ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ବନ୍ଧୁ ସହ ସମ୍ବନ୍ଧ ଭଲ ହେବ। ସୋମ, ମଙ୍ଗଳ ଓ ବୁଧବାର: ଚାକିରିରେ ପଦୋନ୍ନତି ମିଳିପାରେ। ଗୁରୁ ଓ ଶୁକ୍ରବାର: ଜୀବନରେ କିଛି ପରିବର୍ତ୍ତନ ଆସିବ। ଶନିବାର: କାରବାରରେ ଲାଭ ହେବ।

ରବିବାର: ଆୟ ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର: କାମରେ ପୂର୍ଣ୍ଣ ରୂପେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: ଧାର୍ମିକ କାମରେ ଆସ୍ଥା ବଢ଼ିବ। ଶନିବାର: ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।

ରବିବାର: ସାମାଜିକ କାର୍ଯ୍ୟରେ ସମୟ ଦେବେ। ସୋମ, ମଙ୍ଗଳ ଓ ବୁଧବାର: ବିଶେଷ କାମ ସଂପୂର୍ଣ୍ଣ ହେବ। ଗୁରୁ ଓ ଶୁକ୍ରବାର: ବେପାରରେ ଉନ୍ନତି ହେବ। ଶନିବାର: ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ରବିବାର: ପ୍ରିୟଜନ ମିଳନ। ସୋମ, ମଙ୍ଗଳ ଓ ବୁଧବାର: ଭଲ କାମ ପାଇଁ ପୁରସ୍କାର ପାଇବେ। ଗୁରୁ ଓ ଶୁକ୍ରବାର: ଘରେ ସୁଖଶାନ୍ତି ବଜାୟ ରହିବ। ଶନିବାର: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ।

ରବିବାର: ବିବାହ ପ୍ରସ୍ତାବ ଆସିପାରେ। ସୋମ, ମଙ୍ଗଳ ଓ ବୁଧବାର: ସହପାଠୀଙ୍କୁ ନିଜ କଥା କହିବେ। ଗୁରୁ ଓ ଶୁକ୍ରବାର: କିଛି ନୂଆ ଶିକ୍ଷା ଲାଭ କରିବେ। ଶନିବାର: ଚାକିରି ବୃତ୍ତିରେ ମନ ଲାଗିବ।

ରବିବାର: ଧନଲାଭର ସୁଯୋଗ ଆସିବ। ସୋମ, ମଙ୍ଗଳ ଓ ବୁଧବାର: ପାରିବାରିକ ସମସ୍ୟା ନେଇ ମନ ଅଶାନ୍ତ ରହିବ। ଗୁରୁ ଓ ଶୁକ୍ରବାର: ସମାଜରେ ପ୍ରତିଷ୍ଠା ବଢ଼ିବ। ଶନିବାର: ଧନଲାଭ ହେବ।

ରବିବାର: ଚିନ୍ତାମୁକ୍ତ ରହିବେ। ସୋମ, ମଙ୍ଗଳ ଓ ବୁଧବାର: ଉଦ୍ଦେଶ ପୂର୍ତ୍ତି ପାଇଁ ସାହାଯ୍ୟ ପାଇବେ। ଗୁରୁ ଓ ଶୁକ୍ରବାର: ଘର ଖର୍ଚ୍ଚ ବଢ଼ିପାରେ। ଶନିବାର: ନୂଆ କାମରେ ଲାଭ ହେବ।

ରବିବାର: ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ସୋମ, ମଙ୍ଗଳ ଓ ବୁଧବାର: ଉନ୍ନତିର ନୂଆ ରାସ୍ତା ଖୋଲିବ। ଗୁରୁ ଓ ଶୁକ୍ରବାର: ସମାଜରେ ମାନପ୍ରତିଷ୍ଠା ବୃଦ୍ଧି ହେବ। ଶନିବାର: ଆୟ ବଢ଼ିବ।

ରବିବାର: ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ସୋମ, ମଙ୍ଗଳ ଓ ବୁଧବାର: ଅଧିକ କାମ ସଂପୂର୍ଣ୍ଣ ହୋଇଯିବ। ଗୁରୁ ଓ ଶୁକ୍ରବାର: ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଶନିବାର: ଭ୍ରମଣ ଯୋଗ ରହିଛି।

ରବିବାର: ବ୍ୟବସାୟରେ ଲାଭ ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ଗୁରୁ ଓ ଶୁକ୍ରବାର: କାମ ମନ୍ଥର ଗତିରେ ପୂରା ହେବ। ଶନିବାର: ଧନଲାଭ ହେବ।

ରବିବାର: ଅଧୁରା କାମ ପୂରା ହେବ। ସୋମ, ମଙ୍ଗଳ ଓ ବୁଧବାର: ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ଯୋଜନା ପ୍ରସ୍ତୁତ ଲାଗି ସମୟ ଭଲ। ଶନିବାର: ମନ ପ୍ରସନ୍ନ ରହିବ।

ରବିବାର: ପ୍ରେମ ଜୀବନ ଭଲ ରହିବ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ପୁଞ୍ଜି ଲଗାଇପାରନ୍ତି। ଗୁରୁ ଓ ଶୁକ୍ରବାର: ପ୍ରିୟଜନଙ୍କୁ ଉପହାର ଦେବେ। ଶନିବାର: ସବୁ ଇଚ୍ଛା ପୂରଣ ହେବ।

ସମ୍ବନ୍ଧିତ ଖବର