ଜାଣନ୍ତୁ ଏ ସପ୍ତାହର ରାଶିଫଳ

 

ରବି ଓ ସୋମବାର: ବେପାରରେ ଲାଭ ପାଇବେ। ମଙ୍ଗଳ ଓ ବୁଧବାର: କିଛି ନୂଆ ବନ୍ଧୁ ହୋଇପାରନ୍ତି। ଗୁରୁ ଓ ଶୁକ୍ରବାର: ସମ୍ବନ୍ଧରେ ମଧୁରତା ଆସିବ। ଶନିବାର: ସନ୍ତାନ ପ୍ରତି ବିଶ୍ବାସ ବଢ଼ିବ।

 

ରବି ଓ ସୋମବାର: ବନ୍ଧୁର ସାହାଯ୍ୟ ନେଇପାରନ୍ତି। ମଙ୍ଗଳ ଓ ବୁଧବାର: ମନରେ ସକାରାତ୍ମକ ଭାବନା ଆସିବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଉନ୍ନତି ହେବ। ଶନିବାର: ପ୍ରେମ ଜୀବନ ଭଲ ରହିବ।

ରବି ଓ ସୋମବାର: ପାରିବାରିକ ଜୀବନରେ ସୁଖୀ ରହିବେ। ମଙ୍ଗଳ ଓ ବୁଧବାର: କାମର ବୋଝ ଅଧିକ ରହିବ। ଗୁରୁ ଓ ଶୁକ୍ରବାର: ଧନଲାଭ ହେବ। ଶନିବାର: ମାନସମ୍ମାନ ବୃଦ୍ଧି ହେବ।

ରବି ଓ ସୋମବାର: ମୁସ୍କିଲ୍‌ର ଅନ୍ତ ହେବ। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଗୁରୁ ଓ ଶୁକ୍ରବାର: କାରବାରରେ ଲାଭ ହେବ। ଶନିବାର: କଳା କ୍ଷେତ୍ର ଆଡ଼କୁ ରୁଚି ରହିବ।

ରବି ଓ ସୋମବାର: ନୂଆ କାମ ଆରମ୍ଭ କରିପାରନ୍ତି। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ସୌହାର୍ଦ ବଢ଼ିବ। ଗୁରୁ ଓ ଶୁକ୍ରବାର: ବେପାରରେ ଲାଭ ପାଇବେ। ଶନିବାର: ମନ ଉଦାସ ରହିବ।

ରବି ଓ ସୋମବାର: ବନ୍ଧୁ ସହିତ ସାକ୍ଷାତ ହେବ। ମଙ୍ଗଳ ଓ ବୁଧବାର: ଲାଭର ଅବସର ପାଇବେ। ଗୁରୁ ଓ ଶୁକ୍ରବାର: ଯଶଖ୍ୟାତି ବୃଦ୍ଧି ହେବ। ଶନିବାର: ପ୍ରେମ ସମ୍ବନ୍ଧ ମଧୁର ହେବ।

 

ରବି ଓ ସୋମବାର: ଚାକିରିର ସୁଯୋଗ ଆସିବ। ମଙ୍ଗଳ ଓ ବୁଧବାର: ପୂର୍ବ କଥାକୁ ନେଇ ମନସ୍ତାପରେ ରହିବେ। ଗୁରୁ ଓ ଶୁକ୍ରବାର: ଧନଲାଭ ହେବ। ଶନିବାର: ପାରିବାରିକ ଦାୟିତ୍ବ ବଢ଼ିବ।

ରବି ଓ ସୋମବାର: ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ମଙ୍ଗଳ ଓ ବୁଧବାର: ବେପାରରେ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ବିବାଦଠୁଁ ଦୂରରେ ରୁହନ୍ତୁ। ଶନିବାର: ଖୁସି ଖବର ପାଇବେ।

 

ରବି ଓ ସୋମବାର: ସମ୍ମାନଜନକ ଲୋକଙ୍କ ସହିତ ମିଶିପାରନ୍ତି। ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଗୁରୁ ଓ ଶୁକ୍ରବାର: ସ୍ଥଗିତ କାମ ପୂରା ହେବ। ଶନିବାର: ଘରକୁ ବନ୍ଧୁ ଆସିବେ।

 

ରବି ଓ ସୋମବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ମଙ୍ଗଳ ଓ ବୁଧବାର: ଛାତ୍ର କିଛି ନୂଆ ଶିଖିବେ। ଗୁରୁ ଓ ଶୁକ୍ରବାର: ରୋଜଗାରର ଭଲ ଅବସର ପାଇବେ। ଶନିବାର: ସବୁ କଷ୍ଟ ଦୂର ହେବ।

 

ରବି ଓ ସୋମବାର: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ମଙ୍ଗଳ ଓ ବୁଧବାର: ଘରର ପରିବେଶ ଭଲ ରହିବ। ଗୁରୁ ଓ ଶୁକ୍ରବାର: ନୂଆ କାମ ପାଇବେ। ଶନିବାର: ପ୍ରିୟଜନ ମିଳନ।

ରବି ଓ ସୋମବାର: ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ମଙ୍ଗଳ ଓ ବୁଧବାର: ପରୀକ୍ଷାରେ ଭଲ ଫଳ ପାଇବେ। ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ ବଢ଼ିପାରେ। ଶନିବାର: ମାନସମ୍ମାନରେ ବୃଦ୍ଧି ହେବ।

ସମ୍ବନ୍ଧିତ ଖବର