ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ବନ୍ଧୁର ସାହାଯ୍ୟ ପାଇବେ। ମଙ୍ଗଳ ଓ ବୁଧବାର: କାର୍ଯ୍ୟ ଭଲ ଭାବେ କରିବେ। ଗୁରୁ, ଶୁକ୍ର ଓ ଶନିବାର: କଠିନ ପରିସ୍ଥିତିରେ କିଛି ଲୋକଙ୍କ ସାହାଯ୍ୟ ପାଇବେ।

ରବି ଓ ସୋମବାର: ଆପଣଙ୍କୁ ଲାଭ ମିଳିବ। ମଙ୍ଗଳ ଓ ବୁଧବାର: ନୂଆ ଲକ୍ଷ୍ୟ ହାସଲ କରିବେ। ଗୁରୁ, ଶୁକ୍ର ଓ ଶନିବାର: କାମରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ।

ରବି ଓ ସୋମବାର: ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ମଙ୍ଗଳ ଓ ବୁଧବାର: ପରିଶ୍ରମର ସୁଫଳ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ମନ ଲାଗିବ।

ରବି ଓ ସୋମବାର: ଅଭିଭାବକଙ୍କ ପରାମର୍ଶ ଫଳପ୍ରଦ ହେବ। ମଙ୍ଗଳ ଓ ବୁଧବାର: ପଇସା ଅଭାବ ଅନୁଭବ କରିବେ। ଗୁରୁ, ଶୁକ୍ର ଓ ଶନିବାର: କାମର ବୋଝ ଅଧିକ ହୋଇପାରେ।

ରବି ଓ ସୋମବାର: ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ମଙ୍ଗଳ ଓ ବୁଧବାର: ବ୍ୟବସାୟୀଙ୍କୁ ଧନଲାଭ ହେବ। ଗୁରୁ, ଶୁକ୍ର ଓ ଶନିବାର: କୋର୍ଟ କଚେରି ମାମଲାରେ ସଫଳତା ପାଇବେ।

ରବି ଓ ସୋମବାର: ପାରିବାରିକ ଜୀବନ ଶାନ୍ତିମୟ ହେବ। ମଙ୍ଗଳ ଓ ବୁଧବାର: କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ ଶିଖିବେ। ଗୁରୁ, ଶୁକ୍ର ଓ ଶନିବାର: ଉନ୍ନତି ପାଇଁ ନୂଆ ସାଧନ ପାଇବେ।

ରବି ଓ ସୋମବାର: ଆର୍ଥିକ ପକ୍ଷ ଦୁର୍ବଳ ହୋଇପାରେ। ମଙ୍ଗଳ ଓ ବୁଧବାର: ସବୁ ଇଚ୍ଛା ପୂରଣ ହେବ। ଗୁରୁ, ଶୁକ୍ର ଓ ଶନିବାର: ଚାକିରି ବ୍ୟବସାୟରେ ସଫଳତା ପାଇବେ।

ରବି ଓ ସୋମବାର: କିଛି ନୂଆ କରିବାର ଆଗ୍ରହ ବଢ଼ିବ। ମଙ୍ଗଳ ଓ ବୁଧବାର: ଚାକିରିରେ ବଦଳି ହୋଇପାରନ୍ତି। ଗୁରୁ, ଶୁକ୍ର ଓ ଶନିବାର: ରୁଚି କଳାକ୍ଷେତ୍ର ଆଡ଼କୁ ରହିବ।

ରବି ଓ ସୋମବାର: ଭଲ ସୁଯୋଗ ପାଇବେ। ମଙ୍ଗଳ ଓ ବୁଧବାର: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ।

ରବି ଓ ସୋମବାର: ସମସ୍ୟାର ସମାଧାନ ବାହାରିବ। ମଙ୍ଗଳ ଓ ବୁଧବାର: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ଗୁରୁ, ଶୁକ୍ର ଓ ଶନିବାର: ପ୍ରତିଯୋଗୀ ପରୀକ୍ଷାର୍ଥୀ ଭଲ ଖବର ପାଇବେ।

ରବି ଓ ସୋମବାର: ମାନସିକ ସ୍ଥିରତା ଓ ଶାନ୍ତି ବଜାୟ ରହିବ। ମଙ୍ଗଳ ଓ ବୁଧବାର: ରୋଜଗାର ପାଇଁ ସୁଯୋଗ ରହିଛି। ଗୁରୁ, ଶୁକ୍ର ଓ ଶନିବାର: ଭାଗ୍ୟ ବଦଳାଇବା ପାଇଁ ଅବସର ପାଇବେ।

ରବି ଓ ସୋମବାର: ସାହିତ୍ୟ କିମ୍ବା କବିତା ଲେଖିପାରନ୍ତି। ମଙ୍ଗଳ ଓ ବୁଧବାର: ପ୍ରିୟ ବନ୍ଧୁ ସହ ସାକ୍ଷତ ହେବ। ଗୁରୁ, ଶୁକ୍ର ଓ ଶନିବାର: ଆଗକୁ ବଢ଼ିବା ପାଇଁ କିଛି ନୂଆ ଭାବିବେ।

ସମ୍ବନ୍ଧିତ ଖବର