ଜାଣନ୍ତୁ ଏ ସପ୍ତାହର ରାଶିଫଳ

 

ରବି, ସୋମ ଓ ମଙ୍ଗଳବାର: ନୂଆ ଲୋକଙ୍କ ସହିତ ସଂପର୍କ ହେବ। ବୁଧ ଓ ଗୁରୁବାର: ଅଧୁରା କାମ ପୂରା ହେବ। ଶୁକ୍ର ଓ ଶନିବାର: ବ୍ୟବସାୟରେ ସଫଳତା ଏବଂ ଲାଭ ପାଇବେ।

 

ରବି, ସୋମ ଓ ମଙ୍ଗଳବାର: ଜମିରେ ପୁଞ୍ଜି ନିବେଶ କରିପାରନ୍ତି। ବୁଧ ଓ ଗୁରୁବାର: ରଚନାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ଶତ୍ରୁଙ୍କୁ ଜୟ ଏବଂ କାରବାରରେ ଲାଭ ହେବ।

ରବି, ସୋମ ଓ ମଙ୍ଗଳବାର: କାରବାରରେ ଭାଇର ସହଯୋଗ ପାଇବେ। ବୁଧ ଓ ଗୁରୁବାର: ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରଣ ହେବ। ଶୁକ୍ର ଓ ଶନିବାର: ପ୍ରେମ ଜୀବନ ଭଲ ରହିବ।

ରବି, ସୋମ ଓ ମଙ୍ଗଳବାର: ଘରର କ୍ଳେଶ ଦୂର ହେବ ଏବଂ ଆୟ ବଢ଼ିବ। ବୁଧ ଓ ଗୁରୁବାର: ଅଫିସ୍‌ରେ ନୂଆ କାମ ମିଳିପାରେ। ଶୁକ୍ର ଓ ଶନିବାର: ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ।

ରବି, ସୋମ ଓ ମଙ୍ଗଳବାର: ଜୀବନକୁ ଭଲ କରିବାକୁ ଚେଷ୍ଟା କରିବେ। ବୁଧ ଓ ଗୁରୁବାର: ବ୍ୟବସାୟୀଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: କିଛି ନୂଆ ଶିକ୍ଷାଲାଭ କରିବେ।

ରବି, ସୋମ ଓ ମଙ୍ଗଳବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ବୁଧ ଓ ଗୁରୁବାର: ଭାବିଥିବା କାମ ପୂର୍ଣ୍ଣ ହେବ। ଶୁକ୍ର ଓ ଶନିବାର: ବେପାରରେ ଭଲ ଅବସର ପାଇବେ।

 

ରବି, ସୋମ ଓ ମଙ୍ଗଳବାର: ପରିଶ୍ରମରେ ସୁଫଳ ପାଇବେ। ବୁଧ ଓ ଗୁରୁବାର: ପାରିବାରିକ ଜୀବନରେ ଖୁସି ଆସିବ। ଶୁକ୍ର ଓ ଶନିବାର: ଜୀବନକୁ ଭଲ କରିବା ଲାଗି ଚେଷ୍ଟା କରିବେ।

ରବି, ସୋମ ଓ ମଙ୍ଗଳବାର: ଆୟ ଉତ୍ସରେ ସ୍ଥିରତା ରହିବ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ଶୁକ୍ର ଓ ଶନିବାର: ମନରେ ବିଶେଷ ବିଚାର ଆସିବ।

 

ରବି, ସୋମ ଓ ମଙ୍ଗଳବାର: ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ବୁଧ ଓ ଗୁରୁବାର: ପ୍ରେମ ପ୍ରତି ଆକର୍ଷଣ ବଢ଼ିବ। ଶୁକ୍ର ଓ ଶନିବାର: ପୈତୃକ ସମ୍ପତ୍ତିରୁ ଲାଭ ମିଳିପାରେ।

 

ରବି, ସୋମ ଓ ମଙ୍ଗଳବାର: ପୂର୍ବ କଥାକୁ ନେଇ ମନସ୍ତାପରେ ରହିବେ। ବୁଧ ଓ ଗୁରୁବାର: କାମ ମନ୍ଥର ଗତିରେ ପୂରା ହେବ। ଶୁକ୍ର ଓ ଶନିବାର: ନୂଆ ବ୍ୟବସାୟ କରିବାକୁ ଭାବିବେ।

 

ରବି, ସୋମ ଓ ମଙ୍ଗଳବାର: ବିଚାର ସକାରାତ୍ମକ ରହିବ। ବୁଧ ଓ ଗୁରୁବାର: ବ୍ୟବସାୟରେ ବଡ଼ କାମ କରିପାରନ୍ତି। ଶୁକ୍ର ଓ ଶନିବାର: ଲୋକେ ଆପଣଙ୍କ ବ୍ୟବହାରରେ ପ୍ରଭାବିତ ହେବେ।

ରବି, ସୋମ ଓ ମଙ୍ଗଳବାର: ସମାଜରେ ଯଶ ଖ୍ୟାତି ବଢ଼ିବ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଶୁକ୍ର ଓ ଶନିବାର: କୌଣସି କାମ ତରବରିଆରେ କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର