ଜାଣନ୍ତୁ ଏ ସପ୍ତାହର ରାଶିଫଳ

 

ରବିବାର: ଦାମ୍ପତ୍ୟ ଜୀବନରେ ସୁଖ ମିଳିବ। ସୋମ ଓ ମଙ୍ଗଳବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ବୁଧ ଓ ଗୁରୁବାର: କୌଣସି କାମରେ ଲାଭ ପାଇବେ। ଶୁକ୍ର ଓ ଶନିବାର: ରାଜନୀତିରେ ସଫଳତା ପାଇବେ।

 

ରବିବାର: ବେପାରରେ ଲାଭ ହେବ। ସୋମ ଓ ମଙ୍ଗଳବାର: ଧନଲାଭର ସୁଯୋଗ ପାଇବେ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ଶୁକ୍ର ଓ ଶନିବାର: ଚାକିରିରେ ଉନ୍ନତି ହେବ।

ରବିବାର: ଲୋକପ୍ରିୟତା ବଢ଼ିବ। ସୋମ ଓ ମଙ୍ଗଳବାର: ବେପାରରେ ବଡ଼ ଅର୍ଡର ପାଇବେ। ବୁଧ ଓ ଗୁରୁବାର: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଶୁକ୍ର ଓ ଶନିବାର: ଚାକିରିରେ ଅଶାନ୍ତି ସମାପ୍ତ ହେବ।

ରବିବାର: ଗବେଷଣା କାମରେ ମନ ଲାଗିବ। ସୋମ ଓ ମଙ୍ଗଳବାର: କଷ୍ଟରୁ ମୁକ୍ତି ପାଇବେ। ବୁଧ ଓ ଗୁରୁବାର: ପରିବାରରେ ଉତ୍ସବ ଭଳି ପରିବେଶ ରହିବ। ଶୁକ୍ର ଓ ଶନିବାର: କାମର ବୋଝ ଅଧିକ ରହିବ।

ରବିବାର: ଜମିରେ ଟଙ୍କା ନିବେଶ କରିପାରନ୍ତି। ସୋମ ଓ ମଙ୍ଗଳବାର: ନୂଆ ଦାୟିତ୍ବ ଗ୍ରହଣ କରିବେ। ବୁଧ ଓ ଗୁରୁବାର: ଆର୍ଥିକ ଲାଭର ସମ୍ଭାବନା। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ରବିବାର: ବେପାରରେ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: କ୍ରୋଧ କଲେ କାମରେ କ୍ଷତି ହୋଇପାରେ। ବୁଧ ଓ ଗୁରୁବାର: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଶୁକ୍ର ଓ ଶନିବାର: ବିବାଦର ସମାଧାନ ହେବ।

 

ରବିବାର: ସବୁ ଇଚ୍ଛା ପୂରଣ ହେବ। ସୋମ ଓ ମଙ୍ଗଳବାର: ଘରେ ସୁଖଶାନ୍ତି ବଜାୟ ରହିବ। ବୁଧ ଓ ଗୁରୁବାର: ନୂଆ କାମ ଆରମ୍ଭ କରିପାରନ୍ତି। ଶୁକ୍ର ଓ ଶନିବାର: ଆଗକୁ ବଢ଼ିବା ପାଇଁ କିଛି ନୂଆ ଭାବିବେ।

ରବିବାର: ବ୍ୟବସାୟ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ସହପାଠୀଙ୍କୁ ନିଜର କଥା କହିବେ। ବୁଧ ଓ ଗୁରୁବାର: ବାହନ କିଣିପାରନ୍ତି । ଶୁକ୍ର ଓ ଶନିବାର: ସମାଜରେ ମାନସମ୍ମାନ ପାଇବେ।

 

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ବ୍ୟବସାୟୀଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ସବୁ କଷ୍ଟ ନିବାରଣ ହେବ।

 

ରବିବାର: ଆୟ ଉତ୍ସରେ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ବିବାହ ପ୍ରସ୍ତାବ ଆସିପାରେ। ବୁଧ ଓ ଗୁରୁବାର: ଆଗକୁ ବଢ଼ିବା ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ଧନ ବୃଦ୍ଧି ହେବ।

 

ରବିବାର: ବେପାରରେ ଲାଭ ହେବ। ସୋମ ଓ ମଙ୍ଗଳବାର: ସମାଜରେ ମାନପ୍ରତିଷ୍ଠା ବୃଦ୍ଧି ହେବ। ବୁଧ ଓ ଗୁରୁବାର: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁକ୍ର ଓ ଶନିବାର: ଜମିରେ ନିବେଶ ଲାଗି ସମୟ ଭଲ।

ରବିବାର: ଭାଗ୍ୟରେ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ରାଜନୀତିରେ ଆର୍ଥିକ ଲାଭ ହେବ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ସମ୍ବନ୍ଧିତ ଖବର