ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଖୁସି ଖବର ପାଇବେ। ସୋମ, ମଙ୍ଗଳ ଓ ବୁଧବାର: କାରବାରରେ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ପ୍ରିୟଜନଙ୍କୁ ମନକଥା କହିବେ। ଶନିବାର: ରାଜନୀତିରେ ସଫଳତା ପାଇବେ।

ରବିବାର: ମନରେ ନୂଆ ଆଶା ଉତ୍ପନ୍ନ ହେବ। ସୋମ, ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଗୁରୁ ଓ ଶୁକ୍ରବାର: ପରିଶ୍ରମ ବଳରେ ପ୍ରସିଦ୍ଧି ଅର୍ଜିବେ। ଶନିବାର: ପ୍ରିୟଜନ ମିଳନ।

ରବିବାର: କାମରେ ସଫଳତା ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ବିବାହିତଙ୍କ ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର: ବ୍ୟକ୍ତିତ୍ବରେ ବିକଶିତ ହେବ। ଶନିବାର: ଧନଲାଭ ହେବ।

ରବିବାର: ନୂଆ ବେପାର କରିବାକୁ ଭାବିବେ। ସୋମ, ମଙ୍ଗଳ ଓ ବୁଧବାର: ଆୟରେ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶନିବାର: ମାନସମ୍ମାନରେ ବୃଦ୍ଧି ହେବ।

ରବିବାର: ମନରେ ସକାରାତ୍ମକ ଭାବନା ଆସିବ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ଘର ପ୍ରତି ଦାୟିତ୍ବ ବଢ଼ିବ। ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବିବାର: ଅନ୍ୟମାନଙ୍କର ସହଯୋଗ ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଗୁରୁ ଓ ଶୁକ୍ରବାର: ସମ୍ବନ୍ଧରେ ସୁଧାର ଆଣିବେ। ଶନିବାର: ଧନଲାଭ ହେବ।

ରବିବାର: ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ। ସୋମ, ମଙ୍ଗଳ ଓ ବୁଧବାର: ବାଣୀ ଉପରେ ସଂଯମ ରଖନ୍ତୁ। ଗୁରୁ ଓ ଶୁକ୍ରବାର: ସବୁ ଚିନ୍ତା ଦୂର ହେବ। ଶନିବାର: ଚାକିରିରେ ଉନ୍ନତି ହେବ।

ରବିବାର: ଦାମ୍ପତ୍ୟ ଜୀବନରେ ସୌହାର୍ଦ ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ଗୁରୁ ଓ ଶୁକ୍ରବାର: ସାମାଜିକ କାର୍ଯ୍ୟରେ ଭାଗ ନେଇପାରନ୍ତି। ଶନିବାର: ଭାଗ୍ୟରେ ବୃଦ୍ଧି ହେବ।

ରବିବାର: କାର୍ଯ୍ୟରେ ସଫଳତା ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ସବୁ ଅଶାନ୍ତି ଦୂର ହେବ। ଗୁରୁ ଓ ଶୁକ୍ରବାର: ନବଦମ୍ପତିଙ୍କ ଲାଗି ଭଲ ସମୟ। ଶନିବାର: ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ରବିବାର: କିଛି ନୂଆ କରିବାକୁ ଭାବିବେ। ସୋମ, ମଙ୍ଗଳ ଓ ବୁଧବାର: ବକେୟା ଅର୍ଥ ପାଇବେ। ଗୁରୁ ଓ ଶୁକ୍ରବାର: ଶତ୍ରୁଙ୍କୁ ପରାସ୍ତ କାରିବେ। ଶନିବାର: ଧନଲାଭର ସୁଯୋଗ ପାଇବେ।

ରବିବାର: ଅଫିସ୍‌ରେ ନୂଆ କାମ ମିଳିପାରେ। ସୋମ, ମଙ୍ଗଳ ଓ ବୁଧବାର: ପୂର୍ବ କଥାକୁ ନେଇ ମନସ୍ତାପରେ ରହିବେ। ଗୁରୁ ଓ ଶୁକ୍ରବାର: କାମ ଆରାମରେ ସଂପୂର୍ଣ୍ଣ ହେବ। ଶନିବାର: ବନ୍ଧୁ ମିଳନ।

ରବିବାର: ଧନପ୍ରାପ୍ତି ହେବ। ସୋମ, ମଙ୍ଗଳ ଓ ବୁଧବାର: ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବେ। ଗୁରୁ ଓ ଶୁକ୍ରବାର: ଲାଭ ପାଇଁ ସୁଯୋଗ ପାଇବେ। ଶନିବାର: ପ୍ରେମ ଜୀବନ ଭଲ ରହିବ।

ସମ୍ବନ୍ଧିତ ଖବର