ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଆପଣ ସମ୍ମାନିତ ହୋଇପାରନ୍ତି। ସୋମ ଓ ମଙ୍ଗଳବାର: ସବୁ କାମ ସହଜରେ ପୂରା ହେବ। ବୁଧ ଓ ଗୁରୁବାର: ନୂଆ ଦାୟିତ୍ବ ଆସିପାରେ। ଶୁକ୍ର ଓ ଶନିବାର: ପ୍ରେମ ଜୀବନ ଭଲ ରହିବ।

ରବିବାର: ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହେବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ବଡ଼ ଲୋକଙ୍କ ସାହାଯ୍ୟ ପାଇବେ। ଶୁକ୍ର ଓ ଶନିବାର: ଘରକୁ ବନ୍ଧୁ ଆସିବେ।

ରବିବାର: ପ୍ରଚୁର ସମ୍ମାନ ପାଇବେ। ସୋମ ଓ ମଙ୍ଗଳବାର: ଧନ ମାମଲାରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ଘର କ୍ଳେଶ ଦୂର ହେବ। ଶୁକ୍ର ଓ ଶନିବାର: ନୂଆ କାମରେ ରୁଚି ବଢ଼ିବ।

ରବିବାର: ଶିକ୍ଷକଙ୍କ ପାଇଁ ସମୟ ଭଲ। ସୋମ ଓ ମଙ୍ଗଳବାର: ଜୀବନରେ କୌଣସି ଫଇସଲା ଭାବିଚିନ୍ତି ନିଅନ୍ତୁ। ବୁଧ ଓ ଗୁରୁବାର: କାରବାରରେ ଲାଭ ହେବ। ଶୁକ୍ର ଓ ଶନିବାର: ପ୍ରିୟଜନ ମିଳନ।

ରବିବାର: ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢ଼ିବ। ସୋମ ଓ ମଙ୍ଗଳବାର: କୌଣସି ନିର୍ଣ୍ଣୟ ନେଇ ପାରନ୍ତି। ବୁଧ ଓ ଗୁରୁବାର: ଖର୍ଚ୍ଚ ବଢ଼ିପାରେ। ଶୁକ୍ର ଓ ଶନିବାର: ନୂଆ କାମରେ ଲାଭ ହେବ।

ରବିବାର: ବିରୋଧୀ ବନ୍ଧୁତାର ହାତ ବଢ଼ାଇବେ। ସୋମ ଓ ମଙ୍ଗଳବାର: ପରିଶ୍ରମର ଫଳ ପାଇବେ। ବୁଧ ଓ ଗୁରୁବାର: ଲେଖକଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ମନରେ ବିଶେଷ ବିଚାର ଆସିବ।

ରବିବାର: ବନ୍ଧୁଠାରୁ ଖୁସି ଖବର ପାଇବେ। ସୋମ ଓ ମଙ୍ଗଳବାର: ଜୀବନକୁ ଉତ୍କୃଷ୍ଟ କରିବା ଲାଗି ଚେଷ୍ଟା କରିବେ। ବୁଧ ଓ ଗୁରୁବାର: ଉନ୍ନତିର ନୂଆ ରାସ୍ତା ଖୋଲିବ। ଶୁକ୍ର ଓ ଶନିବାର: ଧନଲାଭ ହେବ।

ରବିବାର: ଆୟର ନୂଆ ଉତ୍ସ ମିଳିବ। ସୋମ ଓ ମଙ୍ଗଳବାର: ଆହ୍ବାନକୁ ଦୃଢ଼ ଭାବେ ମୁକାବିଲା କରିବେ। ବୁଧ ଓ ଗୁରୁବାର: ସୁଖ ସମୃଦ୍ଧି ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ସମ୍ବନ୍ଧରେ ସୁଧାର ଆଣିବେ।

ରବିବାର: ଘର କାମରେ ସମୟ ଦେବେ। ସୋମ ଓ ମଙ୍ଗଳବାର: କାରବାରରେ ଲାଭ ହେବ। ବୁଧ ଓ ଗୁରୁବାର: ପ୍ରିୟତମାଙ୍କୁ ଉପହାର ଦେବେ। ଶୁକ୍ର ଓ ଶନିବାର: ଧନ ସଂପତ୍ତି ବୃଦ୍ଧି ହେବ।

ରବିବାର: ନୂଆ ଜିନିଷ ଉପରେ ବିଚାର କରିବେ। ସୋମ ଓ ମଙ୍ଗଳବାର: ସ୍ଥଗିତ ଥିବା କାମରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ପ୍ରେମରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ବେପାରରେ ବୃଦ୍ଧି ହେବ।

ରବିବାର: ପୂର୍ବ କଥାକୁ ନେଇ ପଶ୍ଚାତ୍ତାପ କରିବେ। ସୋମ ଓ ମଙ୍ଗଳବାର: ଅନ୍ୟମାନଙ୍କ ଆଗରେ ନିଜ କଥା ଭଲ ଭାବେ ରଖିବେ। ବୁଧ ଓ ଗୁରୁବାର: ଧନଲାଭ ହେବ। ଶୁକ୍ର ଓ ଶନିବାର: ପ୍ରତିଷ୍ଠା ବୃଦ୍ଧି ।

ରବିବାର: ଘରକୁ ବନ୍ଧୁ ଆସିବେ। ସୋମ ଓ ମଙ୍ଗଳବାର: ଚାକିରି ବୃତ୍ତିରେ ମନ ଲାଗିବ। ବୁଧ ଓ ଗୁରୁବାର: ଛାତ୍ରଙ୍କର ଲେଖାପଢ଼ା ପ୍ରତି ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।

ସମ୍ବନ୍ଧିତ ଖବର