publive-imageରବି ଓ ସୋମବାର: କିଛି ନୂଆ ଶିଖିବାର ଅବସର ପାଇବେ। ମଙ୍ଗଳ ଓ ବୁଧବାର: ସ୍ବାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଉନ୍ନତି ହେବ। ଶନିବାର: ବଡ଼ ନିର୍ଣ୍ଣୟ ନେଇପାରନ୍ତି।

Advertisment

publive-imageରବି ଓ ସୋମବାର: ଜମିରେ ନିବେଶ କରିପାରନ୍ତି। ମଙ୍ଗଳ ଓ ବୁଧବାର: ଅର୍ଥ ଲାଭର ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: କୌଣସି ସମାସ୍ୟାର ସମାଧାନ ହେବ। ଶନିବାର: ପ୍ରେମ ସମ୍ବନ୍ଧ ମଧୁର ହେବ।

publive-imageରବି ଓ ସୋମବାର: ଉନ୍ନତି ପାଇଁ ଭଲ ସୁଯୋଗ ଆସିବ। ମଙ୍ଗଳ ଓ ବୁଧବାର: ବାଲ୍ୟ ବନ୍ଧୁ ସହିତ ଦେଖା ହେବ। ଗୁରୁ ଓ ଶୁକ୍ରବାର: ବେପାରରେ ଲାଭ ହେବ। ଶନିବାର: ଲୋକପ୍ରିୟତା ବଢ଼ିବ।

publive-imageରବି ଓ ସୋମବାର: ଅଜଣା ଲୋକଙ୍କୁ ସାହାଯ୍ୟ କରିବେ। ମଙ୍ଗଳ ଓ ବୁଧବାର: ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। ଗୁରୁ ଓ ଶୁକ୍ରବାର: ଘର ପାଇଁ ଦରକାରୀ ଜିନିଷ କିଣିବେ। ଶନିବାର: ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।

publive-imageରବି ଓ ସୋମବାର: ଜୀବନକୁ ଭଲ କରିବା ଲାଗି ପ୍ରୟାସ କରିବେ। ମଙ୍ଗଳ ଓ ବୁଧବାର: ଆର୍ଥିକ ଲାଭ ହେବ। ଗୁରୁ ଓ ଶୁକ୍ରବାର: ଅଫିସ୍‌ରେ ନୂଆ ଦାୟିତ୍ବ ପାଇବେ। ଶନିବାର: ଘରକୁ ବନ୍ଧୁ ଆସିବେ।

publive-imageରବି ଓ ସୋମବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ମଙ୍ଗଳ ଓ ବୁଧବାର: ଅନ୍ୟମାନଙ୍କୁ ସାହାଯ୍ୟ କରିବେ। ଗୁରୁ ଓ ଶୁକ୍ରବାର: ସମ୍ଭବ ହେଲେ ନୂଆ କାମ ଆରମ୍ଭ କରନ୍ତୁ। ଶନିବାର: ଭ୍ରମଣ ସୁଖଦ ରହିବ।

publive-imageରବି ଓ ସୋମବାର: ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ। ମଙ୍ଗଳ ଓ ବୁଧବାର: ଆର୍ଥିକ ମାମଲାରେ ହଇରାଣ ହୋଇପାରନ୍ତି। ଗୁରୁ ଓ ଶୁକ୍ରବାର: ସମସ୍ୟାର ନିବାରଣ ହେବ। ଶନିବାର: ପରିଶ୍ରମର ଫଳ ପାଇବେ।

publive-imageରବି ଓ ସୋମବାର: ଚିନ୍ତା ମୁକ୍ତ ରହିବେ। ମଙ୍ଗଳ ଓ ବୁଧବାର: ରୋଜଗାର ପାଇଁ ନୂଆ ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ମନରେ ବିଶେଷ ବିଚାର ଆସିବ। ଶନିବାର: ପରିବାରରେ ଖୁସି ବଜାୟ ରହିବ।

publive-imageରବି ଓ ସୋମବାର: ଭବିଷ୍ୟତ ଲାଗି ବିଶେଷ ନିର୍ଣ୍ଣୟ ନେଇପାରନ୍ତି। ମଙ୍ଗଳ ଓ ବୁଧବାର: ସମ୍ବନ୍ଧରେ ସୁଧାର ଆଣିବେ। ଗୁରୁ ଓ ଶୁକ୍ରବାର: ଲେଖକଙ୍କ ଲାଗି ସମୟ ଭଲ। ଶନିବାର: ଖର୍ଚ୍ଚ ବଢ଼ିପାରେ।

publive-imageରବି ଓ ସୋମବାର: ଦାମ୍ପତ୍ୟ ଜୀବନରେ ସୁଖ ମିଳିବ। ମଙ୍ଗଳ ଓ ବୁଧବାର: ବେପାରରେ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ସବୁ କାମରେ ସଫଳତା ପାଇବେ। ଶନିବାର: ଚାକିରିଜୀବୀଙ୍କୁ ଲାଭ ମିଳିବ।

publive-image

ରବି ଓ ସୋମବାର: ଜୀବନସାଥୀ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ। ମଙ୍ଗଳ ଓ ବୁଧବାର: ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଗୁରୁ ଓ ଶୁକ୍ରବାର: ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। ଶନିବାର: ଧନଲାଭ ହେବ।

publive-imageରବି ଓ ସୋମବାର: ଲାଭର ସୁଯୋଗ ପାଇବେ। ମଙ୍ଗଳ ଓ ବୁଧବାର: ନୂଆ କାମ ପାଇଁ ଆଗ୍ରହ ବଢ଼ିବ। ଗୁରୁ ଓ ଶୁକ୍ରବାର: ଆହ୍ବାନକୁ ଦୃଢ଼ ଭାବେ ମୁକାବିଲା କରିବେ। ଶନିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।