ଜାଣନ୍ତୁ ଏ ସପ୍ତାହର ରାଶିଫଳ

 

ରବି ଓ ସୋମବାର: ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର: କାର୍ଯ୍ୟରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ସହଜରେ ଅର୍ଥ ଜମା କରିପାରିବେ।

 

ରବି ଓ ସୋମବାର: ରାଜନୀତିରେ ସଫଳତା ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: କଳାକାରଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ଘରୋଇ ଜୀବନରେ ସୁଖୀ ରହିବେ।

ରବି ଓ ସୋମବାର: ସଂପତ୍ତି ବୃଦ୍ଧି ହୋଇପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ଶୁକ୍ର ଓ ଶନିବାର: ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

ରବି ଓ ସୋମବାର: ଭାଗ୍ୟ ବୃଦ୍ଧିର ଅବସର ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ଶୁକ୍ର ଓ ଶନିବାର: ଅନ୍ତରଙ୍ଗ ବନ୍ଧୁ ସହ ମିଶିବେ।

ରବି ଓ ସୋମବାର: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର: ସବୁ ଇଚ୍ଛା ପୂରଣ ହେବ। ଶୁକ୍ର ଓ ଶନିବାର: ବେପାରରେ ଯଥେଷ୍ଟ ଲାଭ ପାଇବେ।

ରବି ଓ ସୋମବାର: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ। ଶୁକ୍ର ଓ ଶନିବାର: ବୈବାହିକ ଜୀବନ ଖୁସିଭରା ରହିବ।

 

ରବି ଓ ସୋମବାର: ସୁସମ୍ବାଦ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: କୌଣସି ସାହାଯ୍ୟକାରୀ ଭଲ ବନ୍ଧୁ ହେବେ। ଶୁକ୍ର ଓ ଶନିବାର: ନିଷ୍ପତ୍ତି ତରବରିଆରେ ନିଅନ୍ତୁ ନାହିଁ।

ରବି ଓ ସୋମବାର: ସମସ୍ୟାର ସମାଧାନ ବାହାରିବ। ମଙ୍ଗଳ, ବୁଧ ଓ ଗୁରୁବାର: ଭାଗ୍ୟ ବଦଳାଇବା ଅବସର ପାଇବେ। ଶୁକ୍ର ଓ ଶନିବାର: କିଛି ନୂଆ କରିବାର ମନ ବନାଇବେ।

 

ରବି ଓ ସୋମବାର: ରାଜନୀତିରେ ସଫଳତା ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ଧନଲାଭର ନୂଆ ମାର୍ଗ ଖୋଲିବ। ଲାଭର ଅବସର ପାଇବେ। ଶୁକ୍ର ଓ ଶନିବାର: ବଡ଼ କମ୍ପାନି ସହ ଡିଲ୍‌ ପକ୍କା ହେବ।

 

ରବି ଓ ସୋମବାର: କାର୍ଯ୍ୟ ଭଲ ଭାବେ କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: ଅଫିସ୍‌ରେ ନୂଆ କାମ ମିଳିପାରେ। ଶୁକ୍ର ଓ ଶନିବାର: ମକଦ୍ଦମାରେ ଜୟଲାଭ କରିବେ।

 

ରବି ଓ ସୋମବାର: ବନ୍ଧୁର ସାହାଯ୍ୟ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ପୁଞ୍ଜି ଲଗାଇ ପାରନ୍ତି। ଶୁକ୍ର ଓ ଶନିବାର: ମାନସିକ ସାମାଜିକ କାର୍ଯ୍ୟରେ ଯୋଗ ଦେବେ।

ରବି ଓ ସୋମବାର: ବ୍ୟକ୍ତିତ୍ବର ବିକଶିତ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟଙ୍କୁ ବଡ଼ ଅର୍ଡର ମିଳିବ। ଶୁକ୍ର ଓ ଶନିବାର: ସାହିତ୍ୟ କିମ୍ବା କବିତା ଲେଖିପାରନ୍ତି।

ସମ୍ବନ୍ଧିତ ଖବର