ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ବିଚାର ସକାରାତ୍ମକ ରହିବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ଶୁକ୍ର ଓ ଶନିବାର: ନୂଆ ଚାକିରିର ସୁଯୋଗ ଅଛି।

ରବିବାର: ଭଲ ସୁଯୋଗ ପାଇବେ। ସୋମ ଓ ମଙ୍ଗଳବାର: ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ବୁଧ ଓ ଗୁରୁବାର: କାମର ବୋଝ ଅଧିକ ରହିବ। ଶୁକ୍ର ଓ ଶନିବାର: ସବୁ ଚିନ୍ତା ଦୂର ହେବ।

ରବିବାର: ମାନସିକ ରୂପେ ଖୁସି ରହିବେ। ସୋମ ଓ ମଙ୍ଗଳବାର: ଅଧୁରା କାମ ପୂରା ହେବ। ବୁଧ ଓ ଗୁରୁବାର: ବ୍ୟବସାୟରେ ଲାଭ ପାଇବେ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ।

ରବିବାର: ଜମିରେ ନିବେଶ କରିପାରନ୍ତି। ସୋମ ଓ ମଙ୍ଗଳବାର: ରଚନାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ବୁଧ ଓ ଗୁରୁବାର: ଲୋକପ୍ରିୟତା ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ନବଦମ୍ପତିଙ୍କ ଲାଗି ସମୟ ଭଲ।

ରବିବାର: କାର୍ଯ୍ୟ ଭଲ ଭାବେ କରିବେ। ସୋମ ଓ ମଙ୍ଗଳବାର: ରାଜନୀତିରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ଧନଲାଭର ନୂଆ ମାର୍ଗ ଖୋଲିବ। ଶୁକ୍ର ଓ ଶନିବାର: ପାରିବାରିକ ଦାୟିତ୍ବ ବଢ଼ିବ।

ରବିବାର: କ୍ଳେଶ ଦୂର ହେବ। ସୋମ ଓ ମଙ୍ଗଳବାର: ଅଫିସ୍‌ରେ ନୂଆ କାମ ମିଳିପାରେ। ବୁଧ ଓ ଗୁରୁବାର: ଚାକିରିରେ ପଦୋନ୍ନତି ଯୋଗ ଅଛି। ଶୁକ୍ର ଓ ଶନିବାର: ପ୍ରେମ ଜୀବନ ଭଲ ରହିବ।

ରବିବାର: ଛାତ୍ର କିଛି ନୂଆ ଶିଖିବେ। ସୋମ ଓ ମଙ୍ଗଳବାର: ବ୍ୟବସାୟୀଙ୍କ ଲାଗି ସମୟ ଭଲ। ବୁଧ ଓ ଗୁରୁବାର: ସବୁ କଷ୍ଟ ନିବାରଣ ହେବ। ଶୁକ୍ର ଓ ଶନିବାର: ଧାର ଦେଇଥିବା ଅର୍ଥ ପାଇବେ।

ରବିବାର: ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ସୋମ ଓ ମଙ୍ଗଳବାର: ଭାବିଥିବା କାମ ସଂପୂର୍ଣ୍ଣ ହେବ। ବୁଧ ଓ ଗୁରୁବାର: ଜୀବନସାଥୀଙ୍କୁ ଉପହାର ଦେବେ। ଶୁକ୍ର ଓ ଶନିବାର: ଭଲ ଚାକିରିର ସୁଯୋଗ ଆସିବ।

ରବିବାର: ପ୍ରିୟବନ୍ଧୁ ସହ ମିଶିବେ। ସୋମ ଓ ମଙ୍ଗଳବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ବୁଧ ଓ ଗୁରୁବାର: ଜୀବନକୁ ଭଲ କରିବା ଲାଗି ଚେଷ୍ଟା କରିବେ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ଖୁସି ଆସିବ।

ରବିବାର: ଆୟ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ଜୀବନସାଥୀର ଇଚ୍ଛା ପୂରା କରିବେ। ବୁଧ ଓ ଗୁରୁବାର: ମକଦ୍ଦମାରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ନୂଆ କାମ ପାଇବେ।

ରବିବାର: କାମର ଗତି ବଢ଼ିବ। ସୋମ ଓ ମଙ୍ଗଳବାର: ପାରିବାରିକ ଜୀବନ ଭଲ ରହିବ। ବୁଧ ଓ ଗୁରୁବାର: କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ। ଶୁକ୍ର ଓ ଶନିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ରବିବାର: ଶିକ୍ଷାର୍ଥୀଙ୍କ ଲାଗି ସମୟ ଭଲ। ସୋମ ଓ ମଙ୍ଗଳବାର: କାମ ମନ୍ଥର ଗତିରେ ପୂରା ହେବ। ବୁଧ ଓ ଗୁରୁବାର: ସଂପତ୍ତି ବୃଦ୍ଧି ହୋଇପାରେ। ଶୁକ୍ର ଓ ଶନିବାର: ସମ୍ବନ୍ଧରେ ମଧୁରତା ଆସିବ।

ସମ୍ବନ୍ଧିତ ଖବର