ଜାଣନ୍ତୁ ଏ ସପ୍ତାହର ରାଶିଫଳ

 

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ଜୀବନରେ ଖୁସିର ଆଗମନ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଲାଭ ପାଇବେ। ଶନିବାର: କିଛି ଆଶା ପୂରଣ ହେବ।

 

ରବିବାର: ଅନ୍ତରଙ୍ଗ ବନ୍ଧୁ ସହ ମିଶିବେ। ସୋମ ଓ ମଙ୍ଗଳବାର: କୌଣସି ଜ୍ଞାନ କଥା ଶୁଣିବେ। ବୁଧ, ଗୁରୁ ଓ ଶୁକ୍ରବାର: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଶନିବାର: ଆୟ ବୃଦ୍ଧି ହେବ।

ରବିବାର: ଚିନ୍ତାମୁକ୍ତ ରହିବେ। ସୋମ ଓ ମଙ୍ଗଳବାର: ଉନ୍ନତି ଲାଗି ନୂଆ ସାଧନ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଶନିବାର: ବ୍ୟକ୍ତିତ୍ବରେ ବିକଶିତ ହେବ।

ରବିବାର: କାମର ଗତି ବଢ଼ିବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ସଫଳତା ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ନିଜକୁ ସୁସ୍ଥସବଳ ଅନୁଭବ କରିବେ। ଶନିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ରବିବାର: ମନ ଶାନ୍ତ ରଖନ୍ତୁ। ସୋମ ଓ ମଙ୍ଗଳବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ଶନିବାର: ଧନଲାଭ ହେବ।

ରବିବାର: ନୂଆ ଦାୟିତ୍ବ ଜଲ୍‌ଦି ପାଇବେ। ସୋମ ଓ ମଙ୍ଗଳବାର: କାରବାରରେ ଲାଭ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଭାଗ୍ୟ ବୃଦ୍ଧିର ଅବସର ପାଇବେ। ଶନିବାର: ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

 

ରବିବାର: ସୁସମ୍ବାଦ ପାଇବେ। ସୋମ ଓ ମଙ୍ଗଳବାର: ଚାକିରିରେ ପଦୋନ୍ନତି ମିଳିପାରେ। ବୁଧ, ଗୁରୁ ଓ ଶୁକ୍ରବାର: ଧନଲାଭର ସୁଯୋଗ ପାଇବେ। ଶନିବାର: ଦାମ୍ପତ୍ୟ ଜୀବନ ପ୍ରତିମୟ ହେବ।

ରବିବାର: ଭାବିଥିବା କାମ ସଂପୂର୍ଣ୍ଣ ହେବ। ସୋମ ଓ ମଙ୍ଗଳବାର: ସାମାଜିକ ଜୀବନ ଭଲ ରହିବ। ବୁଧ, ଗୁରୁ ଓ ଶୁକ୍ରବାର: କିଛି ନୂଆ କରିବାର ଆଗ୍ରହ ବଢ଼ିବ। ଶନିବାର: ମନ ଉଦାସ ରହିବ।

 

ରବିବାର: ବନ୍ଧୁ ମିଳନ। ସୋମ ଓ ମଙ୍ଗଳବାର: ଲାଭର ଅବସର ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଢ଼ିବ। ଶନିବାର: ଭଲ ଖବର ପାଇବେ।

 

ରବିବାର: କିଛି ଆଶା ପୂରଣ ହେବ। ସୋମ ଓ ମଙ୍ଗଳବାର: ପୁରୁଣା ବିବାଦ ସମ୍ମୁଖକୁ ଆସିପାରେ। ବୁଧ, ଗୁରୁ ଓ ଶୁକ୍ରବାର: ରୋଜଗାରର ସୁଯୋଗ ରହିଛି। ଶନିବାର: ଲୋକପ୍ରିୟତା ବଢ଼ିବ।

 

ରବିବାର: ଆୟ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ଭଲ ଲୋକଙ୍କ ସହ ସାକ୍ଷାତ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଅଫିସ୍‌ରେ ନୂଆ କାମ ମିଳିପାରେ। ଶନିବାର: ପ୍ରେମ ଜୀବନ ଭଲ ରହିବ।

ରବିବାର: ଆପଣଙ୍କୁ ଲାଭ ମିଳିବ। ସୋମ ଓ ମଙ୍ଗଳବାର: ନୂଆ ଲକ୍ଷ୍ୟ ହାସଲ କରିବେ। ବୁଧ, ଗୁରୁ ଓ ଶୁକ୍ରବାର: ଜମି ମାମଲାରେ ସଫଳତା ପାଇବେ। ଶନିବାର: ସାମାଜିକ କାର୍ଯ୍ୟରେ ସାହାଯ୍ୟ କରିବେ।

ସମ୍ବନ୍ଧିତ ଖବର