ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଜମିରେ ନିବେଶ କରିପାରନ୍ତି। ସୋମ ଓ ମଙ୍ଗଳବାର: ନୂଆ ଦାୟିତ୍ବ ଗ୍ରହଣ କରିବେ। ବୁଧ ଓ ଗୁରୁବାର: ଆର୍ଥିକ ଲାଭର ସମ୍ଭାବନା। ଶୁକ୍ର ଓ ଶନିବାର: ବେପାରରେ ବିସ୍ତାର କରିବେ।

ରବିବାର: କଳାତ୍ମକ କାମରେ ମନ ଲାଗିବ। ସୋମ ଓ ମଙ୍ଗଳବାର: କ୍ରୋଧ କଲେ କାମରେ କ୍ଷତି ହୋଇପାରେ। ବୁଧ ଓ ଗୁରୁବାର: ବେପାରରେ ଲାଭ ହେବ। ଶୁକ୍ର ଓ ଶନିବାର: ବିବାଦର ସମାଧାନ ହେବ।

ରବିବାର: ସବୁ ଇଚ୍ଛା ପୂରଣ ହେବ। ସୋମ ଓ ମଙ୍ଗଳବାର: ଘରେ ସୁଖ ଶାନ୍ତି ବଜାୟ ରହିବ। ବୁଧ ଓ ଗୁରୁବାର: ନୂଆ କାମ ଆରମ୍ଭ କରିପାରନ୍ତି। ଶୁକ୍ର ଓ ଶନିବାର: ପ୍ରେମ ଜୀବନ ଭଲ ରହିବ।

ରବିବାର: ବ୍ୟବସାୟ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ସହପାଠୀଙ୍କୁ ନିଜର କଥା କହିବେ। ବୁଧ ଓ ଗୁରୁବାର: ଭୂସଂପତ୍ତି କିଣିପାରନ୍ତି। ଶୁକ୍ର ଓ ଶନିବାର: ସମାଜରେ ମାନସମ୍ମାନ ପାଇବେ।

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ବ୍ୟବସାୟୀଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ଜୀବନସାଥୀ ଠାରୁ ଉପହାର ପାଇବେ।

ରବିବାର: ଆୟ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ବିବାହ ପ୍ରସ୍ତାବ ଆସିପାରେ। ବୁଧ ଓ ଗୁରୁବାର: ଆଗକୁ ବଢ଼ିବା ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ଭଲ କାମ ପାଇଁ ପୁରସ୍କାର ପାଇବେ।

ରବିବାର: ବେପାରରେ ଲାଭ ହେବ। ସୋମ ଓ ମଙ୍ଗଳବାର: ସମାଜରେ ମାନପ୍ରତିଷ୍ଠା ବୃଦ୍ଧି ହେବ। ବୁଧ ଓ ଗୁରୁବାର: ବଡ଼ ସୁଯୋଗ ଚାହିଁ ରହିଛି। ଶୁକ୍ର ଓ ଶନିବାର: ଜମିରେ ନିବେଶ ଲାଗି ସମୟ ଭଲ।

ରବିବାର: କୌଣସି କାମର ଯୋଜନା କରିବେ। ସୋମ ଓ ମଙ୍ଗଳବାର: ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ରାଜନୀତିରେ ମାନସମ୍ମାନ ବଢ଼ିବ। ଶୁକ୍ର ଓ ଶନିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ରବିବାର: ଦାମ୍ପତ୍ୟ ଜୀବନରେ ସୁଖ ମିଳିବ। ସୋମ ଓ ମଙ୍ଗଳବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ବୁଧ ଓ ଗୁରୁବାର: କୌଣସି କାମରେ ଲାଭ ପାଇବେ। ଶୁକ୍ର ଓ ଶନିବାର: ପରିଶ୍ରମର ସୁଫଳ ପାଇବେ।

ରବିବାର: ବେପାରରେ ଲାଭ ହେବ। ସୋମ ଓ ମଙ୍ଗଳବାର: ଚାକିରିରେ ପଦୋନ୍ନତି ମିଳିପାରେ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ଶୁକ୍ର ଓ ଶନିବାର: ଚିନ୍ତା ମୁକ୍ତ ରହିବେ।

ରବିବାର: ଲୋକପ୍ରିୟତା ବଢ଼ିବ। ସୋମ ଓ ମଙ୍ଗଳବାର: ବେପାରରେ ବଡ଼ ଅର୍ଡର ପାଇବେ। ବୁଧ ଓ ଗୁରୁବାର: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଶୁକ୍ର ଓ ଶନିବାର: ସ୍ବାସ୍ଥ୍ୟରେ ଅବନତି ଦେଖାଦେବ।

ରବିବାର: ଗବେଷଣା କାମରେ ମନ ଲାଗିବ। ସୋମ ଓ ମଙ୍ଗଳବାର: କଷ୍ଟରୁ ମୁକ୍ତି ପାଇବେ। ବୁଧ ଓ ଗୁରୁବାର: ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ। ଶୁକ୍ର ଓ ଶନିବାର: ମନରେ ନୂଆ ବିଚାର ଆସିବ।

ସମ୍ବନ୍ଧିତ ଖବର