ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: କିଛି ମାମଲାରେ ଭାବୁକ ହୋଇପାରନ୍ତି। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ଅଧୁରା କାମ ପୂର୍ଣ୍ଣ ହେବ। ଶନିବାର: ଈଶ୍ବରଙ୍କ ପ୍ରତି ଆସ୍ଥା ବଢ଼ିବ।

ରବି ଓ ସୋମବାର: କାମ ଆରାମରେ ପୂରା ହେବ। ମଙ୍ଗଳ ଓ ବୁଧବାର: ବକେୟା ଅର୍ଥ ପାଇବେ। ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ଶନିବାର: କାମରେ ଆଶାନୁରୂପ ଫଳ ପାଇବେ।

ରବି ଓ ସୋମବାର: ବଡ଼ଭାଇର ସାହାଯ୍ୟ ପାଇବେ। ମଙ୍ଗଳ ଓ ବୁଧବାର: ମକଦ୍ଦମାରେ ବିଜୟୀ ହେବେ। ଗୁରୁ ଓ ଶୁକ୍ରବାର: ଖୁସି ଖବର ପାଇବେ। ଶନିବାର: କଳାକାରଙ୍କ ଲାଗି ଦିନଟି ଭଲ।

ରବି ଓ ସୋମବାର: ବେପାରରେ ଲାଭ ହେବ। ମଙ୍ଗଳ ଓ ବୁଧବାର: ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଗୁରୁ ଓ ଶୁକ୍ରବାର: ନୂଆ କାମ ଆରମ୍ଭ କରିବେ। ଶନିବାର: ପ୍ରେମରେ ସଫଳତା ପାଇବେ।

ରବି ଓ ସୋମବାର: ଭାବିଥିବା କାମ ପୂରା ହେବ। ମଙ୍ଗଳ ଓ ବୁଧବାର: ଆୟରେ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ସବୁ ସମସ୍ୟାର ସମାଧାନ ହେବ। ଶନିବାର: ମାନସିକ ରୂପେ ଖୁସି ରହିବେ।

ରବି ଓ ସୋମବାର: ମାନସମ୍ମାନରେ ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ଧନସଂପତ୍ତି ବୃଦ୍ଧି ହୋଇପାରେ। ଗୁରୁ ଓ ଶୁକ୍ରବାର: ପ୍ରିୟଜନଙ୍କୁ ମନର କଥା କହିବେ। ଶନିବାର: ବିବାଦଠୁ ଦୂରରେ ରୁହନ୍ତୁ।

ରବି ଓ ସୋମବାର: ନୂଆ କାମ ମିଳିପାରେ। ମଙ୍ଗଳ ଓ ବୁଧବାର: ବ୍ୟକ୍ତିତ୍ବର ବିକଶିତ ହେବ। ଗୁରୁ ଓ ଶୁକ୍ରବାର: ନୂଆ ଚାକିରିର ସୁଯୋଗ ଆସିବ। ଶନିବାର: କବିମାନଙ୍କ ଲାଗି ଦିନଟି ଭଲ।

ରବି ଓ ସୋମବାର: ଘର ପ୍ରତି ଦାୟିତ୍ବ ବଢ଼ିବ। ମଙ୍ଗଳ ଓ ବୁଧବାର: ରୋଜଗାରର ସୁଯୋଗ ମିଳିବ। ଗୁରୁ ଓ ଶୁକ୍ରବାର: ସମ୍ମାନଜନକ ଲୋକଙ୍କ ସହିତ ମିଶିବେ। ଶନିବାର: ଧନଲାଭ ହେବ।

ରବି ଓ ସୋମବାର: ସମ୍ବନ୍ଧରେ ସୁଧାର ଆଣିବେ। ମଙ୍ଗଳ ଓ ବୁଧବାର: ପୂର୍ବ ଭୁଲ୍ ପାଇଁ ଅନୁତାପ କରିବେ। ଗୁରୁ ଓ ଶୁକ୍ରବାର: ବିବାହିତଙ୍କ ଲାଗି ସମୟ ଭଲ। ଶନିବାର: ସ୍ବାସ୍ଥ୍ୟ ଭଲ ରହିବ।

ରବି ଓ ସୋମବାର: ବଡ଼ ଯୋଜନା ଆରମ୍ଭ କରିପାରନ୍ତି। ମଙ୍ଗଳ ଓ ବୁଧବାର: ଚାକିରିରେ ଉନ୍ନତି ହେବ। ଗୁରୁ ଓ ଶୁକ୍ରବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶନିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ରବି ଓ ସୋମବାର: କାହାରି ପ୍ରରୋଚନାରେ ପଡ଼ନ୍ତୁ ନାହିଁ। ମଙ୍ଗଳ ଓ ବୁଧବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ଗୁରୁ ଓ ଶୁକ୍ରବାର: ଧନପ୍ରାପ୍ତିର ଯୋଗ ରହିଛି। ଶନିବାର: ବେପାରରେ ସଫଳତା ପାଇବେ।

ରବି ଓ ସୋମବାର: ନୂଆ କାମ ପାଇଁ ଚିନ୍ତା କରିବେ। ମଙ୍ଗଳ ଓ ବୁଧବାର: ବନ୍ଧୁର ସାହାଯ୍ୟ ନେବେ। ଗୁରୁ ଓ ଶୁକ୍ରବାର: ଆର୍ଥିକ ସ୍ଥିତି ମଜଭୁତ ରହିବ। ଶନିବାର: କାମର ବୋଝ ବଢ଼ିପାରେ।

ସମ୍ବନ୍ଧିତ ଖବର