ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଦାମ୍ପତ୍ୟ ଜୀବନ ମଧୁର ରହିବ। ସୋମ ଓ ମଙ୍ଗଳବାର: ଆର୍ଥିକ ଲାଭର ସମ୍ଭାବନା। ବୁଧ, ଗୁରୁ ଓ ଶୁକ୍ରବାର: ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ହେବ। ଶନିବାର: ଛାତ୍ରୀମାନେ ଖୁସ୍ ମିଜାଜର ରହିବେ।

ରବିବାର: ସାମାଜିକ କାର୍ଯ୍ୟରେ ସମୟ ଦେବେ। ସୋମ ଓ ମଙ୍ଗଳବାର: ଧନଲାଭ ହେବ। ବୁଧ, ଗୁରୁ ଓ ଶୁକ୍ରବାର: କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ସୁଯୋଗ ପାଇବେ। ଶନିବାର: ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ରବିବାର: ନୂଆ କାମ ପାଇଁ ଯୋଜନା କରିବେ। ସୋମ ଓ ମଙ୍ଗଳବାର: କିଣାବିକା ପାଇଁ ସମୟ ଭଲ। ବୁଧ, ଗୁରୁ ଓ ଶୁକ୍ରବାର: ସବୁ ଇଚ୍ଛା ପୂରଣ ହେବ। ଶନିବାର: ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ରବିବାର: ଖୁସି ଖବର ପାଇବେ। ସୋମ ଓ ମଙ୍ଗଳବାର: ରାଜନୀତିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: ବନ୍ଧୁବର୍ଗଙ୍କ ସାହାଯ୍ୟ ପାଇବେ। ଶନିବାର: ବେପାରରେ ଲାଭ ହେବ।

ରବିବାର: ନୂଆ କାମରେ ଲାଭ ହେବ। ସୋମ ଓ ମଙ୍ଗଳବାର: ଜମିରେ ନିବେଶ ପାଇଁ ସମୟ ଭଲ। ବୁଧ, ଗୁରୁ ଓ ଶୁକ୍ରବାର: ସବୁ କାମ ସହଜରେ ପୂରା ହେବ। ଶନିବାର: ପୂର୍ବ କଥାକୁ ନେଇ ପଶ୍ଚାତ୍ତାପ କରିବେ।

ରବିବାର: ନୂଆ କାମରେ ଲାଭ ହେବ। ସୋମ ଓ ମଙ୍ଗଳବାର: ଜମିରେ ନିବେଶ ପାଇଁ ସମୟ ଭଲ। ବୁଧ, ଗୁରୁ ଓ ଶୁକ୍ରବାର: ସବୁ କାମ ସହଜରେ ପୂରା ହେବ। ଶନିବାର: ପୂର୍ବ କଥାକୁ ନେଇ ପଶ୍ଚାତ୍ତାପ କରିବେ।

ରବିବାର: ଲୋକମାନଙ୍କ ସହଯୋଗ ପାଇବେ। ସୋମ ଓ ମଙ୍ଗଳବାର: ଘର ଖର୍ଚ୍ଚ ବଢ଼ିପାରେ। ବୁଧ, ଗୁରୁ ଓ ଶୁକ୍ରବାର: ଛାତ୍ରଙ୍କର ସାଙ୍ଗ ସହିତ ମିଳିମିଶା ବଢ଼ିବ। ଶନିବାର: ସାମାଜିକ ପରିସର ବୃଦ୍ଧି ହେବ।

ରବିବାର: ବଡ଼ କାମରେ ସଫଳତା ମିଳିପାରେ। ସୋମ ଓ ମଙ୍ଗଳବାର: ଭଲ କଂପାନିରେ ଚାକିରି ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ବିଲ୍‌ଡର୍ସଙ୍କୁ ଧନଲାଭ ହେବ। ଶନିବାର: ପ୍ରିୟଜନ ମିଳନ।

ରବିବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ସୋମ ଓ ମଙ୍ଗଳବାର: ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। ବୁଧ, ଗୁରୁ ଓ ଶୁକ୍ରବାର: ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଶନିବାର: ଚାକିରିର ଖବର ଆସିବ।

ରବିବାର: ରୋଜଗାରର ସୁଯୋଗ ପାଇବେ। ସୋମ ଓ ମଙ୍ଗଳବାର: ମନ ଶାନ୍ତ ରହିବ। ବୁଧ, ଗୁରୁ ଓ ଶୁକ୍ରବାର: ନୂଆ କାମ କରିବା ପାଇଁ ଭାବିବେ। ଶନିବାର: ବ୍ୟବସାୟରେ ବିକ୍ରୀ ବଢ଼ିବ।

ରବିବାର: ସୁସମ୍ବାଦ ପାଇବେ। ସୋମ ଓ ମଙ୍ଗଳବାର: ସାଂସାରିକ ସୁଖ ସୁବିଧା ବୃଦ୍ଧି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଛାତ୍ରଙ୍କର ଲେଖାପଢ଼ାରେ ବାଧା ଦୂର ହେବ। ଶନିବାର: ନୂଆ କାମ ପ୍ରତି ଆଗ୍ରହ ବଢ଼ିବ।

ରବିବାର: ଅଧୁରା କାମ ପୂରା ହେବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ପୁଞ୍ଜି ଲଗାଇ ପାରନ୍ତି। ବୁଧ, ଗୁରୁ ଓ ଶୁକ୍ରବାର: ବଡ଼ ନିର୍ଣ୍ଣୟ ନେଇ ପାରନ୍ତି। ଶନିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

ସମ୍ବନ୍ଧିତ ଖବର