ରବି ଓ ସୋମବାର: ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ଆଗକୁ ବଢ଼ିବା ପାଇଁ କିଛି ନୂଆ କଥା ଭାବିବେ। ଶୁକ୍ର ଓ ଶନିବାର: ପ୍ରିୟତମଙ୍କଠାରୁ ଉପହାର ପାଇବେ।
ରବି ଓ ସୋମବାର: ଭଲ ଲୋକଙ୍କ ସହ ସାକ୍ଷାତ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ପ୍ରଗତି ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ।
ରବି ଓ ସୋମବାର: ଉପାର୍ଜନ ପାଇଁ ନୂଆ ଜ୍ଞାନ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ସାହିତ୍ୟ କିମ୍ବା କବିତା ଲେଖିପାରନ୍ତି। ଶୁକ୍ର ଓ ଶନିବାର: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ।
ରବି ଓ ସୋମବାର: ସମସ୍ୟାର ନିବାରଣ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ସାମାଜିକ ପରିସର ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ସଫଳତା ପାଇଁ ନୂଆ ମଉକା ହାତକୁ ଆସିବ।
ରବି ଓ ସୋମବାର: ବଜେଟ୍କୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର: କିଣାବିକା ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ଅଧିକାରୀଙ୍କୁ ଆପଣଙ୍କ ମତ ପସନ୍ଦ ହେବ।
ରବି ଓ ସୋମବାର: ଧର୍ମ କାର୍ଯ୍ୟରେ ମନ ଲାଗିବ। ମଙ୍ଗଳ, ବୁଧ ଓ ଗୁରୁବାର: ପଇସାର ଅଭାବ ଅନୁଭବ କରିବେ। ଶୁକ୍ର ଓ ଶନିବାର: ନୂଆ ବେପାର ଆରମ୍ଭ କରିବା ଲାଗି ସମୟ ଭଲ।
ରବି ଓ ସୋମବାର: ବରିଷ୍ଠଙ୍କ ସାହାଯ୍ୟ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ଧନଲାଭର ସୁଯୋଗ ଆସିବ। ଶୁକ୍ର ଓ ଶନିବାର: କୋର୍ଟ କଚେରି ମାମଲାରେ ସଫଳତା ପାଇବେ।
ରବି ଓ ସୋମବାର: କାମର ଗତି ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ। ଶୁକ୍ର ଓ ଶନିବାର: ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ।
ରବି ଓ ସୋମବାର: ସବୁ ଝାମେଲାର ଅନ୍ତ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଶୁକ୍ର ଓ ଶନିବାର: ଜରୁରୀ ମାମଲାରେ ଭାବୁକ ହୋଇପାରନ୍ତି।
ରବି ଓ ସୋମବାର: ଆମଦାନିର ନୂଆ ଉତ୍ସ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଚାକିରି ବଦଳାଇବା ପାଇଁ ମନସ୍ଥ କରିପାରନ୍ତି। ଶୁକ୍ର ଓ ଶନିବାର: ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ।
ରବି ଓ ସୋମବାର: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ମଙ୍ଗଳ, ବୁଧ ଓ ଗୁରୁବାର: କିଛି ନୂଆ କରିବାର ଆଗ୍ରହ ବଢ଼ିବ। ଶୁକ୍ର ଓ ଶନିବାର: ନିଜର ବାଣୀ ଉପରେ ସଂଯମ ରଖନ୍ତୁ।
ରବି ଓ ସୋମବାର: ଗବେଷଣା କାମରେ ମନ ଲାଗିବ। ମଙ୍ଗଳ, ବୁଧ ଓ ଗୁରୁବାର: ଭାଗ୍ୟ ବଦଳାଇବା ପାଇଁ ଅବସର ପାଇବେ। ଶୁକ୍ର ଓ ଶନିବାର: ସାମାଜିକ କାର୍ଯ୍ୟ ପାଇଁ ସମ୍ମାନିତ ହେବେ।