ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ବନ୍ଧୁମିଳନ। ସୋମ ଓ ମଙ୍ଗଳବାର: କିଛି ନୂଆ କରିବାକୁ ଭାବିବେ। ବୁଧ, ଗୁରୁ ଓ ଶୁକ୍ରବାର: ସବୁ ଅଶାନ୍ତି ଦୂର ହେବ। ଶନିବାର: ପରିବାରରେ ଉତ୍ସବ ଭଳି ପରିବେଶ ରହିବ।

ରବିବାର: ଭଲ ଖବର ପାଇବେ। ସୋମ ଓ ମଙ୍ଗଳବାର: ଜମିରେ ନିବେଶ କରିପାରନ୍ତି। ବୁଧ, ଗୁରୁ ଓ ଶୁକ୍ରବାର: ଲାଭର ଅବସର ପାଇବେ। ଶନିବାର: ଜୀବନରେ କିଛି ପରିବର୍ତ୍ତନ ଆସିବ।

ରବିବାର: ଗୁରୁତ୍ବପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ସୋମ ଓ ମଙ୍ଗଳବାର: ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବେ। ବୁଧ, ଗୁରୁ ଓ ଶୁକ୍ରବାର: ବିବାଦଠାରୁ ଦୂରରେ ରୁହନ୍ତୁ। ଶନିବାର: ପ୍ରେମ ଜୀବନ ଭଲ ରହିବ।

ରବିବାର: ଉଦ୍ୟମ କଲେ ସଫଳତା ମିଳିବ। ସୋମ ଓ ମଙ୍ଗଳବାର: କଳାତ୍ମକ ଓ ରଚନାତ୍ମକ କ୍ଷମତା ବୃଦ୍ଧି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ବୈବାହିକ ଜୀବନରେ ଖୁସି ପାଇବେ। ଶନିବାର: ଆର୍ଥିକ ସ୍ଥିତି ଭଲ ହେବ।

ରବିବାର: ପ୍ରେମ ଜୀବନ ଭଲ ରହିବ। ସୋମ ଓ ମଙ୍ଗଳବାର: ଲେଖାପଢ଼ାରେ ସଫଳତା ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ଆର୍ଥିକ ସ୍ଥିତି ମଜଭୁତ ରହିବ। ଶନିବାର: କାମର ବୋଝ ବଢ଼ିପାରେ।

ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ବିବାହିତ ଲୋକଙ୍କ ଲାଗି ସମୟ ଭଲ। ବୁଧ, ଗୁରୁ ଓ ଶୁକ୍ରବାର: ଆଗକୁ ବଢ଼ିବାର ରାସ୍ତା ପାଇବେ। ଶନିବାର: ବ୍ୟବସାୟରେ ଉନ୍ନତି ହେବ।

ରବିବାର: ନୂଆ କାମ କରିବେ। ସୋମ ଓ ମଙ୍ଗଳବାର: ପଦ ପ୍ରତିଷ୍ଠାରେ ବୃଦ୍ଧି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ମନରେ ନୂଆ ନୂଆ ବିଚାର ଆସିବ। ଶନିବାର: ଆୟ ବୃଦ୍ଧି ହେବ।

ରବିବାର: ଅନ୍ୟଙ୍କୁ ସାହାଯ୍ୟ କରିବେ। ସୋମ ଓ ମଙ୍ଗଳବାର: ନୂଆ ବ୍ୟବସାୟ କରିବାକୁ ଭାବିବେ। ବୁଧ, ଗୁରୁ ଓ ଶୁକ୍ରବାର: ରାଜନୀତିରେ ସଫଳତା ପାଇବେ। ଶନିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ରବିବାର: ତର୍କଶକ୍ତିକୁ ମଜଭୁତ ରଖନ୍ତୁ। ସୋମ ଓ ମଙ୍ଗଳବାର: ଧର୍ମକାର୍ଯ୍ୟ ପ୍ରତି ଆସ୍ଥା ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: କାରବାରରେ ଯଥେଷ୍ଟ ଲାଭ ପାଇବେ। ଶନିବାର: ରାଜନୀତିରେ ସଫଳତା ପାଇବେ।

ରବିବାର: ଶତ୍ରୁ ଦବି ରହିବେ। ସୋମ ଓ ମଙ୍ଗଳବାର: ବିଶେଷ କାର୍ଯ୍ୟରେ ବାଧା ଉପୁଜିପାରେ। ବୁଧ, ଗୁରୁ ଓ ଶୁକ୍ରବାର: ନୂଆ କାମରେ ଆଶାନୁରୂପ ଫଳ ପାଇବେ। ଶନିବାର: ସୁସମ୍ବାଦ ପାଇବେ।

ରବିବାର: ସବୁ ଅଶାନ୍ତି ଦୂର ହେବ। ସୋମ ଓ ମଙ୍ଗଳବାର: ବେପାରରେ ଧନଲାଭ ହେବ। ବୁଧ ଓ ଗୁରୁବାର: ରାଜନୈତିକ ପରିସର ବଢ଼ିବ। ଶନିବାର: ଭାଗ୍ୟୋନ୍ନତି ହେବ।

ରବିବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ସୋମ ଓ ମଙ୍ଗଳବାର: ଚାଲେଞ୍ଜକୁ ଦୃଢ଼ ଭାବେ ମୁକାବିଲା କରିବେ। ବୁଧ, ଗୁରୁ ଓ ଶୁକ୍ରବାର: ବୈବାହିକ ଜୀବନ ଭଲ ରହିବ। ଶନିବାର: ବନ୍ଧୁଙ୍କ ସହ ମତଭେଦ ହେବ।

ସମ୍ବନ୍ଧିତ ଖବର