ଜାଣନ୍ତୁ ଏ ସପ୍ତାହର ରାଶିଫଳ

 

ରବି ଓ ସୋମବାର: ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଦିଗୁଣ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: କାମରେ ପିତାମାତାଙ୍କ ସହଯୋଗ ପାଇବେ। ଶନିବାର: ମାନସମ୍ମାନ ବଢ଼ିବ।

 

ରବି ଓ ସୋମବାର: ପ୍ରେମ ଜୀବନ ଭଲ ରହିବ। ମଙ୍ଗଳ ଓ ବୁଧବାର: ଭଲ କମ୍ପାନିରେ ଚାକିରିର ପ୍ରସ୍ତାବ ଆସିବ। ଗୁରୁ ଓ ଶୁକ୍ରବାର: ବେପାରରେ ଲାଭ ପାଇବେ। ଶନିବାର: ସମାଜରେ ପ୍ରତିଷ୍ଠା ବଢ଼ିବ।

ରବି ଓ ସୋମବାର: ଆର୍ଥିକ ଲାଭର ସମ୍ଭାବନା। ମଙ୍ଗଳ ଓ ବୁଧବାର: ବେପାରରେ ବିସ୍ତାର କରିବେ। ଗୁରୁ ଓ ଶୁକ୍ରବାର: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଶନିବାର: ସୁଖ ସମୃଦ୍ଧି ବୃଦ୍ଧି ହେବ।

ରବି ଓ ସୋମବାର: ପୂର୍ବ ଅଶାନ୍ତି ସମାପ୍ତ ହୋଇପାରେ। ମଙ୍ଗଳ ଓ ବୁଧବାର: ରୋଜଗାର ଲାଗି ଭଲ ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ସମାଜରେ ପ୍ରଭାବ ବଢ଼ିବ। ଶନିବାର: ସବୁ ଇଚ୍ଛା ପୂର୍ଣ୍ଣ ହେବ।

ରବି ଓ ସୋମବାର: ଘରକୁ କୁଣିଆ ଆସିବେ। ମଙ୍ଗଳ ଓ ବୁଧବାର: କାରବାରରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: ଲୋକପ୍ରିୟତା ବଢ଼ିବ। ଶନିବାର: ଦାମ୍ପତ୍ୟ ଜୀବନରେ ଖୁସି ଆସିବ।

ରବି ଓ ସୋମବାର: କିଛି ନୂଆ ଶିକ୍ଷାଲାଭ କରିବେ। ମଙ୍ଗଳ ଓ ବୁଧବାର: ରାଜନୀତିରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: ଧନଲାଭର ନୂଆ ମାର୍ଗ ଖୋଲିବ। ଶନିବାର: ଅତୀତ ସ୍ମୃତି ତାଜା ହେବ।

 

ରବି ଓ ସୋମବାର: କାରବାରରେ ଉନ୍ନତି ହେବ। ମଙ୍ଗଳ ଓ ବୁଧବାର: ବୈବାହିକ ଜୀବନ ଖୁସିଭରା ରହିବ। ଗୁରୁ ଓ ଶୁକ୍ରବାର: ସାମାଜିକ ପରିସର ବୃଦ୍ଧି ହେବ। ଶନିବାର: ଭାବିଥିବା କାମ ପୂର୍ଣ୍ଣ ହେବ।

ରବି ଓ ସୋମବାର: ପାରିବାରିକ ଖୁସିରେ ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଗୁରୁ ଓ ଶୁକ୍ରବାର: ଅଫିସ୍‌ରେ ନୂଆ କାମ କରିବେ। ଶନିବାର: ଜ୍ଞାନ ଓ ଭଲ ବିଚାର ବୃଦ୍ଧି ହେବ।

 

ରବି ଓ ସୋମବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ମଙ୍ଗଳ ଓ ବୁଧବାର: ଆଗକୁ ବଢ଼ିବା ପାଇଁ ସମୟ ଭଲ। ଗୁରୁ ଓ ଶୁକ୍ରବାର: ନୂଆ ଲୋକଙ୍କ ସାହାଯ୍ୟ ପାଇବେ। ଶନିବାର: ଭ୍ରମଣ ସୁଖଦ ରହିବ।

 

ରବି ଓ ସୋମବାର: ଅଭିଭାବକଙ୍କ ପରାମର୍ଶ ଫଳପ୍ରଦ ହେବ। ମଙ୍ଗଳ ଓ ବୁଧବାର: ଆୟ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଅଫିସ୍‌ରେ କାମ ବଢ଼ିପାରେ। ଶନିବାର: ପ୍ରେମ ଜୀବନ ଭଲ ରହିବ।

 

ରବି ଓ ସୋମବାର: ଚିନ୍ତାମୁକ୍ତ ରହିବେ। ମଙ୍ଗଳ ଓ ବୁଧବାର: ଚାକିରିଜୀବୀଙ୍କୁ ଲାଭ ମିଳିବ। ଗୁରୁ ଓ ଶୁକ୍ରବାର: ଛାତ୍ରମାନେ ଫଳ ଚିନ୍ତା ନ କରି ପରିଶ୍ରମ କରନ୍ତୁ। ଶନିବାର: ମାନସିକ ଶାନ୍ତି ବଢ଼ିପାରେ।

ରବି ଓ ସୋମବାର: ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ମଙ୍ଗଳ ଓ ବୁଧବାର: କାମରେ ଯଥେଷ୍ଟ ଲାଭ ପାଇବେ। ଗୁରୁ ଓ ଶୁକ୍ରବାର: ଘର ପ୍ରତି ଦାୟିତ୍ବ ବଢ଼ିବ। ଶନିବାର: ଖର୍ଚ୍ଚ ବଢ଼ିପାରେ।

ସମ୍ବନ୍ଧିତ ଖବର