ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ମଙ୍ଗଳ ଓ ବୁଧବାର: ଅଫିସ୍‌ରେ ଅଧିକ କାମ କରିବେ। ଗୁରୁ, ଶୁକ୍ର ଓ ଶନିବାର: ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ।

ରବି ଓ ସୋମବାର: ମନରେ ନୂଆ ନୂଆ ବିଚାର ଆସିବ। ମଙ୍ଗଳ ଓ ବୁଧବାର: ଜୀବନକୁ ଉତ୍କୃଷ୍ଟ କରିବା ପାଇଁ ଚେଷ୍ଟା କରିବେ। ଗୁରୁ, ଶୁକ୍ର ଓ ଶନିବାର: କାରବାର ଦ୍ରୁତ ଗତିରେ ବୃଦ୍ଧି ହେବ।

ରବି ଓ ସୋମବାର: ରଚନାତ୍ମକ କାମରେ ମନ ଲାଗିବ। ମଙ୍ଗଳ ଓ ବୁଧବାର: ବଡ଼ ନିର୍ଣ୍ଣୟ ନେଇପାରନ୍ତି। ଗୁରୁ, ଶୁକ୍ର ଓ ଶନିବାର: ବଡ଼ ସୁଯୋଗ ମିଳିବା ଯୋଗୁଁ ଧନଲାଭ ହେବ।

ରବି ଓ ସୋମବାର: ଲାଗି ରହିଥିବା କଷ୍ଟରୁ ମୁକ୍ତି ପାଇବେ। ମଙ୍ଗଳ ଓ ବୁଧବାର: ଜୀବନସାଥୀଙ୍କୁ ଉପହାର ଦେବେ। ଗୁରୁ, ଶୁକ୍ର ଓ ଶନିବାର: ଭଲ କଂପାନିରେ ଚାକିରିର ସୁଯୋଗ ଆସିବ।

ରବି ଓ ସୋମବାର: ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ମଙ୍ଗଳ ଓ ବୁଧବାର: ପୂର୍ବ ସ୍ମୃତି ତାଜା ହେବ। ଗୁରୁ, ଶୁକ୍ର ଓ ଶନିବାର: କାର୍ଯ୍ୟକ୍ଷେତ୍ର ବୃଦ୍ଧି ଲାଗି ନୂଆ ଅବସର ପାଇବେ।

ରବି ଓ ସୋମବାର: ସମାଜରେ ମାନସମ୍ମାନ ପାଇବେ। ମଙ୍ଗଳ ଓ ବୁଧବାର: ପ୍ରେମିକାଙ୍କୁ ଦାମିକା ଜିନିଷ ଉପହାର ଦେବେ। ଗୁରୁ, ଶୁକ୍ର ଓ ଶନିବାର: ଅଧୁରା ଥିବା କାମରେ ସଫଳତା ପାଇବେ।

ରବି ଓ ସୋମବାର: ବିଶେଷ କାମ ପୂରା ହେବ। ମଙ୍ଗଳ ଓ ବୁଧବାର: ଘର ଲୋକଙ୍କ ସାହାଯ୍ୟ ବେପାର ବୃଦ୍ଧି କରିବେ। ଗୁରୁ, ଶୁକ୍ର ଓ ଶନିବାର: ପ୍ରିୟତମଙ୍କ ସହିତ ସମ୍ବନ୍ଧରେ ସୁଧାର ହେବ।

ରବି ଓ ସୋମବାର: ସମ୍ଭବ ହେଲେ ନୂଆ କାମ ଆରମ୍ଭ କରନ୍ତୁ। ମଙ୍ଗଳ ଓ ବୁଧବାର: ଲାଗି ରହିଥିବା ସମସ୍ୟା ସମାପ୍ତ ହେବ। ଗୁରୁ, ଶୁକ୍ର ଓ ଶନିବାର: ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ।

ରବି ଓ ସୋମବାର: ଜମିରେ ନିବେଶ ପାଇଁ ସମୟ ଭଲ। ମଙ୍ଗଳ ଓ ବୁଧବାର: କୌଣସି ଖୁସି ଖବର ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ସରକାରୀ କାମରେ ବଡ଼ ଲୋକଙ୍କ ସାହାଯ୍ୟ ପାଇବେ।

ରବି ଓ ସୋମବାର: ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତା ରହିବ। ମଙ୍ଗଳ ଓ ବୁଧବାର: ଉପାର୍ଜନ ପାଇଁ ନୂଆ ସ୍ରୋତ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ସାମାଜିକ କାର୍ଯ୍ୟ ମାନସମ୍ମାନ ବଢ଼ିବ।

ରବି ଓ ସୋମବାର: ଲେଖକଙ୍କ ଲାଗି ସମୟ ଭଲ। ମଙ୍ଗଳ ଓ ବୁଧବାର: ବୈବାହିକ ଜୀବନରେ ପ୍ରସନ୍ନତା ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: କାମ ପାଇଁ ଚେଷ୍ଟାରେ ସଫଳ ହେବେ।

ରବି ଓ ସୋମବାର: ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। ମଙ୍ଗଳ ଓ ବୁଧବାର: ରାଜନୀତିରେ ମାନସମ୍ମାନ ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: ଛାତ୍ରମାନେ ଫଳ ଚିନ୍ତା ନ କରି ପରିଶ୍ରମ କରନ୍ତୁ।

ସମ୍ବନ୍ଧିତ ଖବର