ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଶତ୍ରୁଙ୍କୁ ଜୟ କରିବେ। ସୋମ ଓ ମଙ୍ଗଳବାର: ଉପାର୍ଜନ ପାଇଁ ନୂଆ ଉତ୍ସ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ସାମାଜିକ କାର୍ଯ୍ୟରେ ସମ୍ମାନ ବଢ଼ିବ। ଶନିବାର: ଧର୍ମ କାର୍ଯ୍ୟରେ ମନ ଲାଗିବ।

ରବିବାର: ଲେଖକଙ୍କ ଲାଗି ସମୟ ଭଲ। ସୋମ ଓ ମଙ୍ଗଳବାର: ପ୍ରେମ ଜୀବନ ଭଲ ରହିବ। ବୁଧ, ଗୁରୁ ଓ ଶୁକ୍ରବାର: କାମ ପାଇଁ ଚେଷ୍ଟାରେ ସଫଳ ହେବେ। ଶନିବାର: ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ରବିବାର: ଆୟ ବଢ଼ିବ। ସୋମ ଓ ମଙ୍ଗଳବାର: ରାଜନୀତିରେ ସଫଳତା ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ଛାତ୍ରମାନେ ଫଳ ଚିନ୍ତା ନ କରି ପରିଶ୍ରମ କରନ୍ତୁ। ଶନିବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: କାର୍ଯ୍ୟ ବ୍ୟସ୍ତତାରେ ରହିବେ। ବୁଧ, ଗୁରୁ ଓ ଶୁକବାର: ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଶନିବାର: ବେପାରରେ ଲାଭ ହେବ।

ରବିବାର: ଆର୍ଥିକ ଲାଭ ହେବ। ସୋମ ଓ ମଙ୍ଗଳବାର: ଚାକିରିରେ ଉନ୍ନତି ହେବ। ବୁଧ, ଗୁରୁ ଓ ଶୁକ୍ରବାର: କାରବାର ଦ୍ରୁତଗତିରେ ବୃଦ୍ଧି ହେବ। ଶନିବାର: ପ୍ରେମରେ ସଫଳତା ପାଇବେ।

ରବିବାର: ରଚନାତ୍ମକ କାମରେ ମନ ଲାଗିବ। ସୋମ ଓ ମଙ୍ଗଳବାର: ବଡ଼ ନିର୍ଣ୍ଣୟ ନେଇପାରନ୍ତି। ବୁଧ, ଗୁରୁ ଓ ଶୁକ୍ରବାର: ଧନଲାଭ ହେବ। ଶନିବାର: ବନ୍ଧୁ ମିଳନ।

ରବିବାର: କଷ୍ଟରୁ ମୁକ୍ତି ପାଇବେ। ସୋମ ଓ ମଙ୍ଗଳବାର: ଜୀବନସାଥୀଙ୍କୁ ଉପହାର ଦେବେ। ବୁଧ, ଗୁରୁ ଓ ଶୁକ୍ରବାର: ଚାକିରି ସୁଯୋଗ ଆସିବ। ଶନିବାର: ଖୁସି ଖବର ପାଇବେ।

ରବିବାର: ବ୍ୟବସାୟରେ ଉନ୍ନତି ହେବ। ସୋମ ଓ ମଙ୍ଗଳବାର: ପୂର୍ବ ସ୍ମୃତି ତାଜା ହେବ। ବୁଧ, ଗୁରୁ ଓ ଶୁକ୍ରବାର: କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ଲାଗି ନୂଆ ଅବସର ପାଇବେ। ଶନିବାର: ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ରବିବାର: ସମାଜରେ ମାନସମ୍ମାନ ପାଇବେ। ସୋମ ଓ ମଙ୍ଗଳବାର: ପ୍ରେମିକାଙ୍କୁ ଉପହାର ଦେବେ। ବୁଧ, ଗୁରୁ ଓ ଶୁକ୍ରବାର: କାମରେ ସଫଳତା ପାଇବେ। ଶନିବାର: ସୁସମ୍ବାଦ ପାଇବେ।

ରବିବାର: ବିଶେଷ କାମ ପୂରା ହେବ। ସୋମ ଓ ମଙ୍ଗଳବାର: ବେପାର ବୃଦ୍ଧି କରିବେ। ବୁଧ, ଗରୁ ଓ ଶୁକ୍ରବାର: ପ୍ରିୟତମଙ୍କ ସହିତ ସମ୍ବନ୍ଧରେ ସୁଧାର ହେବ। ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବିବାର: ସମ୍ଭବ ହେଲେ ନୂଆ କାମ ଆରମ୍ଭ କରନ୍ତୁ। ସୋମ ଓ ମଙ୍ଗଳବାର: କିଛି ଆଶା ପୂରଣ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ। ଶନିବାର: ପ୍ରିୟଜନ ମିଳନ।

ରବିବାର: ଜମିରେ ନିବେଶ ପାଇଁ ସମୟ ଭଲ। ସୋମ ଓ ମଙ୍ଗଳବାର: ଖୁସି ଖବର ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: କାମରେ ଲୋକଙ୍କ ସାହାଯ୍ୟ ପାଇବେ। ଶନିବାର: ବେପାରରେ ଲାଭ ହେବ।

ସମ୍ବନ୍ଧିତ ଖବର