publive-image

Advertisment

ରବିବାର: ବ୍ୟବସାୟରେ ଲାଭ ମିଳିବ। ମଙ୍ଗଳ ଓ ବୁଧବାର: ପୂର୍ବକଥାକୁ ନେଇ ଚିନ୍ତିତ ରହିବେ। ଗୁରୁ ଓ ଶୁକ୍ରବାର: ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ଶନିବାର: ବେପାରରେ ଉନ୍ନତି ହେବ।

publive-image

ରବି ଓ ସୋମବାର: କାର୍ଯ୍ୟବ୍ୟସ୍ତତା ବଢ଼ିବ। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଗୁରୁ ଓ ଶୁକ୍ରବାର: ବେକାରଙ୍କୁ ରୋଜଗାର ମିଳିବ। ଶନିବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ।

publive-image

ରବି ଓ ସୋମବାର: ବ୍ୟବସାୟରେ ଉନ୍ନତି ହେବ। ମଙ୍ଗଳ ଓ ବୁଧବାର: କାମର ପ୍ରଶଂସା ହେବ। ଗୁରୁ ଓ ଶୁକ୍ରବାର: ଜୀବନସାଥୀଙ୍କ ସହ ସମ୍ବନ୍ଧ ମଧୁର ହେବ। ଶନିବାର: ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରୁହନ୍ତୁ।

publive-image

ରବି ଓ ସୋମବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ମଙ୍ଗଳ ଓ ବୁଧବାର: ଆୟର ନୂଆ ଉତ୍ସ ଆସିପାରେ। ଗୁରୁ ଓ ଶୁକ୍ରବାର: ପ୍ରତିଟି କ୍ଷେତ୍ରରେ ସଫଳତା ପାଇବେ। ଶନିବାର: ପ୍ରେମ ଜୀବନ ଭଲ ରହିବ।

publive-image

ରବି ଓ ସୋମବାର: ନୂଆ ଲୋକଙ୍କ ସହ ସଂପର୍କ ହେବ। ମଙ୍ଗଳ ଓ ବୁଧବାର: ଉପାର୍ଜନ ଲାଗି ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: କାରବାରରେ ସଫଳତା ପାଇବେ। ଶନିବାର: ଶତ୍ରୁଙ୍କୁ ପରାସ୍ତ କରିବେ।

publive-image

ରବି ଓ ସୋମବାର: ଧନଲାଭ ହେବ। ମଙ୍ଗଳ ଓ ବୁଧବାର: ଜୀବନକୁ ସୁନ୍ଦର କରିବାର ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ବେପାରରେ ଲାଭ ହେବ। ଶନିବାର: ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ ହୋଇପାରେ।

publive-image

ରବି ଓ ସୋମବାର: ଘରକୁ କୁଣିଆ ଆସିବେ। ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ଗୁରୁ ଓ ଶୁକ୍ରବାର: ଅଧୁରା କାମ ପୂରା କରିବେ। ଶନିବାର: ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।

publive-image

ରବି ଓ ସୋମବାର: ପ୍ରୟାସରେ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର: ବ୍ୟବସାୟୀଙ୍କ ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର: ଶିକ୍ଷକଙ୍କ ସହଯୋଗ ପାଇବେ। ଶନିବାର: ଆଶା ପୂରଣ ହେବ।

publive-image

ରବି ଓ ସୋମବାର: ଆର୍ଥିକ ଲାଭ ହେବ। ମଙ୍ଗଳ ଓ ବୁଧବାର: ବିରୋଧୀଙ୍କ ପ୍ରତି ସାବଧାନ ରୁହନ୍ତୁ। ଗୁରୁ ଓ ଶୁକ୍ରବାର: ରାଜନୀତିରେ ଲାଭ ପାଇବେ। ଶନିବାର: ଚାକିରିରେ ଉନ୍ନତି ହେବ।

publive-image

ରବି ଓ ସୋମବାର: ନୂଆ ପ୍ରସ୍ତାବ ଓ କାମ ପାଇବେ। ମଙ୍ଗଳ ଓ ବୁଧବାର: ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶନିବାର: ବ୍ୟବସାୟୀଙ୍କୁ ଲାଭ ହେବ।

publive-image

ରବି ଓ ସୋମବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର: ମହତ୍ତ୍ବାକାଂକ୍ଷାକୁ ବଳ ମିଳିବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ବିକ୍ରୀ ବଢ଼ିବ। ଶନିବାର: କାମରେ ସଫଳତା ମିଳିବ।

publive-imageରବି ଓ ସୋମବାର: ନୂଆ କାମ ଲାଗି ପ୍ରସ୍ତୁତ ରହିବେ। ମଙ୍ଗଳ ଓ ବୁଧବାର: ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ଗୁରୁ ଓ ଶୁକ୍ରବାର: ଜମି ବିବାଦ ସମାପ୍ତ ହେବ। ଶନିବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ।