ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ବନ୍ଧୁର ସାହାଯ୍ୟ ନେବେ। ମଙ୍ଗଳ ଓ ବୁଧବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ଗୁରୁ ଓ ଶୁକ୍ରବାର: କାର୍ଯ୍ୟରେ ସଫଳତା ପାଇବେ। ଶନିବାର: ସମ୍ବନ୍ଧରେ ମଧୁରତା ଆସିବ।

ରବି ଓ ସୋମବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ମଙ୍ଗଳ ଓ ବୁଧବାର: କାରବାରରେ ଲାଭ ହେବ। ଗୁରୁ ଓ ଶୁକ୍ରବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ଶନିବାର: ଚାକିରିରେ ଉନ୍ନତି ହେବ।

ରବି ଓ ସୋମବାର: କିଛି ମାମଲାରେ ଭାବୁକ ହୋଇପାରନ୍ତି। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ଅଧୁରା କାମ ପୂରା ହେବ। ଶନିବାର: କାମର ଗତି ବଢ଼ିବ।

ରବି ଓ ସୋମବାର: ଧ୍ୟାନ ଧାର୍ମିକ ଦିଗରେ ଲାଗି ରହିବ। ମଙ୍ଗଳ ଓ ବୁଧବାର: କାମ ପ୍ରତି ଏକାଗ୍ରତା ରହିବ। ଗୁରୁ ଓ ଶୁକ୍ରବାର: ଧନଲାଭ ହେବ। ଶନିବାର: ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ରବି ଓ ସୋମବାର: ବିବାଦଠୁଁ ଦୂରରେ ରୁହନ୍ତୁ। ମଙ୍ଗଳ ଓ ବୁଧବାର: ସ୍ବଭାବକୁ ନରମ ରଖନ୍ତୁ। ଗୁରୁ ଓ ଶୁକ୍ରବାର: ସମ୍ବନ୍ଧରେ ନୂତନତ୍ବ ଆସିବ। ଶନିବାର: ନୂଆ କାମ ପାଇଁ ଚିନ୍ତା କରିବେ।

ରବି ଓ ସୋମବାର: ମନର କଥା ପାଖଲୋକଙ୍କୁ କହିବେ। ମଙ୍ଗଳ ଓ ବୁଧବାର: କାରବାରରେ ଲାଭ କମ୍ ମିଳିପାରେ। ଗୁରୁ ଓ ଶୁକ୍ରବାର: ମାନିସକ ରୂପେ ଖୁସି ରହିବେ। ଶନିବାର: ଧନଲାଭ ହେବ।

ରବି ଓ ସୋମବାର: ମନସ୍କାମନା ପୂର୍ଣ୍ଣ ହେବ। ମଙ୍ଗଳ ଓ ବୁଧବାର: ଅଫିସ‌୍ରେ ନୂଆ କାମ କରିବେ। ଗୁରୁ ଓ ଶୁକ୍ରବାର: ସମ୍ମାନିତ ଲୋକଙ୍କ ସହ ମିଶିବେ। ଶନିବାର: ଧନଲାଭ ହେବ।

ରବି ଓ ସୋମବାର: କାମ ସହଜରେ ପୂରା ହେବ। ମଙ୍ଗଳ ଓ ବୁଧବାର: ପ୍ରିୟଜନଙ୍କୁ ଉପହାର ଦେବେ। ଗୁରୁ ଓ ଶୁକ୍ରବାର: ଯୋଜନା ପରିବର୍ତ୍ତନ କରିବେ। ଶନିବାର: ସବୁ ଇଚ୍ଛା ପୂରା ହେବ।

ରବି ଓ ସୋମବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ମଙ୍ଗଳ ଓ ବୁଧବାର: ବେପାରରେ ଲାଭ ହେବ। ଗୁରୁ ଓ ଶୁକ୍ରବାର: ନୂଆ ଚାକିରିର ସୁଯୋଗ ଆସିବ। ଶନିବାର: ସବୁ କଷ୍ଟ ନିବାରଣ ହେବ।

ରବି ଓ ସୋମବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ମଙ୍ଗଳ ଓ ବୁଧବାର: ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ଗୁରୁ ଓ ଶକ୍ରବାର ମାନ ସମ୍ମାନରେ ବୃଦ୍ଧି ହେବ। ଶନିବାର: ମନର ଇଚ୍ଛା ପୂରା ହେବ।

ରବି ଓ ସୋମବାର: ବ୍ୟବସାୟରେ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର: ରୋଜଗାରର ସୁଯୋଗ ଅଛି। ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ ବଢ଼ିପାରେ। ଶନିବାର: ବ୍ୟକ୍ତିତ୍ବରେ ବିକଶିତ ହେବ।

ରବି ଓ ସୋମବାର: କାମ ସକାରାତ୍ମକ ରୂପେ ପୂରା ହେବ। ମଙ୍ଗଳ ଓ ବୁଧବାର: କାମର ଅବରୋଧରୁ କିଛି ଶିଖିବେ। ଗୁରୁ ଓ ଶୁକ୍ରବାର: ଧନଲାଭ ହେବ। ଶନିବାର: କୌଣସି ଜ୍ଞାନ କଥା ଶୁଣିବେ।

ସମ୍ବନ୍ଧିତ ଖବର