ଜାଣନ୍ତୁ ଏ ସପ୍ତାହର ରାଶିଫଳ

 

ରବିବାର: ରାଜନୀତିରେ ସଫଳତା ପାଇବେ। ସୋମ ଓ ମଙ୍ଗଳବାର: ଭାବିଥିବା କାମ ପୂରା ହେବ। ବୁଧ ଓ ଗୁରୁବାର: ବେପାରରେ ଲାଭ ହେବ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତି ମଜଭୁତ ହେବ।

 

ରବିବାର: ବ୍ୟବସାୟରେ ଉନ୍ନତି ହେବ। ସୋମ ଓ ମଙ୍ଗଳବାର: ସମ୍ବନ୍ଧରେ ମଧୁରତା ଆସିବ। ବୁଧ ଓ ଗୁରୁବାର: ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ଘରୋଇ ଜୀବନରେ ସୁଖୀ ରହିବେ।

ରବିବାର: ଭାଗ୍ୟରେ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ବେପାର ବଣିଜରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ଶୁକ୍ର ଓ ଶନିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ରବିବାର: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସୋମ ଓ ମଙ୍ଗଳବାର: ସବୁ ଚିନ୍ତା ଦୂର ହେବ। ବୁଧ ଓ ଗୁରୁବାର: କ୍ୟାରିୟର ଲାଗି ସୁଯୋଗ ପାଇବେ। ଶୁକ୍ର ଓ ଶନିବାର: ଆର୍ଥିକ ପକ୍ଷ ସୁଦୃଢ଼ ହେବ।

ରବିବାର: ବନ୍ଧୁ ମିଳନ। ସୋମ ଓ ମଙ୍ଗଳବାର: ଅଧୁରା କାମ ପୂରା ହେବ। ବୁଧ ଓ ଗୁରୁବାର: ଧ୍ୟାନ ଧାର୍ମିକ କାର୍ଯ୍ୟରେ ରହିବ। ଶୁକ୍ର ଓ ଶନିବାର: ବେପାରରେ ଗତି ବୃଦ୍ଧି ହେବ।

ରବିବାର: ପାରିବାରିକ ଦାୟିତ୍ବ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ଆମଦାନିର ନୂଆ ଉତ୍ସ ମିଳିବ। ବୁଧ ଓ ଗୁରୁବାର: ଶିକ୍ଷାର୍ଥୀଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ବ୍ୟବସାୟରେ ବିସ୍ତାର କରିବେ।

 

ରବିବାର: ସ୍ଥଗିତ କାମ ପୂରା ହେବ। ସୋମ ଓ ମଙ୍ଗଳବାର: ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ଶୁକ୍ର ଓ ଶନିବାର: ତର୍କ ଶକ୍ତିକୁ ମଜଭୁତ ରଖନ୍ତୁ।

ରବିବାର: ବନ୍ଧୁ ସହ ସାକ୍ଷାତ ହେବ। ସୋମ ଓ ମଙ୍ଗଳବାର: କିଛି ନୂଆ କରିବାକୁ ଭାବିବେ। ବୁଧ ଓ ଗୁରୁବାର: ସାମାଜିକ ଜୀବନ ଭଲ ରହିବ। ଶୁକ୍ର ଓ ଶନିବାର: ପ୍ରେମ ଜୀବନ ଭଲ ରହିବ।

 

ରବିବାର: କାରବାରରେ ଲାଭ ହେବ। ସୋମ ଓ ମଙ୍ଗଳବାର: କାମରେ ବଡ଼ ଭାଇର ସହଯୋଗ ପାଇବେ। ବୁଧ ଓ ଗୁରୁବାର: ମକଦ୍ଦମାରେ ଜିଣିବେ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ସୌହାର୍ଦ ବଢ଼ିବ।

 

ରବିବାର: କାମ ପାଇଁ ଯୋଜନା କରିବେ। ସୋମ ଓ ମଙ୍ଗଳବାର: ଅଫିସ୍‌ରେ ନୂଆ କାମ ମିଳିପାରେ। ବୁଧ ଓ ଗୁରୁବାର: ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଶୁକ୍ର ଓ ଶନିବାର: ମାନସିକ ରୂପେ ଖୁସି ରହିବେ।

 

ରବିବାର: ବ୍ୟକ୍ତିତ୍ବରେ ବିକଶିତ ହେବ। ସୋମ ଓ ମଙ୍ଗଳବାର: ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ବୁଧ ଓ ଗୁରୁବାର: ଯୋଜନା ପରିବର୍ତ୍ତନ କରିବେ। ଶୁକ୍ର ଓ ଶନିବାର: ସବୁ ଇଚ୍ଛା ପୂରା ହେବ।

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: କିଣାବିକା ଲାଗି ସମୟ ଭଲ। ବୁଧ ଓ ଗୁରୁବାର: କଳାତ୍ମକ ଓ ରଚନାତ୍ମକ କ୍ଷମତା ବଢ଼ିବ। ଶୁକ୍ର ଓ ଶନିବାର: ବେପାରରେ ବୃଦ୍ଧି ହେବ।

ସମ୍ବନ୍ଧିତ ଖବର