ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର ସ୍ଥଗିତ ଥିବା କାମ ପୂରା ହେବ। ମଙ୍ଗଳ, ବୁଧ ଓ ଗୁରୁବାର ଘରର ପରିବେଶ ଭଲ ରହିବ। ଶୁକ୍ର ଓ ଶନିବାର କ୍ୟାରିୟର୍‌ରେ ଆଗକୁ ବଢ଼ିବା ଲାଗି ସୁଯୋଗ ଆସିବ।

ରବି ଓ ସୋମବାର ମନ ଶାନ୍ତ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର କାରବାର ଦ୍ରୁତଗତିରେ ବୃଦ୍ଧି ହେବ। ଶୁକ୍ର ଓ ଶନିବାର କୌଣସି ବଡ଼ ମାମଲାର ନିର୍ଣ୍ଣୟ ନେଇପାରନ୍ତି।

ରବି ଓ ସୋମବାର ଚାଲେଞ୍ଜ୍‌କୁ ଦୃଢ଼ ଭାବେ ମୁକାବିଲା କରିବେ। ମଙ୍ଗଳ, ବୁଧ ଓ ଗୁରୁବାର ଜୀବନକୁ ଉତ୍କୃଷ୍ଟ କରିବା ଲାଗି ଚେଷ୍ଟା କରିବେ। ଶୁକ୍ର ଓ ଶନିବାର ଦୋକାନୀଙ୍କୁ ଭଲ ଲାଭ ମିଳିବ।

ରବି ଓ ସୋମବାର କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର ଚାକିରି ବଦଳାଇବା ପାଇଁ ମନସ୍ଥ କରିପାରନ୍ତି। ଶୁକ୍ର ଓ ଶନିବାର ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ।

ରବି ଓ ସୋମବାର ଆର୍ଥିକ ଲାଭ ହୋଇପାରେ। ମଙ୍ଗଳ, ବୁଧ ଓ ଗୁରୁବାର ଆପଣା ଲୋକଙ୍କ ଠାରୁ ଖୁସି ଖବର ପାଇବେ। ଶୁକ୍ର ଓ ଶନିବାର ମନରେ ନୂଆ ନୂଆ ବିଚାର ଆସିବ।

ରବି ଓ ସୋମବାର ପୂର୍ବ ସ୍ମୃତି ତାଜା ହେବ। ମଙ୍ଗଳ, ବୁଧ ଓ ଗୁରୁବାର କୌଣସି ସମସ୍ୟାର ସମାଧାନ ପାଇପାରିବେ। ଶୁକ୍ର ଓ ଶନିବାର ଶୌର୍ଯ୍ୟ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ।

ରବି ଓ ସୋମବାର ଜମିରେ ନିବେଶ ପାଇଁ ସମୟ ଭଲ। ମଙ୍ଗଳ, ବୁଧ ଓ ଗୁରୁବାର ନୂଆ ଲୋକଙ୍କ ସହିତ ସଂପର୍କ ହେବ। ଶୁକ୍ର ଓ ଶନିବାର ପରିଶ୍ରମର ଭଲ ପରିଣାମ ପାଇବେ।

ରବି ଓ ସୋମବାର ରାଜନୀତିକ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର କ୍ରୋଧ କଲେ କ୍ଷତି ହୋଇପାରେ। ଶୁକ୍ର ଓ ଶନିବାର ପ୍ରତିଯୋଗୀ ଛାତ୍ରଙ୍କ ଲାଗି ସମୟ ଭଲ।

ରବି ଓ ସୋମବାର କୌଣସି ଖୁସି ଖବର ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। ଶୁକ୍ର ଓ ଶନିବାର ସାମାଜିକ ପରିସର ବୃଦ୍ଧି ହେବ।

ରବି ଓ ସୋମବାର ସବୁ ଅଶାନ୍ତି ଦୂର ହେବ। ମଙ୍ଗଳ, ବୁଧ ଓ ଗୁରୁବାର ଭଲ କାମ ପାଇଁ ପୁରସ୍କାର ପାଇବେ। ଶୁକ୍ର ଓ ଶନିବାର ସରକାରୀ କାମରେ ବଡ଼ ଲୋକଙ୍କ ସାହାଯ୍ୟ ପାଇବେ।

ରବି ଓ ସୋମବାର ଜୀବନସାଥୀଠୁଁ ଉପହାର ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର ଆଗକୁ ବଢ଼ିବା ସମୟ ଭଲ। ଶୁକ୍ର ଓ ଶନିବାର ଅଫିସ୍‌ରେ ଅଧିକ ପରିଶ୍ରମ କରି ବାକି କାମ ପୂରା କରିବେ।

ରବି ଓ ସୋମବାର ରାଜନୀତିରେ ମାନ ସମ୍ମାନ ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର ପିଲାମାନଙ୍କ ଲାଗି ଦରକାରୀ ଜିନିଷ କିଣିବେ। ଶୁକ୍ର ଓ ଶନିବାର କାମ ପାଇଁ ଚେଷ୍ଟାରେ ସଫଳ ହେବେ।

ସମ୍ବନ୍ଧିତ ଖବର