ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ନୂଆ କାମ ଆରମ୍ଭ କରିପାରନ୍ତି। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ସୌହାର୍ଦ ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: ଆମଦାନୀର ନୂଅା ଉତ୍ସ ମିଳିବ।

ରବି ଓ ସୋମବାର: ନିକଟ ସଂପର୍କୀୟଙ୍କ ସହ ସାକ୍ଷାତ ହେବ। ମଙ୍ଗଳ ଓ ବୁଧବାର: ପରିବାରରେ କୌଣସି ଦାୟିତ୍ବ ତୁଲାଇବେ। ଗୁରୁ, ଶୁକ୍ର ଓ ଶନିବାର: ଯଶଖ୍ୟାତି ବୃଦ୍ଧି ହେବ।

ରବି ଓ ସୋମବାର: ଭଲ ଚାକିରିର ସୁଯୋଗ ଆସିବ। ମଙ୍ଗଳ ଓ ବୁଧବାର: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ଗୁରୁ, ଶୁକ୍ର ଓ ଶନିବାର: ଆଗକୁ ବଢ଼ିବା ଲାଗି କିଛି ନୂଆ ଭାବିବେ।

ରବି ଓ ସୋମବାର: ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ମଙ୍ଗଳ ଓ ବୁଧବାର: ବ୍ୟବହାରରେ ପରିବର୍ତ୍ତନ ଆଣନ୍ତୁ। ଗୁରୁ, ଶୁକ୍ର ଓ ଶନିବାର: ଅଧିକା କାମ ପାଇଁ ପ୍ରସ୍ତୁତ ରହିବେ।

ରବି ଓ ସୋମବାର: ସମ୍ମାନଜନକ ଲୋକଙ୍କ ସହ ମିଶିପାରନ୍ତି। ମଙ୍ଗଳ ଓ ବୁଧବାର: ସରକାରୀ କାମରେ ସଫଳତା ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ବ୍ୟବସାୟରେ ଡିଲ୍‌ ଭାବିଚିନ୍ତି କରନ୍ତୁ।

ରବି ଓ ସୋମବାର: ଘର ସଜାଇବାରେ ଧ୍ୟାନ ଦେଇପାରନ୍ତି। ମଙ୍ଗଳ ଓ ବୁଧବାର: ଅନ୍ୟମାନଙ୍କ ସହ ବ୍ୟବହାର ମଧୁର ରଖନ୍ତୁ। ଗୁରୁ, ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତିରେ ପ୍ରଗିତ ହେବ।

ରବି ଓ ସୋମବାର: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ମଙ୍ଗଳ ଓ ବୁଧବାର: ଘରର ପରିବେଶ ଭଲ ରହିବ। ଗୁରୁ, ଶୁକ୍ର ଓ ଶନିବାର: କାମର ବୋଝ ଅଧିକ ହୋଇପାରେ।

ରବି ଓ ସୋମବାର: କାର୍ଯ୍ୟରେ ପୂର୍ଣ୍ଣ ରୂପେ ସଫଳତା ପାଇବେ। ମଙ୍ଗ ଓ ବୁଧବାର ବଡ଼ ବ୍ୟବସାୟ ଗୋଷ୍ଠୀରେ ଯୋଡ଼ିପାରନ୍ତି। ଗୁରୁ, ଶୁକ୍ର ଓ ଶନିବାର: ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

ରବି ଓ ସୋମବାର: କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ମଙ୍ଗଳ ଓ ବୁଧବାର: ପ୍ରିୟତମଙ୍କ ସହ ସମ୍ବନ୍ଧରେ ସୁଧାର ଆସିବ। ଗୁରୁ, ଶୁକ୍ର ଓ ଶନିବାର: ଆର୍ଥିକ ଉନ୍ନତି ହେବ।

ରବି ଓ ସୋମବାର: ବନ୍ଧୁର ସାହାଯ୍ୟ ନେଇପାରନ୍ତି। ମଙ୍ଗଳ ଓ ବୁଧବାର: ମନରେ ସକାରାତ୍ମକ ଭାବନା ଆସିବ। ଗୁରୁ, ଶୁକ୍ର ଓ ଶନିବାର: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।

ରବି ଓ ସୋମବାର: ନୂଆ କାମ କରିବା ଲାଗି ଚିନ୍ତା କରିବେ। ମଙ୍ଗଳ ଓ ବୁଧବାର: ଅନ୍ୟମାନଙ୍କ ସହଯୋଗ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ଧନପ୍ରାପ୍ତି ଲାଗି ଭଲ ଯୋଗ ରହିଛି।

ରବି ଓ ସୋମବାର: ଚାଲେଞ୍ଜ୍‌ର ଦୃଢ଼ ଭାବେ ମୁକାବିଲା କରିବେ। ମଙ୍ଗଳ ଓ ବୁଧବାର: ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଗୁରୁ, ଶୁକ୍ର ଓ ଶନିବାର: ସାମାଜିକ କାର୍ଯ୍ୟରେ ଭାଗ ନେଇପାରନ୍ତି।

ସମ୍ବନ୍ଧିତ ଖବର