ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: କିଛି ନୂଆ ବନ୍ଧୁ ହୋଇପାରନ୍ତି। ମଙ୍ଗଳ ଓ ବୁଧବାର: ସବୁ କାମ ସହଜରେ ସଂପୂର୍ଣ୍ଣ କରିବେ। ଗୁରୁ, ଶୁକ୍ର ଓ ଶନିବାର: ପୂର୍ବ ବିବାଦ ପୁଣି ଦେଖାଦେଇପାରେ।

ରବି ଓ ସୋମବାର: ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ମଙ୍ଗଳ ଓ ବୁଧବାର: ଅଫିସ୍‌ରେ ନୂଆ କାମ ମିଳିପାରେ। ଗୁରୁ, ଶୁକ୍ର ଓ ଶନିବାର: ନୂଆ କୌଶଳରେ କାମ କରି ସଫଳତା ପାଇବେ।

ରବି ଓ ସୋମବାର: ବନ୍ଧୁର ସାହାଯ୍ୟ ନେଇପାରନ୍ତି। ମଙ୍ଗଳ ଓ ବୁଧବାର: ସରକାରୀ କାମରେ ସଫଳତା ପାଇବେ। ଗୁରୁ, ଶୁକ୍ର ଓ ଶନିବାର: କବିମାନଙ୍କ ଲାଗି ଭଲ ସମୟ।

ରବି ଓ ସୋମବାର: ପ୍ରିୟତମଙ୍କୁ ମନର କଥା କହିବେ। ମଙ୍ଗଳ ଓ ବୁଧବାର: କାମ ସକାରାତ୍ମକ ଭାବେ ସଂପୂର୍ଣ୍ଣ ହେବ। ଗୁରୁ, ଶୁକ୍ର ଓ ଶନିବାର: ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ମନ ଲାଗିବ।

ରବି ଓ ସୋମବାର: କୌଣସି ମାମଲାରେ ଭାବୁକ ହୋଇପାରନ୍ତି। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: ଜୀବନରେ ଖୁସି ଆସିବ।

ରବି ଓ ସୋମବାର: କାମ ସହଜରେ ସଂପୂର୍ଣ୍ଣ ହେବ। ମଙ୍ଗଳ ଓ ବୁଧବାର: ନବ ବିବାହିତଙ୍କ ଲାଗି ସମୟ ଭଲ। ଗୁରୁ, ଶୁକ୍ର ଓ ଶନିବାର: ବ୍ୟବସାୟରେ ଧନଲାଭ ହେବ।

ରବି ଓ ସୋମବାର: ପାରିବାରିକ ସମ୍ପର୍କ ବଢ଼ିବ। ମଙ୍ଗଳ ଓ ବୁଧବାର: କ୍ୟାରିୟର୍‌ ପାଇଁ ବଡ଼ ସୁଯୋଗ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ପ୍ରେମୀ ଯୁଗଳଙ୍କ ଲାଗି ସମୟ ଭଲ।

ରବି ଓ ସୋମବାର: କ୍ୟାରିୟର୍‌ରେ ଦିଗ ବଦଳାଇ ପାରନ୍ତି। ମଙ୍ଗଳ ଓ ବୁଧବାର: କୌଣସି କାମରେ ଯଥେଷ୍ଟ ଲାଭ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ସମାଜରେ ପ୍ରତିଷ୍ଠା ବଢ଼ିବ।

ରବି ଓ ସୋମବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ମଙ୍ଗଳ ଓ ବୁଧବାର: ମଞ୍ଚରେ ଅଭିନୟ ପାଇଁ ସୁଯୋଗ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ପରିବାରରେ ଅଶାନ୍ତି ଦୂର ହେବ।

ରବି ଓ ସୋମବାର: ସାମାଜିକ ଜୀବନ ଭଲ ରହିବ। ମଙ୍ଗଳ ଓ ବୁଧବାର: ଜୀବନସାଥୀଙ୍କ ପରାମର୍ଶ ଲାଭପ୍ରଦ ହେବ। ଗୁରୁ, ଶୁକ୍ର ଓ ଶନିବାର: ବ୍ୟବସାୟରେ ଲାଭ ହେବ।

ରବି ଓ ସୋମବାର: ନୂଆ କାମରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ। ଗୁରୁ, ଶୁକ୍ର ଓ ଶନିବାର: ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ।

ରବି ଓ ସୋମବାର: ଘରର ଦାୟିତ୍ବ ବଢ଼ିବ। ମଙ୍ଗଳ ଓ ବୁଧବାର: ଧନଲାଭର ସୁଯୋଗ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ବେପାର ବଢ଼ାଇବା ଲାଗି ନୂଆ ଯୋଜନା ଲାଗୁ କରିବେ।

ସମ୍ବନ୍ଧିତ ଖବର