ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର କ୍ୟାରିୟରରେ ଦିଶା ବଦଳାଇ ପାରନ୍ତି। ସୋମ, ମଙ୍ଗଳ ଓ ବୁଧବାର ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଗୁରୁ ଓ ଶୁକ୍ରବାର କାମ ଆରାମରେ ପୂରା ହେବ। ଶନିବାର ବକେୟା ଅର୍ଥ ପାଇବେ।

ରବିବାର ଗୃହିଣୀମାନେ ଘର କାମରେ ବ୍ୟସ୍ତ ରହିବେ। ସୋମ, ମଙ୍ଗଳ ଓ ବୁଧବାର ସବୁ କଷ୍ଟ ନିବାରଣ ହେବ। ଗୁରୁ ଓ ଶୁକ୍ରବାର ସହପାଠୀଙ୍କୁ ମନର କଥା କହିବେ। ଶନିବାର ବେପାରରେ ଲାଭ ହେବ।

ରବିବାର ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଗୁରୁ ଓ ଶୁକ୍ରବାର ମାନ ସମ୍ମାନରେ ବୃଦ୍ଧି ହେବ। ଶନିବାର ନୂଆ ଚାକିରିର ସୁଯୋଗ ଆସିବ।

ରବିବାର ନିଜ କାମରେ ଲାଭ ପାଇବେ। ସୋମ, ମଙ୍ଗଳ ଓ ବୁଧବାର ଘରର କୌଣସି ମାମଲାରେ ନିର୍ଣ୍ଣୟ ନେବେ। ଗୁରୁ ଓ ଶୁକ୍ରବାର ମନୋକାମନା ପୂରଣ ହେବ। ଶନିବାର ଧନଲାଭ ହେବ।

ରବିବାର ସମ୍ବନ୍ଧରେ ମଧୁରତା ଆସିବ। ସୋମ, ମଙ୍ଗଳ ଓ ବୁଧବାର ପରିବାର ଲୋକ ସାହାଯ୍ୟକାରୀ ହେବେ। ଗୁରୁ ଓ ଶୁକ୍ରବାର ବ୍ୟକ୍ତିତ୍ବର ବିକଶିତ ହେବ। ଶନିବାର ଜମାପୁଞି ବୃଦ୍ଧି ହେବ।

ରବିବାର କାର୍ଯ୍ୟରେ ସଫଳତା ପାଇବେ। ସୋମ, ମଙ୍ଗଳ ଓ ବୁଧବାର ବ୍ୟବସାୟ ଯାତ୍ରାର ଫଳପ୍ରଦ ହେବ। ଗୁରୁ ଓ ଶୁକ୍ରବାର ଖର୍ଚ୍ଚ ବଢ଼ିପାରେ। ଶନିବାର ଅଧୁରା କାମ ପୂରା ହେବ।

ରବିବାର ସଂପର୍କୀୟଙ୍କୁ ସାହାଯ୍ୟ କରିବେ। ସୋମ, ମଙ୍ଗଳ ଓ ବୁଧବାର ଚାକିରିରେ ଉନ୍ନତି ହେବ। ଗୁରୁ ଓ ଶୁକ୍ରବାର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶନିବାର ବିବାହିତଙ୍କ ଲାଗି ସମୟ ଭଲ।

ରବିବାର ଧ୍ୟାନ ଧାର୍ମିକ କାର୍ଯ୍ୟରେ ରହିବ। ସୋମ, ମଙ୍ଗଳ ଓ ବୁଧବାର ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର ହେବ। ଗୁରୁ ଓ ଶୁକ୍ରବାର ଧନଲାଭ ହେବ। ଶନିବାର ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।

ରବିବାର ପ୍ରିୟତମଙ୍କୁ ମନର କଥା କହିବେ। ସୋମ, ମଙ୍ଗଳ ଓ ବୁଧବାର ସରକାରୀ କ୍ଷେତ୍ରରେ ଲାଭ ହୋଇପାରେ। ଗୁରୁ ଓ ଶୁକ୍ରବାର ବେପାରରେ ଉନ୍ନତି ହେବ। ଶନିବାର ଘର ପ୍ରତି ଦାୟିତ୍ବ ବଢ଼ିବ।

ରବିବାର ସମ୍ବନ୍ଧରେ ନୂତନତ୍ବ ଆସିବ। ସୋମ, ମଙ୍ଗଳ ଓ ବୁଧବାର ଆର୍ଥିକ ସ୍ଥିତିରେ ସୁଧାର ହେବ। ଗୁରୁ ଓ ଶୁକ୍ରବାର ଅଧୁରା କାମ ପୂରା ହେବ। ଶନିବାର ଧର୍ମକାର୍ଯ୍ୟରେ ରୁଚି ବଢ଼ିବ।

ରବିବାର ମାନସିକ ରୂପେ ଖୁସି ରହିବେ। ସୋମ, ମଙ୍ଗଳ ଓ ବୁଧବାର କାମ ପ୍ରତି ଏକାଗ୍ରତା ବଜାୟ ରହିବ। ଗୁରୁ ଓ ଶୁକ୍ରବାର ଧନଲାଭ ହେବ। ଶନିବାର ତର୍କଶକ୍ତିକୁ ମଜଭୁତ ରଖନ୍ତୁ।

ରବିବାର ବିବାଦଠୁଁ ଦୂରରେ ରୁହନ୍ତୁ। ସୋମ, ମଙ୍ଗଳ ଓ ବୁଧବାର କାମ ଆରାମରେ ସଂପୂର୍ଣ୍ଣ ହେବ। ଗୁରୁ ଓ ଶୁକ୍ରବାର ଶତ୍ରୁଙ୍କୁ ଜୟ କରିବେ। ଶନିବାର କଳାକାରଙ୍କ ସମୟ ଅନୁକୂଳ।

ସମ୍ବନ୍ଧିତ ଖବର