publive-imageରବି ଓ ସୋମବାର: ସମାଜରେ ଯଶ ଖ୍ୟାତି ବଢ଼ିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଲାଭ ହେବ। ଗୁରୁ ଓ ଶୁକ୍ରବାର: ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଶନିବାର: ସୁଖ ସମୃଦ୍ଧି ବୃଦ୍ଧି ହେବ।

Advertisment

publive-imageରବି ଓ ସେମାବାର: ନୂଆ ଲୋକଙ୍କ ସହିତ ସଂପର୍କ ହେବ। ମଙ୍ଗଳ ଓ ବୁଧବାର: ଅଧୁରା କାମ ପୂରା ହେବ। ଗୁରୁ ଓ ଶୁକ୍ରବାର: ଭଲ ଖବର ପାଇବେ। ଶନିବାର: ବଡ଼ ନିର୍ଣ୍ଣୟ ନେଇପାରନ୍ତି।

publive-imageରବି ଓ ସୋମବାର: ଜମିରେ ନିବେଶ କରିପାରନ୍ତି। ମଙ୍ଗଳ ଓ ବୁଧବାର: ରଚନାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଗୁରୁ ଓ ଶୁକ୍ରବାର: କାମ ଭଲ ଭାବେ ସଂପୂର୍ଣ୍ଣ ହେବ। ଶନିବାର: କାରବାରରେ ଲାଭ ହେବ।

publive-imageରବି ଓ ସୋମବାର: ଆୟରେ ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ସମାଜରେ ସମ୍ମାନ ପାଇବେ। ଗୁରୁ ଓ ଶୁକ୍ରବାର: ପ୍ରେମ ଜୀବନ ଭଲ ରହିବ। ଶନିବାର: କୌଣସି ସମସ୍ୟାର ସମାଧାନ ପାଇବେ।

publive-imageରବି ଓ ସୋମବାର: ଘର କ୍ଳେଶ ଦୂର ହେବ। ମଙ୍ଗଳ ଓ ବୁଧବାର: କାରବାରରେ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ। ଶନିବାର: ଛାତ୍ରଙ୍କର ଲେଖାପଢ଼ାରେ ରୁଚି ବଢ଼ିବ।

publive-imageରବି ଓ ସୋମବାର: ଜୀବନକୁ ଭଲ କରିବାକୁ ଚେଷ୍ଟା କରିବେ। ମଙ୍ଗଳ ଓ ବୁଧବାର: ବ୍ୟବସାୟୀଙ୍କ ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର: କିଛି ନୂଆ ଶିକ୍ଷାଲାଭ କରିବେ। ଶନିବାର: ମାନସିକ ସୁଖ ପାଇବେ।

publive-imageରବି ଓ ସୋମବାର: ଲୋକଙ୍କ ସାହାଯ୍ୟ ପାଇବେ। ମଙ୍ଗଳ ଓ ବୁଧବାର: ଭାବିଥିବା କାମ ସଂପୂର୍ଣ୍ଣ ହେବ। ଗୁରୁ ଓ ଶୁକ୍ରବାର: ଜମାପୁଞ୍ଜି ବୃଦ୍ଧି ହେବ। ଶନିବାର: ଚାକିରିରେ କିଛି ପରିବର୍ତ୍ତନ ହେବ।

publive-imageରବି ଓ ସୋମବାର: ପରିଶ୍ରମରେ ସୁଫଳ ପାଇବେ। ମଙ୍ଗଳ ଓ ବୁଧବାର: ପାରିବାରିକ ଜୀବନରେ ଖୁସି ଆସିବ। ଗୁରୁ ଓ ଶୁକ୍ରବାର: ଜୀବନକୁ ଭଲ କରିବା ଲାଗି ଚେଷ୍ଟା କରିବେ। ଶନିବାର: ଧନଲାଭ ହେବ।

publive-imageରବି ଓ ସୋମବାର: ଆୟ ଉତ୍ସରେ ସ୍ଥିରତା ରହିବ। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ଗୁରୁ ଓ ଶୁକ୍ରବାର: ମନରେ ବିଶେଷ ବିଚାର ଆସିବ। ଶନିବାର: ବ୍ୟବସାୟ ବୃଦ୍ଧି ହେବ।

publive-imageରବି ଓ ସୋମବାର: ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ମଙ୍ଗଳ ଓ ବୁଧବାର: ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢ଼ିବ। ଗୁରୁ ଓ ଶୁକ୍ରବାର: ସମସ୍ୟାର ସମାଧାନ ବାହାରିବ। ଶନିବାର: ଖର୍ଚ୍ଚ ବଢ଼ିପାରେ।

publive-image

ରବି ଓ ସୋମବାର: ପୂର୍ବ କଥାକୁ ମନସ୍ତାପରେ ରହିବେ। ମଙ୍ଗଳ ଓ ବୁଧବାର: କାମ ମନ୍ଥର ଗତିରେ ପୂରା ହେବ। ଗୁରୁ ଓ ଶୁକ୍ରବାର: କାରବାରରେ ଉନ୍ନତି ହେବ। ଶନିବାର: ଶିକ୍ଷକଙ୍କ ଲାଗି ସମୟ ଭଲ।

publive-imageରବି ଓ ସୋମବାର: ବିଚାର ସକାରାତ୍ମକ ରହିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ବଡ଼ ଡିଲ୍ କରିପାରନ୍ତି। ଗୁରୁ ଓ ଶୁକ୍ରବାର: ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଶନିବାର: ସୁସମ୍ବାଦ ପାଇବେ।