିତ ଖବର