ଜାଣନ୍ତୁ ଏ ସପ୍ତାହର ରାଶିଫଳ

 

ରବି, ସୋମ ଓ ମଙ୍ଗଳବାର: କାରବାରରେ ଭାଇର ସହଯୋଗ ପାଇବେ। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତି ଭଲ ହେବ। ଶୁକ୍ର ଓ ଶନିବାର: ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ।

 

ରବି, ସୋମ ଓ ମଙ୍ଗଳବାର: ନୂଆ ଲକ୍ଷ୍ୟ ହାସଲ କରିବେ। ବୁଧ ଓ ଗୁରୁବାର: କିଣାବିକାରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁକ୍ର ଓ ଶନିବାର: ଧାର ଦେଇଥିବା ପଇସା ପାଇବେ

ରବି, ସୋମ ଓ ମଙ୍ଗଳବାର: କିଣାବିକା ଲାଗି ସମୟ ଭଲ। ବୁଧ ଓ ଗୁରୁବାର: ଉପାର୍ଜନ ପାଇଁ ନୂଆ ଜ୍ଞାନ ପାଇବେ। ଶୁକ୍ର ଓ ଶନିବାର: ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବେ।

ରବି, ସୋମ ଓ ମଙ୍ଗଳବାର: କୌଣସି ଜ୍ଞାନ କଥା ଶୁଣିବେ। ବୁଧ ଓ ଗୁରୁବାର: ଲେଖାପଢ଼ାରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କୁ ଉପହାର ଦେବେ।

ରବି, ସୋମ ଓ ମଙ୍ଗଳବାର: ଆମଦାନୀ ପାଇଁ ନୂଆ ଉତ୍ସ ପାଇବେ। ବୁଧ ଓ ଗୁରୁବାର: ଚାକିରିରେ ପଦୋନ୍ନତି ହୋଇପାରେ। ଶୁକ୍ର ଓ ଶନିବାର: ପରିଜନଙ୍କ ସହ ଭଲ ସାମଞ୍ଜସ୍ୟ ରହିବ।

ରବି, ସୋମ ଓ ମଙ୍ଗଳବାର: ଭାବନାରେ ସକାରାତ୍ମକ ବଜାୟ ରହିବ। ବୁଧ ଓ ଗୁରୁବାର: ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ଶୁକ୍ର ଓ ଶନିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

 

ରବି, ସୋମ ଓ ମଙ୍ଗଳବାର: ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ବୁଧ ଓ ଗୁରୁବାର: ବେପାରରେ ଗତି ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ପ୍ରତିଭା ବିକଶିତ ଲାଗି ସୁଯୋଗ ପାଇବେ।

ରବି, ସୋମ ଓ ମଙ୍ଗଳବାର: ଶିକ୍ଷାର୍ଥୀଙ୍କ ଲାଗି ସମୟ ଭଲ। ବୁଧ ଓ ଗୁରୁବାର: ସଂଘର୍ଷ କରନ୍ତୁ, ସଫଳ ହେବେ। ଶୁକ୍ର ଓ ଶନିବାର: କାମ ସଂପୂର୍ଣ୍ଣ କରିବା ପାଇଁ ବରିଷ୍ଠଙ୍କ ସାହାଯ୍ୟ ପାଇବେ।

 

ରବି, ସୋମ ଓ ମଙ୍ଗଳବାର: ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ବୁଧ ଓ ଗୁରୁବାର: ମନର କଥା ସାଥୀଙ୍କୁ କହିବେ। ଶୁକ୍ର ଓ ଶନିବାର: ଧ୍ୟାନ ଧାର୍ମିକ କାର୍ଯ୍ୟରେ ରହିବ।

 

ରବି, ସୋମ ଓ ମଙ୍ଗଳବାର: ପ୍ରୟାସ କରିଆସୁଥିବା କାମରେ ସଫଳ ହେବେ। ବୁଧ ଓ ଗୁରୁବାର: ବନ୍ଧୁମାନଙ୍କ ସହ ମିଶିବା ଲାଗି ମନ ଚାହିଁବ। ଶୁକ୍ର ଓ ଶନିବାର: ପୂର୍ବ କଥାକୁ ନେଇ ମନସ୍ତାପରେ ରହିବେ।

 

ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ବୁଧ ଓ ଗୁରୁବାର: ବିଶେଷଜ୍ଞଙ୍କ ମତ ନେଇ ନୂଆ କାମ କରନ୍ତୁ। ଶୁକ୍ର ଓ ଶନିବାର: ନବଦମ୍ପତିଙ୍କ ଲାଗି ଭଲ ସମୟ।

ରବି, ସୋମ ଓ ମଙ୍ଗଳବାର: ଧନଧାନ୍ୟ ବୃଦ୍ଧି ହେବ। ବୁଧ ଓ ଗୁରୁବାର: ବ୍ୟବସାୟରେ ଲାଭ କମ୍ ମିଳିପାରେ। ଶୁକ୍ର ଓ ଶନିବାର: ସାଙ୍ଗ ମେଳରେ ଆପଣଙ୍କ ଛବି ଉତ୍କୃଷ୍ଟ ରହିବ।

ସମ୍ବନ୍ଧିତ ଖବର