ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ସମ୍ବନ୍ଧରେ ସୁଧାର ଆଣିବେ। ମଙ୍ଗଳ ଓ ବୁଧବାର: ପୂର୍ବରୁ କରିଥିବା ଭୁଲ୍ ପାଇଁ ଅନୁତାପ କରିବେ। ଗୁରୁ, ଶୁକ୍ର ଓ ଶନିବାର: ବିବାହିତଙ୍କ ଲାଗି ସମୟ ଭଲ।

ରବି ଓ ସୋମବାର: ବଡ଼ ଯୋଜନା ଆରମ୍ଭ କରିପାରନ୍ତି। ମଙ୍ଗଳ ଓ ବୁଧବାର: ଚାକିରିରେ ଉନ୍ନତି ହେବ। ଗୁରୁ, ଶୁକ୍ର ଓ ଶନିବାର: ଚାକିରି ବୃତ୍ତିରେ ସଫଳତା ଓ ଲାଭ ପାଇବେ।

ରବି ଓ ସୋମବାର: କାହାରି ପ୍ରରୋଚନାରେ ପଡ଼ନ୍ତୁ ନାହିଁ। ମଙ୍ଗଳ ଓ ବୁଧବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: ବେପାରରେ ସଫଳତା ପାଇବେ।

ରବି ଓ ସୋମବାର: ନୂଆ କାମ ପାଇଁ ଚିନ୍ତା କରିବେ। ମଙ୍ଗଳ ଓ ବୁଧବାର: ବନ୍ଧୁର ସାହାଯ୍ୟ ନେବେ। ଗୁରୁ, ଶୁକ୍ର ଓ ଶନିବାର: ପ୍ରତ୍ୟେକ କ୍ଷେତ୍ରରେ ଭାଗ୍ୟର ସହଯୋଗ ପାଇବେ।

ରବି ଓ ସୋମବାର: କିଛି ମାମଲାରେ ଭାବୁକ ହୋଇପାରନ୍ତି। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଧନଲାଭ ହେବ। ଗୁରୁ, ଶୁକ୍ର ଓ ଶନିବାର: ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ।

ରବି ଓ ସୋମବାର: କାମ ସହଜରେ ପୂରା ହେବ। ମଙ୍ଗଳ ଓ ବୁଧବାର: ବକେୟା ଅର୍ଥ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ଆୟ ବୃଦ୍ଧି ଏବଂ ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।

ରବି ଓ ସୋମବାର: ବଡ଼ଭାଇର ସାହାଯ୍ୟ ପାଇବେ। ମଙ୍ଗଳ ଓ ବୁଧବାର: ମକଦ୍ଦମାରେ ଜୟଲାଭ କରିବେ। ଗୁରୁ, ଶୁକ୍ର ଓ ଶନିବାର: କଳାକାରଙ୍କ ଲାଗି ସମୟ ଭଲ ରହିବ।

ରବି ଓ ସୋମବାର: ବେପାରରେ ଲାଭ ହେବ। ମଙ୍ଗଳ ଓ ବୁଧବାର: ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଗୁରୁ, ଶୁକ୍ର ଓ ଶନିବାର: ନୂଆ କାମ ଆରମ୍ଭ ଏବଂ ପ୍ରେମରେ ସଫଳତା ପାଇବେ।

ରବି ଓ ସୋମବାର: ଭାବିଥିବା କାମ ପୂରା ହେବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ସବୁ ସମସ୍ୟାର ସମାଧାନ ହେବ।

ରବି ଓ ସୋମବାର: ମାନସମ୍ମାନରେ ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ଧନସଂପତ୍ତି ବୃଦ୍ଧି ହୋଇପାରେ। ଗୁରୁ, ଶୁକ୍ର ଓ ଶନିବାର: ପ୍ରିୟଜନଙ୍କୁ ମନର କଥା କହିବେ।

ରବି ଓ ସୋମବାର: ନୂଆ କାମ ମିଳିପାରେ। ମଙ୍ଗଳ ଓ ବୁଧବାର: ବ୍ୟକ୍ତିତ୍ବର ବିକଶିତ ହେବ। ଗୁରୁ, ଶୁକ୍ର ଓ ଶନିବାର: ନୂଆ ଚାକିରିର ସୁଯୋଗ ଆସିବ ଏବଂ ପ୍ରେମରେ ସଫଳତା ପାଇବେ।

ରବି ଓ ସୋମବାର: ଘର ପ୍ରତି ଦାୟିତ୍ବ ବଢ଼ିବ। ମଙ୍ଗଳ ଓ ବୁଧବାର: ରୋଜଗାରର ସୁଯୋଗ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ସମ୍ମାନଜନକ ଲୋକଙ୍କ ସହିତ ମିଶିବେ।

ସମ୍ବନ୍ଧିତ ଖବର