ଜାଣନ୍ତୁ ଏ ସପ୍ତାହର ରାଶିଫଳ

 

ରବି ଓ ସୋମବାର: ସାମାଜିକ କାର୍ଯ୍ୟରେ ସମୟ ଦେବେ। ମଙ୍ଗଳ, ବୁଧ ଓ ଗୁରୁବାର: ବିଶେଷ କାମ ସଂପୂର୍ଣ୍ଣ ହେବ। ଶୁକ୍ର ଓ ଶନିବାର: ଧାର ଦେଇଥିବା ପଇସା ପାଇବେ।

 

ରବି ଓ ସୋମବାର: ପାରିବାରିକ ଖୁସିରେ ବୃଦ୍ଧି ହେବ। ମଙ୍ଗଳ, ବୁଧ ଓ ଗୁରୁବାର: କାମରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ। ଶୁକ୍ର ଓ ଶନିବାର: ଘରେ ସୁଖଶାନ୍ତି ବଜାୟ ରହିବ।

ରବି ଓ ସୋମବାର: ବିବାହ ପ୍ରସ୍ତାବ ଆସିପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ନୂଆ କାମ କରିବାରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ।

ରବି ଓ ସୋମବାର: ଧନଲାଭର ସୁଯୋଗ ଆସିବ। ମଙ୍ଗଳ, ବୁଧ ଓ ଗୁରୁବାର: ପାରିବାରିକ ସମସ୍ୟା ନେଇ ମନ ଅଶାନ୍ତ ରହିବ। ଶୁକ୍ର ଓ ଶନିବାର: ନୂଆ କାମ ହାସଲ କରିବେ।

ରବି ଓ ସୋମବାର: ଚିନ୍ତାମୁକ୍ତ ରହିବେ। ମଙ୍ଗଳ, ବୁଧ ଓ ଗୁରୁବାର: ଉଦ୍ଦେଶ୍ୟ ପୂର୍ତ୍ତି ପାଇଁ ସାହାଯ୍ୟ ପାଇବେ। ଶୁକ୍ର ଓ ଶନିବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ।

ରବି ଓ ସୋମବାର: ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ମଙ୍ଗଳ, ବୁଧ ଓ ଗୁରୁବାର: ଉନ୍ନତିର ନୂଆ ରାସ୍ତା ଖୋଲିବ। ଶୁକ୍ର ଓ ଶନିବାର: ବ୍ୟବସାୟରେ ଅଧିକ ଲାଭ ପାଇବେ।

 

ରବି ଓ ସୋମବାର: ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରୁହନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର: ଚାକିରିଆଙ୍କୁ ନୂଆ ଦାୟିତ୍ବ ମିଳିବ। ଶୁକ୍ର ଓ ଶନିବାର: ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ।

ରବି ଓ ସୋମବାର: ଲାଭର ଅବସର ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ନିଷ୍ପତ୍ତି ତରବରିଆରେ ନିଅନ୍ତୁ ନାହିଁ। ଶୁକ୍ର ଓ ଶନିବାର: କାମ ମନ୍ଥର ଗତିରେ ପୂରା ହେବ।

 

ରବି ଓ ସୋମବାର: ଅଧୁରା କାମ ପୂରା ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ। ଶୁକ୍ର ଓ ଶନିବାର: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ।

 

ରବିବାର: କ୍ୟାରିୟର ପାଇଁ ସୁଯୋଗ। ସୋମ ଓ ମଙ୍ଗଳବାର: ସମ୍ବନ୍ଧରେ ମଧୁରତା ଆସିବ। ବୁଧ ଓ ଗୁରୁବାର: ଘର ଖର୍ଚ୍ଚ ବଢ଼ିପାରେ। ଶୁକ୍ର ଓ ଶନିବାର: ବ୍ୟକ୍ତିତ୍ବରେ ବିକଶିତ ହେବ।

 

ରବି ଓ ସୋମବାର: ବନ୍ଧୁ ସହ ସମ୍ବନ୍ଧ ଭଲ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଅଧିକାରୀବର୍ଗ ଆପଣଙ୍କ କାମରେ ଖୁସି ହେବେ। ଶୁକ୍ର ଓ ଶନିବାର: ଜୀବନରେ କିଛି ପରିବର୍ତ୍ତନ ଆସିବ।

ରବି ଓ ସୋମବାର: ଘରକୁ ନୂଆ ବନ୍ଧୁ ଆସିବେ। ମଙ୍ଗଳ, ବୁଧ ଓ ଗୁରୁବାର: ମାନସିକ ସ୍ଥିରତା ଓ ଶାନ୍ତି ବଜାୟ ରହିବ। ଶୁକ୍ର ଓ ଶନିବାର: ଧାର୍ମିକ କାମରେ ଆସ୍ଥା ବଢ଼ିବ।

ସମ୍ବନ୍ଧିତ ଖବର