publive-image

Advertisment

ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ସମୟ ଭଲ। ବୁଧ ଓ ଗୁରୁବାର: ପୂର୍ବ କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଶୁକ୍ର ଓ ଶନିବାର: ମାନସମ୍ମାନରେ ବୃଦ୍ଧି ହେବ।

publive-image

ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟ ବୃଦ୍ଧି ପାଇଁ କିଛି ନୂଆ ସୁଯୋଗ ଆସିବ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ଶୁକ୍ର ଓ ଶନିବାର: ଭାବିଚିନ୍ତି କୌଣସି ବି ନିର୍ଣ୍ଣୟ ନିଅନ୍ତୁ।

publive-image

ରବି, ସୋମ ଓ ମଙ୍ଗଳବାର: ସାମାଜିକ କାର୍ଯ୍ୟରେ ସମୟ ଦେବେ। ବୁଧ ଓ ଗୁରୁବାର: ବିବାଦୀୟ ମାମଲାର ପରିଣାମ ଆପଣଙ୍କ ପକ୍ଷରେ ହେବ। ଶୁକ୍ର ଓ ଶନିବାର: ନୂଆ ଦାୟିତ୍ବ ଆସିପାରେ।

publive-image

ରବି, ସୋମ ଓ ମଙ୍ଗଳବାର: ସଫଳତା ପାଇଁ ଅଧିକ ପରିଶ୍ରମ କରିବେ। ବୁଧ ଓ ଗୁରୁବାର: ପରିବାରରେ ପ୍ରସନ୍ନତା ରହିବ। ଶୁକ୍ର ଓ ଶନିବାର: ପ୍ରତିଷ୍ଠା ବୃଦ୍ଧି ପାଇଁ ସୁଯୋଗ ପାଇବେ।

publive-image

ରବି, ସୋମ ଓ ମଙ୍ଗଳବାର: ଅଧୁରା କାର୍ଯ୍ୟ ସଂପୂର୍ଣ୍ଣ କରିପାରିବେ। ବୁଧ ଓ ଗୁରୁବାର: ମାନସିକ ସ୍ଥିରତା ଓ ଶାନ୍ତି ବଜାୟ ରହିବ। ଶୁକ୍ର ଓ ଶନିବାର: ପ୍ରେମ ପ୍ରତି ଆକର୍ଷଣ ରହିବ।

publive-image

ରବି, ସୋମ ଓ ମଙ୍ଗଳବାର: ଉପାର୍ଜନ ପାଇଁ ନୂଆ ଜ୍ଞାନ ପାଇବେ। ବୁଧ ଓ ଗୁରୁବାର: ସବୁ ଚାଲେଞ୍ଜ୍‌ର ମୁକାବିଲା କରିପାରିବେ। ଶୁକ୍ର ଓ ଶନିବାର: ଶିକ୍ଷକଙ୍କ ସହଯୋଗ ପାଇବେ।

publive-image

ରବି, ସୋମ ଓ ମଙ୍ଗଳବାର: ନୂଆ କାମ କରିବା ଲାଗି ଭାବିବେ। ବୁଧ ଓ ଗୁରୁବାର: ସରକାରୀ କାମରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ପ୍ରିୟଜନଙ୍କୁ ମନର କଥା କହିବେ।

publive-image

ରବି, ସୋମ ଓ ମଙ୍ଗଳବାର: ପଇସାର ଅଭାବ ଅନୁଭବ କରିବେ। ବୁଧ ଓ ଗୁରୁବାର: କିଣାବିକା ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ସାମାଜିକ କାର୍ଯ୍ୟ କରିବାରେ ମନ ରହିବ।

publive-image

ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଅଧିକ ଲାଭ ପାଇବେ। ବୁଧ ଓ ଗୁରୁବାର: ମନରେ ନୂଆ ଆଶା ଉତ୍ପନ୍ନ ହେବ। ଶୁକ୍ର ଓ ଶନିବାର: ଜୀବନରେ ଖୁସିର ଆଗମନ ହେବ।

publive-image

ରବି, ସୋମ ଓ ମଙ୍ଗଳବାର: କାମରେ ଲାଗି ରହିଥିବା ବାଧା ଦୂର ହେବ। ବୁଧ ଓ ଗୁରୁବାର: ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ଶୁକ୍ର ଓ ଶନିବାର: ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

publive-image

ରବି, ସୋମ ଓ ମଙ୍ଗଳବାର: ଲାଗି ରହିଥିବା ବିବାଦର ସମାଧାନ ହେବ। ବୁଧ ଓ ଗୁରୁବାର: କ୍ୟାରିୟରରେ ସଫଳତା ହାସଲ କରିବେ। ଶୁକ୍ର ଓ ଶନିବାର: ନବବିବାହିତଙ୍କ ଲାଗି ସମୟ ଭଲ।

publive-imageରବି, ସୋମ ଓ ମଙ୍ଗଳବାର: କିଛି ନୂଆ ଶିକ୍ଷା ଲାଭ କରିବେ। ବୁଧ ଓ ଗୁରୁବାର: ଉନ୍ନତି ପାଇଁ ନୂଆ ମାର୍ଗ ‌େଖାଲିବ। ଶୁକ୍ର ଓ ଶନିବାର: ଛାତ୍ରଛାତ୍ରୀଙ୍କୁ ଭଲ ପରିଣାମ ମିଳିବ।