ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର: ଲାଭ ମିଳିପାରେ। ଗୁରୁ ଓ ଶୁକ୍ରବାର: ମନରେ ନୂଆ ନୂଆ ବିଚାର ଆସିବ। ଶନିବାର: ସ୍ବାସ୍ଥ୍ୟରେ ସୁଧାର ଆସିବ।

ରବିବାର: ସବୁ ଚିନ୍ତା ଦୂର ହେବ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଲାଭ ହେବ। ଗୁରୁ ଓ ଶୁକ୍ରବାର: ଘରର ନୂଆ ଦାୟିତ୍ବ ବହନ କରିବେ। ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବିବାର: ବିବାଦଠୁ ଦୂରରେ ରୁହନ୍ତୁ। ସୋମ, ମଙ୍ଗଳ ଓ ବୁଧବାର: ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହି‌େବ। ଗୁରୁ ଓ ଶୁକ୍ରବାର: କାମରେ ବାଧା ଦୂର ହେବ। ଶନିବାର: ଧନଲାଭ ହେବ।

ରବିବାର: ଉନ୍ନତି ପାଇଁ ମାର୍ଗ ଖୋଲିବ। ସୋମ, ମଙ୍ଗଳ ଓ ବୁଧବାର: ପ୍ରେମ ଜୀବନ ଭଲ ରହିବ। ଗୁରୁ ଓ ଶୁକ୍ରବାର: ସମାଜିକ ପରିସର ବୃଦ୍ଧି ହେବ। ଶନିବାର: ବେପାରରେ ଲାଭ ପାଇବେ।

ରବିବାର: ଆଶା ପୂରଣ ହେବ। ସୋମ, ମଙ୍ଗଳ ଓ ବୁଧବାର: ପରିବାରରେ କ୍ଳେଶ ଦୂର ହେବ। ଗୁରୁ ଓ ଶୁକ୍ରବାର: କାରବାରରେ ଲାଭ ହେବ। ଶନିବାର: ଧର୍ମ କାର୍ଯ୍ୟରେ ମନ ଲାଗିବ।

ରବିବାର: ସମ୍ବନ୍ଧରେ ମଧୁରତା ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ପରିଶ୍ରମର ଫଳ ପାଇବେ। ଗୁରୁ ଓ ଶୁକ୍ରବାର: ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଶନିବାର: ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରୁହନ୍ତୁ।

ରବିବାର: ସମସ୍ୟାର ସମାଧାନ ବାହାରିବ। ସୋମ, ମଙ୍ଗଳ ଓ ବୁଧବାର: ମାନସମ୍ମାନରେ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଶତ୍ରୁଙ୍କୁ ପରାସ୍ତ କରିବେ। ଶନିବାର: ପ୍ରେମ ଜୀବନ ମଧୁର ହେବ।

ରବିବାର: ବେପାରରେ ଉନ୍ନତି ହେବ। ସୋମ, ମଙ୍ଗଳ ଓ ବୁଧବାର: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଗୁରୁ ଓ ଶୁକ୍ରବାର: ଧନପ୍ରାପ୍ତି ହେବ। ଶନିବାର: ଚାକିରିରେ ଉନ୍ନତି ହେବ।

ରବିବାର: ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ସୋମ, ମଙ୍ଗଳ ଓ ବୁଧବାର: ବେପାରରେ ଉନ୍ନତି ହେବ। ଗୁରୁ ଓ ଶୁକ୍ରବାର: ଘରକୁ କୁଣିଆ ଆସିବେ। ଶନିବାର: ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ରବିବାର: କୌଣସି ବଡ଼ ନିର୍ଣ୍ଣୟ ନେଇପାରନ୍ତି। ସୋମ, ମଙ୍ଗଳ ଓ ବୁଧବାର: ପରିଶ୍ରମର ଫଳ ପାଇବେ। ଗୁରୁ ଓ ଶୁକ୍ରବାର: ବେପାରରେ ଉନ୍ନତି ହେବ। ଶନିବାର: ବନ୍ଧୁ ମିଳନ।

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ, ମଙ୍ଗଳ ଓ ବୁଧବାର: ପରିଜନଙ୍କ ସହ ଭଲ ସାମଞ୍ଜସ୍ୟ ରହିବ। ଗୁରୁ ଓ ଶୁକ୍ରବାର: କାମରେ ସଫଳତା ପାଇବେ। ଶନିବାର: ଧନଲାଭ ହେବ।

ରବିବାର: ପ୍ରେମ ସମ୍ବନ୍ଧରେ ଗାଢ଼ତା ଆସିବ। ସୋମ, ମଙ୍ଗଳ ଓ ବୁଧବାର: କାମରେ ପ୍ରସିଦ୍ଧି ଅର୍ଜନ କରିବେ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଉନ୍ନତି ହେବ। ଶନିବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ।

ସମ୍ବନ୍ଧିତ ଖବର