ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ସବୁ ଇଚ୍ଛା ପୂର୍ଣ୍ଣ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଅଧିକ ଭାବୁକ ହେଲେ ଅଶାନ୍ତି ରହିବେ। ଶୁକ୍ର ଓ ଶନିବାର: ପ୍ରତ୍ୟେକ କାମରେ ସାବଧାନତା ଅବଲମ୍ବନ କରନ୍ତୁ।

ରବି ଓ ସୋମବାର: ଅଫିସ୍‌ରେ ନୂଆ କାମ ମିଳିପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ଦୁଃସାହସିକ ପଦକ୍ଷେପ ନେବାରେ ନିବୃତ୍ତ ରୁହନ୍ତୁ। ଶୁକ୍ର ଓ ଶନିବାର: ପ୍ରେମ ଜୀବନ ମଧୁର ହେବ।

ରବି ଓ ସୋମବାର: ପରିଶ୍ରମ ବଳରେ ପ୍ରସିଦ୍ଧି ଅର୍ଜିବେ। ମଙ୍ଗଳ, ବୁଧ ଓ ଗୁରୁବାର: ଆମଦାନୀ ପାଇଁ ନୂଆ ଉତ୍ସ ମିଳିପାରେ। ଶୁକ୍ର ଓ ଶନିବାର: ସହପାଠୀ ମନର କଥା ଆପଣଙ୍କୁ କହିବେ।

ରବି ଓ ସୋମବାର: ସରକାରୀ ଚାକିରିଜୀବୀଙ୍କ ଲାଗି ସମୟ ଭଲ। ମଙ୍ଗଳ, ବୁଧ ଓ ଗୁରୁବାର: ଭାବିଥିବା କାମ ନିଜ ବଳରେ ସଂପୂର୍ଣ୍ଣ କରିବେ। ଶୁକ୍ର ଓ ଶନିବାର: ଖୁସି ଖବର ପାଇବେ।

ରବି ଓ ସୋମବାର: ଉପାର୍ଜନ ପାଇଁ ସୁଯୋଗ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ସମ୍ମାନଜନକ ଲୋକଙ୍କ ସହ ମିଶିପାରନ୍ତି। ଶୁକ୍ର ଓ ଶନିବାର: ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ମନ ଲାଗିବ।

ରବି ଓ ସୋମବାର: କାରବାରରେ ସବୁ ବାଧା ଦୂର ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ମଞ୍ଚରେ ଗୀତ ଗାଇବାର ସୁଯୋଗ ପାଇପାରନ୍ତି। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ।

ରବି ଓ ସୋମବାର: କ୍ୟାରିୟର ଲାଗି ବଡ଼ ସୁଯୋଗ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଶୁକ୍ର ଓ ଶନିବାର: ଆୟ ଅନୁପାତରେ ଖର୍ଚ୍ଚ ଅଧିକ ହେବ।

ରବି ଓ ସୋମବାର: ମନରେ ସକାରାତ୍ମକ ଭାବନା ଆସିବ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ଧନଲାଭ ହେବ। ଶୁକ୍ର ଓ ଶନିବାର: ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ।

ରବି ଓ ସୋମବାର: ତର୍କ ଶକ୍ତିକୁ ମଜଭୁତ ରଖନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର: ପରିବାର ଲୋକଙ୍କ ପାଇଁ ସମୟ ଦେବେ। ଶୁକ୍ର ଓ ଶନିବାର: ଚାକିରି ଓ ବ୍ୟବସାୟରେ ସଫଳତା ପାଇବେ।

ରବି ଓ ସୋମବାର: ନବଦମ୍ପତିଙ୍କ ଲାଗି ସମୟ ଭଲ। ମଙ୍ଗଳ, ବୁଧ ଓ ଗୁରୁବାର: ପୁରୁଣା ବନ୍ଧୁ ସହ ମିଶିବା ଲାଗି ଆଗ୍ରହ ବଢ଼ିବ। ଶୁକ୍ର ଓ ଶନିବାର: କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ।

ରବି ଓ ସୋମବାର: ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର: ନୂଆ କାମ କରିବା ଲାଗି ଭାବିବେ। ଶୁକ୍ର ଓ ଶନିବାର: ସରକାରୀ କ୍ଷେତ୍ରରେ ଲାଭ ହୋଇପାରେ।

ରବି ଓ ସୋମବାର: ପରିବାରରେ କୌଣସି ଦାୟିତ୍ବ ତୁଲାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ଚାଲେଞ୍ଜ୍‌କୁ ଦୃଢ଼ ଭାବେ ମୁକାବିଲା କରିବେ। ଶୁକ୍ର ଓ ଶନିବାର: ପ୍ରତିଯୋଗୀ ପରୀକ୍ଷାର୍ଥୀ ଭଲ ଖବର ପାଇବେ।

ସମ୍ବନ୍ଧିତ ଖବର