ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ନବଦମ୍ପତିଙ୍କ ଲାଗି ସମୟ ଭଲ। ସୋମ ଓ ମଙ୍ଗଳବାର: ବନ୍ଧୁ ସହ ମିଶିବା ଲାଗି ଆଗ୍ରହ ବଢ଼ିବ। ବୁଧ ଓ ଗୁରୁବାର: ଭାଗ୍ୟ ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ବେପାରରେ ଲାଭ ପାଇବେ।

ରବିବାର: ଶତ୍ରୁଙ୍କୁ ପରାସ୍ତ କରିବେ। ସୋମ ଓ ମଙ୍ଗଳବାର: ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ। ବୁଧ ଓ ଗୁରୁବାର: ନୂଆ କାମ କରିବା ଲାଗି ଭାବିବେ। ଶୁକ୍ର ଓ ଶନିବାର: ଆୟ ବୃଦ୍ଧି ହେବ।

ରବିବାର: ବନ୍ଧୁ ମିଳନ। ସୋମ ଓ ମଙ୍ଗଳବାର: ଚାଲେଞ୍ଜକୁ ଦୃଢ଼ ଭାବେ ମୁକାବିଲା କରିବେ। ବୁଧ ଓ ଗୁରୁବାର: ଛାତ୍ରଛାତ୍ରୀ ଭଲ ଖବର ପାଇବେ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ରବିବାର: ସବୁ ଇଚ୍ଛା ପୂର୍ଣ୍ଣ ହେବ। ସୋମ ଓ ମଙ୍ଗଳବାର: ଅଧିକ ଭାବୁକ ହେଲେ ଅଶାନ୍ତି ବଢ଼ିବ। ବୁଧ ଓ ଗୁରୁବାର: ପରିଶ୍ରମର ସୁଫଳ ପାଇବେ। ଶୁକ୍ର ଓ ଶନିବାର: ପ୍ରେମରେ ସଫଳତା ପାଇବେ।

ରବିବାର: ନୂଆ କାମ ମିଳିପାରେ। ସୋମ ଓ ମଙ୍ଗଳବାର: ଦୁଃସାହସିକ ପଦକ୍ଷେପ ନିଅନ୍ତୁ ନାହିଁ। ବୁଧ ଓ ଗୁରୁବାର: ପ୍ରେମ ଜୀବନ ମଧୁର ହେବ। ଶୁକ୍ର ଓ ଶନିବାର: ବେପାରରେ ଲାଭ ପାଇବେ।

ରବିବାର: ପରିଶ୍ରମ ବଳରେ ପ୍ରସିଦ୍ଧି ଅର୍ଜିବେ। ସୋମ ଓ ମଙ୍ଗଳବାର: ଆମଦାନୀ ପାଇଁ ନୂଆ ଉତ୍ସ ମିଳିପାରେ। ବୁଧ ଓ ଗୁରୁବାର: ବାହାନ କିଣି ପାରନ୍ତି। ଶୁକ୍ର ଓ ଶନିବାର: ପ୍ରିୟଜନ ମିଳନ।

ରବିବାର: ବେପାରରେ ଲାଭ ହେବ। ସୋମ ଓ ମଙ୍ଗଳବାର: ଭାବିଥିବା କାମ ପୂରା କରିବେ। ବୁଧ ଓ ଗୁରୁବାର: ଖୁସି ଖବର ପାଇବେ। ଶୁକ୍ର ଓ ଶନିବାର: ରାଜନୀତିରେ ସଫଳତା ପାଇବେ।

ରବିବାର: ଧର୍ମ କାର୍ଯ୍ୟରେ ମନ ଲାଗିବ। ସୋମ ଓ ମଙ୍ଗଳବାର: ସମ୍ମାନଜନକ ଲୋକଙ୍କ ସହ ମିଶିପାରନ୍ତି। ବୁଧ ଓ ଗୁରୁବାର: ଆୟ ବଢ଼ିବ। ଶୁକ୍ର ଓ ଶନିବାର: ବ୍ୟବସାୟରେ ଉନ୍ନତି ହେବ।

ରବିବାର: କାରବାରେ ବାଧା ଦୂର ହେବ। ସୋମ ଓ ମଙ୍ଗଳବାର: ଖର୍ଚ୍ଚ ବଢ଼ିପାରେ। ବୁଧ ଓ ଗୁରୁବାର: ରାଜନୀତିରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ।

ରବିବାର: କ୍ୟାରିୟର ଲାଗି ସୁଯୋଗ ପାଇବେ। ସୋମ ଓ ମଙ୍ଗଳବାର: କାମରେ ଦୂର ସ୍ଥାନକୁ ଯାତ୍ରା। ବୁଧ ଓ ଗୁରୁବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁକ୍ର ଓ ଶନିବାର: ଘରୋଇ ଜୀବନରେ ସୁଖୀ ରହିବେ।

ରବିବାର: ମନରେ ସକାରାତ୍ମକ ଭାବନା ଆସିବ। ସୋମ ଓ ମଙ୍ଗଳବାର: ଧନଲାଭ ହେବ। ବୁଧ ଓ ଗୁରୁବାର: ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ବେପାରରେ ଲାଭ କମ୍ ମିଳିପାରେ।

ରବିବାର: ତର୍କ ଶକ୍ତିକୁ ମଜଭୁତ ରଖନ୍ତୁ। ସୋମ ଓ ମଙ୍ଗଳବାର: ଭାଗ୍ୟ ବୃଦ୍ଧି ହେବ। ବୁଧ ଓ ଗୁରୁବାର: ଚାକିରି ଓ ବ୍ୟବସାୟରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ମାନସମ୍ମାନ ବୃଦ୍ଧି ହେବ।

ସମ୍ବନ୍ଧିତ ଖବର