ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଘରେ ଶାନ୍ତି ବଜାୟ ରହିବ। ସୋମ ଓ ମଙ୍ଗଳବାର: ନୂଆ କାମ ଆରମ୍ଭ କରିପାରନ୍ତି। ବୁଧ, ଗୁରୁ ଓ ଶୁକ୍ରବାର: ବେପାରରେ ଲାଭ ହେବ। ଶନିବାର: ଶତ୍ରୁକୁ ପରାସ୍ତ କରିବେ।

ରବିବାର: ବଡ଼ ନିଷ୍ପତ୍ତି ନେଇପାରନ୍ତି। ସୋମ ଓ ମଙ୍ଗଳବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଜ୍ଞାନ ଓ ଭଲ ବିଚାର ବୃଦ୍ଧି ହେବ। ଶନିବାର: ନୂଆ ଦାୟିତ୍ବ ଗ୍ରହଣ କରିବେ।

ରବିବାର: ସବୁ ଅଶାନ୍ତି ଦୂର ହେବ। ସୋମ ଓ ମଙ୍ଗଳବାର: ଜମାପୁଞ୍ଜି ବୃଦ୍ଧି ହେବ। ବୁଧ, ଗୁରୁ ଓ ଶୁକ୍ରବାର: କଳାତ୍ମକ କାମରେ ମନ ଲାଗିବ। ଶନିବାର: ସାମାଜିକ ପରିସର ବୃଦ୍ଧି ହେବ।

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ବ୍ୟବସାୟୀଙ୍କ ଲାଗି ସମୟ ଉତ୍ତମ। ବୁଧ, ଗୁରୁ ଓ ଶୁକ୍ରବାର: ପରିବାରରେ ପ୍ରସନ୍ନତା ରହିବ। ଶନିବାର: କିଛି ନୂଆ ଶିଖିବେ।

ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ସମାଜରେ ପ୍ରତିଷ୍ଠା ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: କାରବାରରେ ଲାଭ ହେବ। ଶନିବାର: ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ରବିବାର: ନୂଆ କାମ କରିବା ପାଇଁ ଭାବିବେ। ସୋମ ଓ ମଙ୍ଗଳବାର: ଧନସଂପତ୍ତି ବୃଦ୍ଧି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ମନରେ ବିଶେଷ ବିଚାର ଆସିବ। ଶନିବାର: ଜୀବନରେ ସ୍ଥିରତା ବଜାୟ ରହିବ।

ରବିବାର: ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ସୋମ ଓ ମଙ୍ଗଳବାର: ଉନ୍ନତିର ନୂଆ ପଥ ଖୋଲିବ। ବୁଧ, ଗୁରୁ ଓ ଶୁକ୍ରବାର: ରାଜନୀତିରେ ସମ୍ମାନ ବଢ଼ିବ। ଶନିବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

ରବିବାର: ପୂର୍ବ କଥାକୁ ନେଇ ଚିନ୍ତିତ ରହିପାରନ୍ତି। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଦିଗୁଣା ବୃଦ୍ଧି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଶନିବାର: ଧନଲାଭ ହେବ।

ରବିବାର: ଭଲ ଖବର ପାଇବେ। ସୋମ ଓ ମଙ୍ଗଳବାର: ଚାକିରି ବଦଳାଇବାକୁ ମନସ୍ଥ କରିପାରନ୍ତି। ବୁଧ, ଗୁରୁ ଓ ଶୁକ୍ରବାର: ଦୋକାନୀଙ୍କୁ ଲାଭ ମିଳିବ। ଶନିବାର: ଅଫିସ୍‌ରେ ଅଧିକ କାମ କରିବେ।

ରବିବାର: ଅଧୁରା କାମ ପୂର୍ଣ୍ଣ ହେବ। ସୋମ ଓ ମଙ୍ଗଳବାର: ରାଜନୀତିକ କାର୍ଯ୍ୟରେ ସମୟ ବିତିବ। ବୁଧ, ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ଜୀବନରେ ସୁଖ ମିଳିବ। ଶନିବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ।

ରବିବାର: ନୂଆ ଲୋକଙ୍କ ସହିତ ସଂପର୍କ ହେବ। ସୋମ ଓ ମଙ୍ଗଳବାର: ଆର୍ଥିକ ଲାଭର ସମ୍ଭାବନା। ବୁଧ, ଗୁରୁ ଓ ଶୁକ୍ରବାର: ଛାତ୍ରଙ୍କୁ ଉତ୍ତମ ପରିଣାମ ମିଳିବ। ଶନିବାର: ସବୁ ଇଚ୍ଛା ପୂରଣ ହେବ।

ରବିବାର: କ୍ରୋଧ କଲେ କ୍ଷତି ହୋଇପାରେ। ସୋମ ଓ ମଙ୍ଗଳବାର: ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: ଉପାର୍ଜନ ଲାଗି ସୁଯୋଗ ପାଇବେ। ଶନିବାର: ପ୍ରିୟଜନ ମିଳନ।

ସମ୍ବନ୍ଧିତ ଖବର