ରବିବାର: ସବୁ କାମ ସଂପୂର୍ଣ୍ଣ ହେବ। ସୋମ, ମଙ୍ଗଳ ଓ ବୁଧବାର: ଖର୍ଚ୍ଚ ବଢ଼ିପାରେ। ଗୁରୁ ଓ ଶୁକ୍ରବାର: ଆଗକୁ ବଢ଼ିବା ଲାଗି ସମୟ ଭଲ। ଶନିବାର: ନ୍ୟାୟିକ ମାମଲାର ସମାଧାନ ହୋଇପାରେ।
ରବିବାର: ପ୍ରିୟଜନ ମିଳନ। ସୋମ, ମଙ୍ଗଳ ଓ ବୁଧବାର: ଚାକିରିଜୀବୀଙ୍କ ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର: ଘରେ ଖୁସିର ପରିବେଶ ରହିବ। ଶନିବାର: ନୂଆ ଦାୟିତ୍ବ ମିଳିବ।
ରବିବାର: ମନରେ ସକାରାତ୍ମକ ଭାବନା ଆସିବ। ସୋମ, ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଗୁରୁ ଓ ଶୁକ୍ରବାର: ରାଜନୀତିରେ ସଫଳତା ପାଇବେ। ଶନିବାର: ଖର୍ଚ୍ଚ ବଢ଼ିପାରେ।
ରବିବାର: ଛାତ୍ରଙ୍କୁ ଭଲ ପରିଣାମ ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଶନିବାର: ଭଲ ଖବର ପାଇବେ।
ରବିବାର: ନୂଆ କାମର ଆଗ୍ରହ ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: କାମ କରିବା ଶୈଳୀ ବଦଳାଇବେ। ଗୁରୁ ଓ ଶୁକ୍ରବାର: ବେପାରରେ ଲାଭ ହେବ। ଶନିବାର: ବିବାହ ସମସ୍ୟାର ସମାଧାନ ହେବ।
ରବିବାର: କାମ ଭଲ ଭାବେ ପୂରା ହେବ। ସୋମ, ମଙ୍ଗଳ ଓ ବୁଧବାର: ପାରିବାରିକ କାମ ସମାପ୍ତ କରିପାରିବେ। ଗୁରୁ ଓ ଶୁକ୍ରବାର: ପ୍ରଗତିରେ ବାଧା ଆସିପାରେ। ଶନିବାର: ସୁଖ ସମୃଦ୍ଧି ବୃଦ୍ଧି ହେବ।
ରବିବାର: ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ। ସୋମ, ମଙ୍ଗଳ ଓ ବୁଧବାର: ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ଜୀବନରେ ସୌହାର୍ଦ ବଢ଼ିବ। ଶନିବାର: ମନ ଉଦାସ ରହିବ।
ରବିବାର: ସମ୍ମାନିତ ଲୋକଙ୍କ ସହ ମିଶିବେ। ସୋମ, ମଙ୍ଗଳ ଓ ବୁଧବାର: ଜୀବନରେ କିଛି ପରିବର୍ତ୍ତନ ହେବ। ଗୁରୁ ଓ ଶୁକ୍ରବାର: କାରବାରରେ ସଫଳତା ପାଇବେ। ଶନିବାର: ପ୍ରେମ ଜୀବନ ମଧୁର ହେବ।
ରବିବାର: ଆୟରେ ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର: ଭାବିଥିବା କାମ ପୂରା ହେବ। ଗୁରୁ ଓ ଶୁକ୍ରବାର: ମାନସିକ ରୂପେ ଖୁସି ରହିବେ। ଶନିବାର: କାମରେ ମନ ଅଧିକ ଲାଗିବ।
ରବିବାର: ସାମାଜିକ କାର୍ଯ୍ୟରେ ସମୟ ଦେବେ। ସୋମ, ମଙ୍ଗଳ ଓ ବୁଧବାର: ଭଲ ଲୋକଙ୍କ ସହ ସାକ୍ଷାତ ହେବ। ଗୁରୁ ଓ ଶୁକ୍ରବାର: ପ୍ରତିଷ୍ଠା ବୃଦ୍ଧି ଲାଗି ସୁଯୋଗ ପାଇବେ। ଶନିବାର: ଧନଲାଭ ହେବ।
ରବିବାର: ସୁସମ୍ବାଦ ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ବଡ଼ ନିଷ୍ପତ୍ତି ନେଇପାରନ୍ତି। ଗୁରୁ ଓ ଶୁକ୍ରବାର: କାରବାରରେ ବୃଦ୍ଧି ହେବ। ଶନିବାର: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ।
ରବିବାର: ଲୋକଙ୍କ ସାହାଯ୍ୟ ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ନୂଆ କାମ ହାସଲ କରିବେ। ଗୁରୁ ଓ ଶୁକ୍ରବାର: ପରିବାରରେ ପ୍ରସନ୍ନତା ରହିବ। ଶନିବାର: ଭ୍ରମଣ ସୁଖଦ ରହିବ।