ଜାଣନ୍ତୁ ଏ ସପ୍ତାହର ରାଶିଫଳ

 

ରବି ଓ ସୋମବାର: ଆର୍ଥିକ ସଫଳତା ଲାଗି ପ୍ରୟାସ ଜାରି ରଖନ୍ତୁ। ମଙ୍ଗଳ ଓ ବୁଧବାର: କାମ ପ୍ରତି ଏକାଗ୍ରତା ବଜାୟ ରହିବ। ଗୁରୁ, ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

 

ରବି ଓ ସୋମବାର: ଅଧିକ କାମ ପାଇଁ ପ୍ରସ୍ତୁତ ରହିବେ। ମଙ୍ଗଳ ଓ ବୁଧବାର: ମାନସିକ ରୂପେ ଖୁସି ରହିବେ। ଗୁରୁ, ଶୁକ୍ର ଓ ଶନିବାର: ନିଯୁକ୍ତି ସମ୍ବନ୍ଧରେ ସମ୍ବାଦ ପାଇବେ।

ରବି ଓ ସୋମବାର: ବେପାର ବଣିଜରେ ଲାଭ ହେବ। ମଙ୍ଗଳ ଓ ବୁଧବାର: ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଗୁରୁ, ଶୁକ୍ର ଓ ଶନିବାର: ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

ରବି ଓ ସୋମବାର: ସବୁ କାମ ମନମୁତାବକ ସଂପୂର୍ଣ୍ଣ ହେବ। ମଙ୍ଗଳ ଓ ବୁଧବାର: ଭଲ ଚାକିରିର ସୁଯୋଗ ଆସିବ। ଗୁରୁ, ଶୁକ୍ର ଓ ଶନିବାର: ସମାଜରେ ମାନସମ୍ମାନ ପାଇବେ।

ରବି ଓ ସୋମବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ମଙ୍ଗଳ ଓ ବୁଧବାର: ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ। ଗୁରୁ, ଶୁକ୍ର ଓ ଶନିବାର: କବିମାନଙ୍କ ଲାଗି ସମୟ ମହତ୍ତ୍ବପୂର୍ଣ୍ଣ ରହିବ।

ରବି ଓ ସୋମବାର: ନିଜ କାମରେ ଲାଭ ପାଇବେ। ମଙ୍ଗଳ ଓ ବୁଧବାର: ଘରର କୌଣସି ବିଷୟରେ ନିର୍ଣ୍ଣୟ ନେବେ। ଗୁରୁ, ଶୁକ୍ର ଓ ଶନିବାର: ରୋଜଗାରର ଭଲ ଅବସର ପାଇବେ।

 

ରବି ଓ ସୋମବାର: ବ୍ୟବସାୟ କାମରେ ଯାତ୍ରା ଫଳପ୍ରଦ ହେବ। ମଙ୍ଗଳ ଓ ବୁଧବାର: ଆୟ ଅପେକ୍ଷା ଖର୍ଚ୍ଚ ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: ସମ୍ମାନଜନକ ଲୋକଙ୍କ ସହ ମିଶିପାରନ୍ତି।

ରବି ଓ ସୋମବାର: ଚାକିରି ବ୍ୟବସାୟରେ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର: ସମ୍ବନ୍ଧରେ ମଧୁରତା ଆସିବ। ଗୁରୁ, ଶୁକ୍ର ଓ ଶନିବାର: ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

 

ରବି ଓ ସୋମବାର: କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି। ମଙ୍ଗଳ ଓ ବୁଧବାର: କାମର ଅବରୋଧରୁ କିଛି ଶିଖିବେ। ଗୁରୁ, ଶୁକ୍ର ଓ ଶନିବାର: ପ୍ରତିଭାର ବିକାଶ ଲାଗି ସୁଯୋଗ ପାଇବେ।

 

ରବି ଓ ସୋମବାର: କୌଣସି କାମ ତରବରରେ କରନ୍ତୁ ନାହିଁ। ମଙ୍ଗଳ ଓ ବୁଧବାର: ଧନପ୍ରାପ୍ତି ପାଇଁ ଭଲ ଯୋଗ ରହିଛି। ଗୁରୁ, ଶୁକ୍ର ଓ ଶନିବାର: କ୍ୟାରିୟରରେ ସଫଳତା ହାସଲ ହେବ।

 

ରବି ଓ ସୋମବାର: ନୂଆ କାମ ପାଇଁ ଚିନ୍ତା କରିବେ। ମଙ୍ଗଳ ଓ ବୁଧବାର: ସରକାରୀ କ୍ଷେତ୍ରରେ ଲାଭ ହୋଇପାରେ। ଗୁରୁ, ଶୁକ୍ର ଓ ଶନିବାର: ଲାଗି ରହିଥିବା ସମସ୍ୟାର ସମାଧାନ ହେବ।

ରବି ଓ ସୋମବାର: ଆହ୍ବାନକୁ ଦୃଢ଼ ଭାବେ ମୁକାବିଲା କରିବେ। ମଙ୍ଗଳ ଓ ବୁଧବାର: ଲେଖକ କଳାକାରଙ୍କ ଲାଗି ସମୟ ବହୁତ ଭଲ। ଗୁରୁ, ଶୁକ୍ର ଓ ଶନିବାର: ମନର କଥା ସାଙ୍ଗଙ୍କୁ କହିବେ।

ସମ୍ବନ୍ଧିତ ଖବର