ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ଡିଲ୍ ଭାବିଚିନ୍ତି କରନ୍ତୁ। ଶୁକ୍ର ଓ ଶନିବାର: ଦୁଃସାହସିକ ପଦକ୍ଷେପ ନେବାରେ ନିବୃତ୍ତ ରୁହନ୍ତୁ।

ରବି ଓ ସୋମବାର: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ସାମାଜିକ ଜୀବନ ଭଲ ରହିବ। ଶୁକ୍ର ଓ ଶନିବାର: ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ।

ରବି ଓ ସୋମବାର: ବ୍ୟବସାୟରେ ଧନଲାଭ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ପଇସାର ଅଭାବ ଅନୁଭବ କରିବେ। ଶୁକ୍ର ଓ ଶନିବାର: ପରିଜନଙ୍କ ସହ ଭଲ ସାମଞ୍ଜସ୍ୟ ରହିବ।

ରବି ଓ ସୋମବାର: କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ଶିଖିବେ। ମଙ୍ଗଳ, ବୁଧ ଓ ଗୁରୁବାର: ଧାର୍ମିକ କାର୍ଯ୍ୟ କରିବେ। ଶୁକ୍ର ଓ ଶନିବାର: କୋର୍ଟ କଚେରି ମାମଲାରେ ସଫଳତା ପାଇବେ।

ରବି ଓ ସୋମବାର: ଧ୍ୟାନ ଧାର୍ମିକ କାର୍ଯ୍ୟରେ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ଉନ୍ନତି ହେବ। ଶୁକ୍ର ଓ ଶନିବାର: ବନ୍ଧୁ ଆର୍ଥିକ ସହାୟତା ମାଗି ପାରନ୍ତି।

ରବି ଓ ସୋମବାର: ନିଜ ବାଣୀ ଉପରେ ସଂଯମ ରଖନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର: ସଠିକ୍‌ ଯୋଜନା ପ୍ରସ୍ତୁତ କରିବେ। ଶୁକ୍ର ଓ ଶନିବାର: ଚାକିରି ବ୍ୟବସାୟରେ ସଫଳତା ପାଇବେ।

ରବି ଓ ସୋମବାର: ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ। ଶୁକ୍ର ଓ ଶନିବାର: କୌଣସି ମାମଲାରେ ବଡ଼ ନିର୍ଣ୍ଣୟ ନେଇପାରନ୍ତି।

ରବି ଓ ସୋମବାର: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ମଙ୍ଗଳ, ବୁଧ ଓ ଗୁରୁବାର: ଜୀବନସାଥୀର ପରାମର୍ଶ ଲାଭପ୍ରଦ ହେବ। ଶୁକ୍ର ଓ ଶନିବାର: ବନ୍ଧୁ ସହ ମନାନ୍ତର ହେବ।

ରବି ଓ ସୋମବାର: ଆର୍ଥିକ ସଫଳତା ପାଇଁ ପ୍ରୟାସ ଜାରି ରଖନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର: ପ୍ରିୟତମଙ୍କ ଠାରୁ ଉପହାର ପାଇବେ। ଶୁକ୍ର ଓ ଶନିବାର: ନୂଆ କାମ କରିବା ପାଇଁ ଚିନ୍ତା କରିବେ।

ରବି ଓ ସୋମବାର: ବାକିଥିବା କାମ ପୂରା କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: ମାନସିକ ରୂପେ ଖୁସି ରହିବେ। ଶୁକ୍ର ଓ ଶନିବାର: ସହକର୍ମୀଙ୍କ ସହ ତର୍କବିତର୍କ ହୋଇପାରେ।

ରବି ଓ ସୋମବାର: କବିଙ୍କ ଲାଗି ସମୟ ମହତ୍ତ୍ବପୂର୍ଣ୍ଣ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର: ଅଫିସ୍‌ରେ ନୂଆ କାମ ମିଳିପାରେ। ଶୁକ୍ର ଓ ଶନିବାର: ଅଧିକ ଭାବୁକ ହେଲେ ଅଶାନ୍ତିରେ ରହିବେ।

ରବି ଓ ସୋମବାର: କୌଣସି ଜ୍ଞାନ କଥା ଶୁଣିବେ। ମଙ୍ଗଳ ଓ ବୁଧବାର: ପରିଶ୍ରମର ସୁଫଳ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କ ସହଯୋଗ ମିଳିବ।

ସମ୍ବନ୍ଧିତ ଖବର