ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ମଙ୍ଗଳ ଓ ବୁଧବାର: ଚାକିରିରେ ପଦୋନ୍ନତି ହୋଇପାରେ। ଗୁରୁ, ଶୁକ୍ର ଓ ଶନିବାର: କାମର ବୋଝ ଅଧିକ ହୋଇପାରେ।

ରବି ଓ ସୋମବାର: ଭାବନାରେ ସକାରାତ୍ମକ ବଜାୟ ରହିବ। ମଙ୍ଗଳ ଓ ବୁଧବାର: ନୂଆ ଚାକିରିର ସୁଯୋଗ ଅଛି। ଗୁରୁ, ଶୁକ୍ର ଓ ଶନିବାର: ବିଶେଷ କାମରେ ଲାଭ ପାଇବେ।

ରବି ଓ ସୋମବାର: ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତିରେ ସୁଧାର ହେବ। ଗୁରୁ, ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ରବି ଓ ସୋମବାର: ଶିକ୍ଷାର୍ଥୀଙ୍କ ଲାଗି ସମୟ ଭଲ। ମଙ୍ଗଳ ଓ ବୁଧବାର: ସଂଘର୍ଷ ପରେ ସଫଳ ହେବେ। ଗୁରୁ, ଶୁକ୍ର ଓ ଶନିବାର: କାରବାରରେ ଯଥେଷ୍ଟ ଲାଭ ପାଇବେ।

ରବି ଓ ସୋମବାର: ଆମଦାନୀର ନୂଆ ଉତ୍ସ ପାଇବେ। ମଙ୍ଗଳ ଓ ବୁଧବାର: ନିଷ୍ପତ୍ତି ତରବରିଆରେ ନିଅନ୍ତୁ ନାହିଁ। ଗୁରୁ, ଶୁକ୍ର ଓ ଶନିବାର: ଧ୍ୟାନ ଧାର୍ମିକ କାର୍ଯ୍ୟରେ ରହିବ।

ରବି ଓ ସୋମବାର: ଲୋକମାନଙ୍କର ସହଯୋଗ ପାଇବେ। ମଙ୍ଗଳ ଓ ବୁଧବାର: କିଛି ନୂଆ କରିବାର ଆଗ୍ରହ ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: ବନ୍ଧୁ ସହ ମନାନ୍ତର ହେବ।

ରବି ଓ ସୋମବାର: ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ମଙ୍ଗଳ ଓ ବୁଧବାର: ଭାଗ୍ୟ ବଦଳାଇବା ପାଇଁ ଅବସର ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ନବଦମ୍ପତିଙ୍କ ଲାଗି ଭଲ ସମୟ।

ରବି ଓ ସୋମବାର: ଧନଧାନ୍ୟ ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ବ୍ୟବସାୟ ମାନ୍ଦା ଧରିପାରେ। ଗୁରୁ, ଶୁକ୍ର ଓ ଶନିବାର: ପ୍ରୟାସ କରିଆସୁଥିବା କାମରେ ସଫଳ ହେବେ।

ରବି ଓ ସୋମବାର: କାରବାରରେ ଭାଇର ସହଯୋଗ ପାଇବେ। ମଙ୍ଗଳ ଓ ବୁଧବାର: ଅଫିସରେ ନୂଆ କାମ ମିଳିପାରେ। ଗୁରୁ, ଶୁକ୍ର ଓ ଶନିବାର: ଆଗକୁ ବଢ଼ିବା ପାଇଁ କିଛି ନୂଆ ଭାବିବେ।

ରବି ଓ ସୋମବାର: ନୂଆ ଲକ୍ଷ୍ୟ ହାସଲ କରିବେ। ମଙ୍ଗଳ ଓ ବୁଧବାର: କିଣାବିକାରେ ସାବଧାନ ରୁହନ୍ତୁ। ଗୁରୁ, ଶୁକ୍ର ଓ ଶନିବାର: କାର୍ଯ୍ୟରେ ପୂର୍ଣ୍ଣରୂପେ ସଫଳତା ପାଇବେ।

ରବି ଓ ସୋମବାର: କିଛି କାମରେ ଅଧିକ ସମୟ ଲାଗିପାରେ। ମଙ୍ଗଳ ଓ ବୁଧବାର: ଉପାର୍ଜନ ପାଇଁ ନୂଆ ଜ୍ଞାନ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

ରବି ଓ ସୋମବାର: କୌଣସି ଜ୍ଞାନ କଥା ଶୁଣିବେ। ମଙ୍ଗଳ ଓ ବୁଧବାର: ପରିଶ୍ରମର ସୁଫଳ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କ ସହଯୋଗ ମିଳିବ।

ସମ୍ବନ୍ଧିତ ଖବର