ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ଚାକିରି ବୃତ୍ତିରେ ଉନ୍ନତି କରିବେ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ଇଷ୍ଟଦେବଙ୍କ ପ୍ରତି ଆସ୍ଥା ବଢ଼ିବ।

ରବି, ସୋମ ଓ ମଙ୍ଗଳବାର: କାରବାରରେ ଲାଭ ହେବ। ବୁଧ ଓ ଗୁରୁବାର: ପ୍ରିୟତମାଙ୍କୁ ଉପହାର ଦେବେ। ଶୁକ୍ର ଓ ଶନିବାର: ଧନସଂପତ୍ତି ବୃଦ୍ଧି ହେବ ଏବଂ ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ରବି, ସୋମ ଓ ମଙ୍ଗଳବାର: ପ୍ରେମରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ଶୁକ୍ର ଓ ଶନିବାର: ବନ୍ଧୁ ମିଳନ ଏବଂ ବେପାରରେ ବୃଦ୍ଧି ହେବ।

ରବି, ସୋମ ଓ ମଙ୍ଗଳବାର: ପୂର୍ବ କଥାକୁ ନେଇ ଚିନ୍ତିତ ରହିପାରନ୍ତି। ବୁଧ ଓ ଗୁରୁବାର: ଅନ୍ୟମାନଙ୍କ ଆଗରେ ନିଜକଥା ଭଲ ଭାବେ ରଖିବେ। ଶୁକ୍ର ଓ ଶନିବାର: ମାନପ୍ରତିଷ୍ଠା ବୃଦ୍ଧି ହେବ।

ରବି, ସୋମ ଓ ମଙ୍ଗଳବାର: ଚାକିରି ବୃତ୍ତିରେ ମନ ଲାଗିବ। ବୁଧ ଓ ଗୁରୁବାର: ଛାତ୍ରଙ୍କର ଲେଖାପଢ଼ା ପ୍ରତି ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।

ରବି, ସୋମ ଓ ମଙ୍ଗଳବାର: ସବୁ କାମ ସହଜରେ ପୂର୍ଣ୍ଣ ହେବ। ବୁଧ ଓ ଗୁରୁବାର: ନୂଆ ଦାୟିତ୍ବ ଆସିପାରେ। ଶୁକ୍ର ଓ ଶନିବାର: ଆୟ ବଢ଼ିବ ଏବଂ ପ୍ରେମ ଜୀବନ ଭଲ ରହିବ।

ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତି ମଜଭୁତ ରହିବ। ଶୁକ୍ର ଓ ଶନିବାର: ପ୍ରିୟଜନ ମିଳନ ଏବଂ ରାଜନୀତିରେ ସଫଳତା ପାଇବେ।

ରବି, ସୋମ ଓ ମଙ୍ଗଳବାର: ଧନ ବିଷୟରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ଘରର କ୍ଳେଶ ଦୂର ହେବ। ଶୁକ୍ର ଓ ଶନିବାର: ନୂଆ କାମରେ ରୁଚି ବଢ଼ିବ ଏବଂ ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ରବି, ସୋମ ଓ ମଙ୍ଗଳବାର: ସବୁ ଦିଗରୁ ସଫଳତା ପାଇବେ। ବୁଧ ଓ ଗୁରୁବାର: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଶୁକ୍ର ଓ ଶନିବାର: ପାରିବାରିକ ଜୀବନ ସୁଖମୟ ହେବ।

ରବି, ସୋମ ଓ ମଙ୍ଗଳବାର: ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢ଼ିବ। ବୁଧ ଓ ଗୁରୁବାର: ରାଜନୀତିରେ ଆର୍ଥିକ ଲାଭ ହେବ। ଶୁକ୍ର ଓ ଶନିବାର: ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ରବି, ସୋମ ଓ ମଙ୍ଗଳବାର: ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ବୁଧ ଓ ଗୁରୁବାର: ଲେଖକଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ମନରେ ବିଶେଷ ବିଚାର ଆସିବ।

ରବି, ସୋମ ଓ ମଙ୍ଗଳବାର: ଜୀବନକୁ ଉତ୍କୃଷ୍ଟ କରିବା ଲାଗି ଚେଷ୍ଟା କରିବେ। ବୁଧ ଓ ଗୁରୁବାର: ଉନ୍ନତିର ନୂଆ ରାସ୍ତା ଖୋଲିବ। ଶୁକ୍ର ଓ ଶନିବାର: ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ।

ସମ୍ବନ୍ଧିତ ଖବର