ଜାଣନ୍ତୁ ଏ ସପ୍ତାହର ରାଶିଫଳ

 

ରବି ଓ ସୋମବାର: ପାରିବାରିକ ଦାୟିତ୍ବ ବଢ଼ିବ। ମଙ୍ଗଳ ଓ ବୁଧବାର: କିଛି ନୂଆ କରିବାର ଆଗ୍ରହ ବଢ଼ିବ। ଗୁରୁ ଓ ଶୁକ୍ରବାର: ବନ୍ଧୁର ସାହାଯ୍ୟ ନେଇପାରନ୍ତି। ଶନିବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ।

 

ରବି ଓ ସୋମବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ମଙ୍ଗଳ ଓ ବୁଧବାର: ଶତ୍ରୁଙ୍କୁ ଜୟ କରିବେ। ଗୁରୁ ଓ ଶୁକ୍ରବାର: ପ୍ରିୟତମଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ଶନିବାର: କାରବାରରେ ଲାଭ ହେବ।

ରବି ଓ ସୋମବାର: କାରବାରରେ ଲାଭ ହେବ। ମଙ୍ଗଳ ଓ ବୁଧବାର: ପ୍ରେମ ଜୀବନ ଭଲ ରହିବ। ଗୁରୁ ଓ ଶୁକ୍ରବାର: ଧନଧାନ୍ୟ ବୃଦ୍ଧି ହେବ। ଶନିବାର: ଲୋକପ୍ରିୟତା ବୃଦ୍ଧି ହେବ।

ରବି ଓ ସୋମବାର: ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ପ୍ରଗତି ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର: ପ୍ରିୟଜନ ମିଳନ। ଶନିବାର: ଭଲ ସୁଯୋଗ ପାଇବେ।

ରବି ଓ ସୋମବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ମଙ୍ଗଳ ଓ ବୁଧବାର: ଘରକୁ ନୂଆ ବନ୍ଧୁ ଆସିବେ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଉନ୍ନତି ହେବ। ଶନିବାର: ଚାକିରିରେ ଉନ୍ନତି ହେବ।

ରବି ଓ ସୋମବାର: ନୂଆ କାମ ହାସଲ କରିବେ। ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥତିରେ ପ୍ରଗତି ହେବ। ଗୁରୁ ଓ ଶୁକ୍ରବାର: ବୈବାହିକ ଜୀବନ ଖୁସିଭରା ରହିବ। ଶନିବାର: ବନ୍ଧୁ ମିଳନ।

 

ରବି ଓ ସୋମବାର: ଆଗକୁ ବଢ଼ିବାର ରାସ୍ତା ପାଇବେ। ମଙ୍ଗଳ ଓ ବୁଧବାର: ପାରିବାରିକ ଖୁସିରେ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଧନ ବୃଦ୍ଧି ହେବ। ଶନିବାର: ପାଖକୁ ନୂଆ ଦାୟିତ୍ବ ଆସିବ।

ରବି ଓ ସୋମବାର: ଆୟ ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଗୁରୁ ଓ ଶୁକ୍ରବାର: ମନରେ ବହୁତ ସକାରାତ୍ମକ ଭାବନା ଆସିବ। ଶନିବାର: କାର୍ଯ୍ୟରେ ସଫଳତା ପାଇବେ।

 

ରବି ଓ ସୋମବାର: ବେପାରରେ ଗତି ବଢ଼ିବ। ମଙ୍ଗଳ ଓ ବୁଧବାର: ପରୀକ୍ଷାରେ ଭଲ ପରିଣାମ ପାଇବେ। ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ ବଢ଼ିପାରେ। ଶନିବାର: କୌଣସି ବଡ଼ ନିର୍ଣ୍ଣୟ ନେଇପାରନ୍ତି।

 

ରବି ଓ ସୋମବାର: ସବୁ ଅଶାନ୍ତି ଦୂର ହେବ। ମଙ୍ଗଳ ଓ ବୁଧବାର: ନୂଆ କାମ କରିବା ଲାଗି ଭାବିବେ। ଗୁରୁ ଓ ଶୁକ୍ରବାର: ମନର କଥା ସାଙ୍ଗକୁ କହିବେ। ଶନିବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ।

 

ରବି ଓ ସୋମବାର: ସମାଜରେ ମାନସମ୍ମାନ ବଢ଼ିବ। ମଙ୍ଗଳ ଓ ବୁଧବାର: ବେପାରରେ ଲାଭ ପାଇବେ। ଗୁରୁ ଓ ଶୁକ୍ରବାର: ଘରେ ସୁଖସୌଭାଗ୍ୟ ବୃଦ୍ଧି ହେବ। ଶନିବାର: ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ।

ରବି ଓ ସୋମବାର: ଜମି କିଣିବା ଯୋଗ ରହିଛି। ମଙ୍ଗଳ ଓ ବୁଧବାର: ଧନଲାଭର ନୂଆ ମାର୍ଗ ଖୋଲିବ। ଗୁରୁ ଓ ଶୁକ୍ରବାର: ସମ୍ବନ୍ଧରେ ନୂତନତ୍ବ ଆସିବ। ଶନିବାର: ପ୍ରିୟଜନ ମିଳନ।

ସମ୍ବନ୍ଧିତ ଖବର