/sambad/media/post_attachments/wp-content/uploads/2017/11/ms-1.jpg)
ରବି ଓ ସୋମବାର: ସମସ୍ୟାର ସମାଧାନ ବାହାରିବ। ମଙ୍ଗଳ ଓ ବୁଧବାର: ପ୍ରେମ ଜୀବନ ଭଲ ରହିବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଦିଗୁଣା ବୃଦ୍ଧି ହେବ। ଶନିବାର: ସମାଜରେ ପ୍ରଭାବ ବଢ଼ିବ।
/sambad/media/post_attachments/wp-content/uploads/2017/11/brus-290x300.jpg)
ରବି ଓ ସୋମବାର: ଯୋଜନା ପରିବର୍ତ୍ତନ କରିବେ। ମଙ୍ଗଳ ଓ ବୁଧବାର: ଧାର ଦେଇଥିବା ପଇସା ପାଇବେ। ଗୁରୁ ଓ ଶୁକ୍ରବାର: ଧନଲାଭର ନୂଆ ରାସ୍ତା ଖୋଲିବ। ଶନିବାର: ଶତ୍ରୁଙ୍କୁ ଜୟ କରିବେ।
/sambad/media/post_attachments/wp-content/uploads/2017/11/mithun.jpg)
ରବି ଓ ସୋମବାର: ଭାଇଭଉଣୀ ସହିତ ସମ୍ବନ୍ଧ ଭଲ ରହିବ। ମଙ୍ଗଳ ଓ ବୁଧବାର: ବେପାର ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ଶନିବାର: ପ୍ରେମ ଜୀବନ ମଧୁର ରହିବ।
/sambad/media/post_attachments/wp-content/uploads/2017/11/karkat.jpg)
ରବି ଓ ସୋମବାର: ପାରିବାରିକ ଖୁସି ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: କର୍ମ କ୍ଷେତ୍ରରେ ପ୍ରଶଂସା ପାଇବେ। ଗୁରୁ ଓ ଶୁକ୍ରବାର: ପ୍ରିୟଜନଠାରୁ ଉପହାର ପାଇବେ। ଶନିବାର: ଅଧୁରା କାମ ପୂରା ହେବ।
/sambad/media/post_attachments/wp-content/uploads/2017/11/singha.jpg)
ରବି ଓ ସୋମବାର: ଅର୍ଥ ଅଭାବ ଅନୁଭବ କରିବେ। ମଙ୍ଗଳ ଓ ବୁଧବାର: କିଣାବିକା ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର: ଜୀବନସାଥୀଙ୍କୁ ଉପହାର ଦେବେ। ଶନିବାର: ନୂଆ କୌଶଳ ଶିଖିବେ।
/sambad/media/post_attachments/wp-content/uploads/2017/11/kanya.jpg)
ରବି ଓ ସୋମାବାର: ରାଜନୀତିରେ ମାନସମ୍ମାନ ବଢ଼ିବ। ମଙ୍ଗଳ ଓ ବୁଧବାର: ସନ୍ତାନ ପ୍ରତି ବିଶ୍ବାସ ବଢ଼ିବ। ଗୁରୁ ଓ ଶୁକ୍ରବାର: ନୂଆ କାମ ପାଇବେ। ଶନିବାର: ପ୍ରେମ ଜୀବନ ଭଲ ରହିବ।
/sambad/media/post_attachments/wp-content/uploads/2017/11/tula.jpg)
ରବି ଓ ସୋମବାର: ବିଚାରରେ ସକାରାତ୍ମକ ଭାବନା ବଜାୟ ରହିବ। ମଙ୍ଗଳ ଓ ବୁଧବାର: ଆୟ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: କୌଣସି ଜ୍ଞାନକଥା ଶୁଣିବେ। ଶନିବାର: ନୂଆ କାମ ହାସଲ କରିବେ।
/sambad/media/post_attachments/wp-content/uploads/2017/11/bicha.jpg)
ରବି ଓ ସୋମବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ମଙ୍ଗଳ ଓ ବୁଧବାର: କାର୍ଯ୍ୟ କ୍ଷେତ୍ରରେ ନୂଆ କଥା ଶିଖିବେ। ଗୁରୁ ଓ ଶୁକ୍ରବାର: ସମ୍ବନ୍ଧରେ ମଧୁରତା ଆସିବ। ଶନିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
/sambad/media/post_attachments/wp-content/uploads/2017/10/dhanu.jpg)
ରବି ଓ ସୋମବାର: ବନ୍ଧୁର ସାହାଯ୍ୟ ନେଇପାରନ୍ତି। ମଙ୍ଗଳ ଓ ବୁଧବାର: ଭାଗ୍ୟ ବୃଦ୍ଧି ପାଇଁ ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଉନ୍ନତି ହେବ। ଶନିବାର: ସଂପତ୍ତି ବୃଦ୍ଧି ହୋଇପାରେ।
/sambad/media/post_attachments/wp-content/uploads/2017/11/makar.jpg)
ରବି ଓ ସୋମବାର: ନୂଆ କାମ ପାଇଁ ଚିନ୍ତା କରିବେ। ମଙ୍ଗଳ ଓ ବୁଧବାର: ଶିକ୍ଷାର୍ଥୀଙ୍କୁ ଯଥେଷ୍ଟ ସଫଳତା ମିଳିବ। ଗୁରୁ ଓ ଶୁକ୍ରବାର: ସବୁ ଇଚ୍ଛା ପୂରଣ ହେବ। ଶନିବାର: ଚାକିରିରେ ଉନ୍ନତି ହେବ।
/sambad/media/post_attachments/wp-content/uploads/2017/11/kumbha.jpg)
ରବି ଓ ସୋମବାର: କୌଣସି କାମରେ ଆହ୍ବାନ ଆସିବ। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଗୁରୁ ଓ ଶୁକ୍ରବାର: ବେପାରରେ ଲାଭ ହେବ। ଶନିବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ।
ରବି ଓ ସୋମବାର: ବେପାରରେ ଲାଭ ହେବ। ମଙ୍ଗଳ ଓ ବୁଧବାର: କାମ ପ୍ରତି ଏକାଗ୍ରତା ବଜାୟ ରହିବ। ଗୁରୁ ଓ ଶୁକ୍ରବାର: ଆମଦାନିର ନୂଆ ଉତ୍ସ ମିଳିବ। ଶନିବାର: ଚାକିରିରେ ବଦଳି ହୋଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/weekly-rasifal.jpg)