ରବିବାର: ଘରର କ୍ଳେଶ ଦୂର ହେବ। ସୋମ, ମଙ୍ଗଳ ଓ ବୁଧବାର: କଳାତ୍ମକ କାମରେ ମନ ଲାଗିବ। ଗୁରୁ, ଶୁକ୍ର ଓ ଶନିବାର: ମାନସିକ ସ୍ଥିରତା ଓ ଶାନ୍ତି ବଜାୟ ରହିବ।
ରବିବାର: ଇଚ୍ଛା ପୂର୍ଣ୍ଣ ହେବ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟୀଙ୍କ ଲାଗି ସମୟ ଭଲ। ଗୁରୁ, ଶୁକ୍ର ଓ ଶନିବାର: କବିମାନଙ୍କ ଲାଗି ସମୟ ମହତ୍ତ୍ବପୂର୍ଣ୍ଣ ରହିବ।
ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ, ମଙ୍ଗଳ ଓ ବୁଧବାର: ନୂଆ ବେପାର ଆରମ୍ଭ କରିବା ଲାଗି ସମୟ ଶୁଭ। ଗୁରୁ, ଶୁକ୍ର ଓ ଶନିବାର: ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ।
ରବିବାର: ଧନଲାଭ ହେବ। ସୋମ, ମଙ୍ଗଳ ଓ ବୁଧବାର: ବିବାହିତାଙ୍କ ଲାଗି ସମୟ ଭଲ। ଗୁରୁ, ଶୁକ୍ର ଓ ଶନିବାର: ବିଶେଷ କାମରେ ଅନ୍ୟମାନଙ୍କର ସାହାଯ୍ୟ ପାଇବେ।
ରବିବାର: ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ସୋମ, ମଙ୍ଗଳ ଓ ବୁଧବାର: କମ୍ ପରିଶ୍ରମରେ ଅଧିକ ଫଳ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ବିଶେଷ ବ୍ୟକ୍ତିଙ୍କଠାରୁ ପ୍ରେରଣା ପାଇବେ।
ରବିବାର: ବେପାରରେ ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର: କାମରେ ଲାଗି ରହିଥିବା ବାଧା ଦୂର ହେବ। ଗୁରୁ, ଶୁକ୍ର ଓ ଶନିବାର: ପ୍ରେମିକ ପ୍ରେମିକାଙ୍କ ଲାଗି ସମୟ ଭଲ।
ରବିବାର: ମନ ଉଦାସ ରହିବ। ସୋମ, ମଙ୍ଗଳ ଓ ବୁଧବାର: କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଗୁରୁ, ଶୁକ୍ର ଓ ଶନିବାର: ଚାକିରି ଓ ବ୍ୟବସାୟରେ ସଫଳତା ପାଇବେ।
ରବିବାର: ବାକିଥିବା କାମ ପୂରଣ ହେବ। ସୋମ, ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତି ଚିନ୍ତାଜନକ ରହିପାରେ। ଗୁରୁ, ଶୁକ୍ର ଓ ଶନିବାର: କୌଣସି ବଡ଼ କାମ ଅାରମ୍ଭ କରିପାରନ୍ତି।
ରବିବାର: ପ୍ରିୟବନ୍ଧୁ ସହ ଦେଖା ହେବ। ସୋମ, ମଙ୍ଗଳ ଓ ବୁଧବାର: ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ଧାର ନେବାଦେବାରୁ ନିବୃତ୍ତ ରହନ୍ତୁ।
ରବିବାର: ଗବେଷଣା କାମରେ ମନ ଲାଗିବ। ସୋମ, ମଙ୍ଗଳ ଓ ବୁଧବାର: ଜୀବନରେ କିଛି ପରିବର୍ତ୍ତନ ଆସିବ। ଗୁରୁ, ଶୁକ୍ର ଓ ଶନିବାର: ନୂଆ କାମ କରିବା ଲାଗି ଚିନ୍ତା କରିବେ।
ରବିବାର: ଜମିରେ ନିବେଶ କରିପାରନ୍ତି। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ବକେୟା ଅର୍ଥ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ଭାଗ୍ୟ ବଦଳାଇବା ପାଇଁ ଅବସର ପାଇବେ।
ରବିବାର: କଳାକାରଙ୍କୁ ଲାଭ ମିଳିବ। ସୋମ, ମଙ୍ଗଳ ଓ ବୁଧବାର: କ୍ରୋଧ କଲେ କାମରେ କ୍ଷତି ହୋଇପାରେ। ଗୁରୁ, ଶୁକ୍ର ଓ ଶନିବାର: ପ୍ରିୟବନ୍ଧୁ ସହ ମିଶିବାର ସୁଯୋଗ ପାଇବେ।