ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ନୂଆ ବ୍ୟବସାୟ କରିବାକୁ ଭାବିବେ। ମଙ୍ଗଳ ଓ ବୁଧବାର: ଆୟରେ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶନିବାର: ମାନସମ୍ମାନରେ ବୃଦ୍ଧି ହେବ।

ରବି ଓ ସୋମବାର: ମନରେ ସକାରାତ୍ମକ ଭାବନା ଆସିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ଘର ପ୍ରତି ଦାୟିତ୍ବ ବଢ଼ିବ। ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବି ଓ ସୋମବାର: ଅନ୍ୟମାନଙ୍କର ସହଯୋଗ ପାଇପାରିବେ। ମଙ୍ଗଳ ଓ ବୁଧବାର: ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଗୁରୁ ଓ ଶୁକ୍ରବାର: ସମ୍ବନ୍ଧରେ ସୁଧାର ଆଣିବେ। ଶନିବାର: ଧନଲାଭ ହେବ।

ରବି ଓ ସୋମବାର: ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। ମଙ୍ଗଳ ଓ ବୁଧବାର: ବାଣୀ ଉପରେ ସଂଯମ ରଖନ୍ତୁ। ଗୁରୁ ଓ ଶୁକ୍ରବାର: ସବୁ ଚିନ୍ତା ଦୂର ହେବ। ଶନିବାର: ଚାକିରିରେ ଉନ୍ନତି ହେବ।

ରବି ଓ ସୋମବାର: ଦାମ୍ପତ୍ୟ ଜୀବନରେ ସୌହାର୍ଦ ବଢ଼ିବ। ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ଗୁରୁ ଓ ଶୁକ୍ରବାର: ସାମାଜିକ କାର୍ଯ୍ୟରେ ଭାଗ ନେଇପାରନ୍ତି। ଶନିବାର: ସୁସମ୍ବାଦ ପାଇବେ।

ରବି ଓ ସୋମବାର: କାର୍ଯ୍ୟରେ ପୂର୍ଣ୍ଣ ରୂପେ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର: ସବୁ ଅଶାନ୍ତି ଦୂର ହେବ। ଗୁରୁ ଓ ଶୁକ୍ରବାର: ନବଦମ୍ପତିଙ୍କ ଲାଗି ଭଲ ସମୟ। ଶନିବାର: ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ରବି ଓ ସୋମବାର: କିଛି ନୂଆ କରିବାକୁ ଭାବିବେ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ବକେୟା ଅର୍ଥ ପାଇବେ। ଗୁରୁ ଓ ଶୁକ୍ରବାର: ଶତ୍ରୁଙ୍କୁ ପରାସ୍ତ କାରିବେ। ଶନିବାର: ଧନଲାଭର ସୁଯୋଗ ପାଇବେ।

ରବି ଓ ସୋମବାର: ଅଫିସ୍‌ରେ ନୂଆ କାମ ମିଳିପାରେ। ମଙ୍ଗଳ ଓ ବୁଧବାର: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ଗୁରୁ ଓ ଶୁକ୍ରବାର: କାମ ଆରାମରେ ସଂପୂର୍ଣ୍ଣ ହେବ। ଶନିବାର: ବନ୍ଧୁ ମିଳନ।

ରବି ଓ ସୋମବାର: ଧନପ୍ରାପ୍ତି ହେବ। ମଙ୍ଗଳ ଓ ବୁଧବାର: ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବେ। ଗୁରୁ ଓ ଶୁକ୍ରବାର: ଲାଭ ପାଇଁ କୌଣସି ସୁଯୋଗ ପାଇବେ। ଶନିବାର: ପ୍ରେମରେ ସଫଳତା ପାଇବେ।

ରବି ଓ ସୋମବାର: ପାଖଲୋକଙ୍କ ଠାରୁ ଖୁସି ଖବର ପାଇବେ। ମଙ୍ଗଳ ଓ ବୁଧବାର: କାରବାରରେ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ପ୍ରିୟଜନଙ୍କୁ ମନକଥା କହିବେ। ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବି ଓ ସୋମବାର: ମନରେ ନୂଆ ଆଶା ଉତ୍ପନ୍ନ ହେବ। ମଙ୍ଗଳ ଓ ବୁଧବାର: ଧନ ମାମଲାରେ ସ୍ଥିତି ଠିକ୍ ରହିବ। ଗୁରୁ ଓ ଶୁକ୍ରବାର: ପରିଶ୍ରମ ବଳରେ ସୁଖ୍ୟାତି ଅର୍ଜିବେ। ଶନିବାର: ପ୍ରିୟଜନ ମିଳନ।

ରବି ଓ ସୋମବାର: କାମରେ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର: ବିବାହିତଙ୍କ ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର: ବ୍ୟକ୍ତିତ୍ବରେ ବିକଶିତ ହେବ। ଶନିବାର: ଧନଲାଭ ହେବ।

ସମ୍ବନ୍ଧିତ ଖବର