ଜାଣନ୍ତୁ ଏ ସପ୍ତାହର ରାଶିଫଳ

 

ରବି ଓ ସୋମବାର: ବେପାରରେ ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ରାଜନୀତିରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: ଧନଲାଭ ହେବ। ଶନିବାର: ପାରିବାରିକ ଦାୟିତ୍ବ ବଢ଼ିବ।

 

ରବି ଓ ସୋମବାର: କାମରେ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର: ଆମଦାନି ରପ୍ତାନିରେ ଲାଭ ହେବ। ଗୁରୁ ଓ ଶୁକ୍ରବାର: ବିବାଦଠୁ ଦୂରରେ ରୁହନ୍ତୁ। ଶନିବାର: ପ୍ରେମ ସମ୍ବନ୍ଧ ମଧୁର ହେବ।

ରବି ଓ ସୋମବାର: କାର୍ଯ୍ୟରେ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର: ଆୟ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ପ୍ରିୟଜନଙ୍କୁ ଉପହାର ଦେବେ। ଶନିବାର: ସବୁ ଇଚ୍ଛା ପୂର୍ଣ୍ଣ ହେବ।

ରବି ଓ ସୋମବାର: ଖର୍ଚ୍ଚ ବଢ଼ିପାରେ। ମଙ୍ଗଳ ଓ ବୁଧବାର: ସମ୍ମାନଜନକ ଲୋକଙ୍କ ସହ ମିଶିବେ। ଗୁରୁ ଓ ଶୁକ୍ରବାର: ପରିଶ୍ରମ ବଳରେ ଖ୍ୟାତି ଅର୍ଜିବେ। ଶନିବାର: ଭ୍ରମଣ ସୁଖଦ ରହିବ।

ରବି ଓ ସୋମବାର: ଚାକିରିରେ ଉନ୍ନତି ହେବ। ମଙ୍ଗଳ ଓ ବୁଧବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଗୁରୁ ଓ ଶୁକ୍ରବାର: ଖୁସି ଖବର ପାଇବେ। ଶନିବାର: ଜୀବନସାଥୀଙ୍କୁ ଉପହାର ଦେବେ।

ରବି ଓ ସୋମବାର: ସମାଜରେ ପ୍ରତିଷ୍ଠା ବଢ଼ିବ। ମଙ୍ଗଳ ଓ ବୁଧବାର: ବଡ଼ ବ୍ୟବସାୟୀ ଗୋଷ୍ଠୀ ସହ ଯୋଡ଼ି ହୋଇପାରନ୍ତି। ଗୁରୁ ଓ ଶୁକ୍ରବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶନିବାର: ଛାତ୍ର କିଛି ନୂଆ କଥା‌ ଶିଖିବେ।

 

ରବି ଓ ସୋମବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଲାଭ ପାଇବେ। ଗୁରୁ ଓ ଶୁକ୍ରବାର: ସମାଜରେ ପ୍ରଭାବ ବଢ଼ିବ। ଶନିବାର: ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

ରବି ଓ ସୋମବାର: କାମର ବୋଝ ଅଧିକ ରହିବ। ମଙ୍ଗଳ ଓ ବୁଧବାର: ଦରକାରୀ ଲୋକଙ୍କ କାମରେ ଆସିବେ। ଗୁରୁ ଓ ଶୁକ୍ରବାର: ଭାବିଥିବା କାମ ସଂପୂର୍ଣ୍ଣ ହେବ। ଶନିବାର: ଧନଲାଭ ହେବ।

 

ରବି ଓ ସୋମବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ମଙ୍ଗଳ ଓ ବୁଧବାର: ଛାତ୍ରଙ୍କୁ ଯଥେଷ୍ଟ ସଫଳତା ମିଳିବ। ଗୁରୁ ଓ ଶୁକ୍ରବାର ଧନଲାଭ ଯୋଗ ରହିଛି। ଶନିବାର: କାମର ଗତି ବଢ଼ିବ।

 

ରବି ଓ ସୋମବାର: ବେପାରରେ ଦିଗୁଣା ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: କଳାକାରଙ୍କ ଲାଗି ସମୟ ଅନୁକୂଳ। ଗୁରୁ ଓ ଶୁକ୍ରବାର: ମୁସ୍କିଲ୍‌ର ଅନ୍ତ ହେବ। ଶନିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

 

ରବି ଓ ସୋମବାର: ଶତ୍ରୁଙ୍କୁ ଜୟ କରିବେ। ମଙ୍ଗଳ ଓ ବୁଧବାର: ପରିଶ୍ରମ ଫଳ ସଂପୂର୍ଣ୍ଣ ପାଇବେ। ଗୁରୁ ଓ ଶୁକ୍ରବାର: ନବ ଦମ୍ପତ୍ତିଙ୍କ ଲାଗି ସମୟ ଭଲ। ଶନିବାର: ଆର୍ଥିକ ସ୍ଥତି ଚିନ୍ତାଜନକ ହେବ।

ରବି ଓ ସୋମବାର: ଲେଖାପଢ଼ାରେ ମନ ଲାଗିବ। ମଙ୍ଗଳ ଓ ବୁଧବାର: ମାନସିକ ରୂପେ ଖୁସି ରହିବେ। ଗୁରୁ ଓ ଶୁକ୍ରବାର: ଆର୍ଥିକ ଲାଭ ଯୋଗ ରହିଛି। ଶନିବାର: ପ୍ରେମ ସମ୍ବନ୍ଧ ମଧୁର ହେବ।

ସମ୍ବନ୍ଧିତ ଖବର