ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ବ୍ୟବସାୟିକ କାର୍ଯ୍ୟରେ ପ୍ରଗତି ହେବ। ସୋମ ଓ ମଙ୍ଗଳବାର: ଘରର ପରିବେଶ ସକାରାତ୍ମକ ରହିବ। ବୁଧ, ଗୁରୁ ଓ ଶୁକ୍ରବାର: ସମ୍ବନ୍ଧରେ ମଧୁରତା ବଢ଼ିବ। ଶନିବାର: ଗରିବଙ୍କୁ ସାହାଯ୍ୟ କରିବେ।

ରବିବାର: ମାନସିକ ରୂପେ ସୁସ୍ଥ ରହିବେ। ସୋମ ଓ ମଙ୍ଗଳବାର: ନୂଆ କାମ ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ମନରେ ନୂଆ ନୂଆ ବିଚାର ଆସିବ। ଶନିବାର: ଅଧିକ ଉତ୍ତେଜିତ ହୁଅନ୍ତୁ ନାହିଁ।

ରବିବାର: କଠିନ କାମରେ ହାର୍‌ ମାନିବେନି। ସୋମ ଓ ମଙ୍ଗଳବାର: ଅଫିସ୍‌ କାମରେ ମନ ଲାଗିବ। ବୁଧ, ଗୁରୁ ଓ ଶୁକ୍ରବାର: ଭ୍ରମଣ ଲାଭଦାୟକ ରହିବ। ଶନିବାର: ପ୍ରେମ ଜୀବନ ଭଲ ରହିବ।

ରବିବାର: ବେପାରରେ ଲାଭ ହେବ। ସୋମ ଓ ମଙ୍ଗଳବାର: ସବୁ ଚିନ୍ତା ଦୂର ହେବ। ବୁଧ, ଗୁରୁ ଓ ଶୁକ୍ରବାର: ନୂଆ ଲୋକଙ୍କ ସହ ସଂପର୍କରୁ ଲାଭ ପାଇବେ। ଶନିବାର: ଘରକୁ ବନ୍ଧୁ ଆସିବେ।

ରବିବାର: ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସୋମ ଓ ମଙ୍ଗଳବାର: କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ। ଶନିବାର: କାମରେ ଦୂର ସ୍ଥାନକୁ ଯିବେ।

ରବିବାର: ଭ୍ରମଣ ସୁଖଦ ରହିବ। ସୋମ ଓ ମଙ୍ଗଳବାର: ରୋଜଗାରର ସୁଯୋଗ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ଜୀବନରେ ସୁଖ ସୌହାର୍ଦ୍ଦ ବଢ଼ିବ। ଶନିବାର: ଅଧୁରା କାମ ପୂରା ହେବ।

ରବିବାର: ଦାମ୍ପତ୍ୟ ଜୀବନ ଭଲ ରହିବ। ସୋମ ଓ ମଙ୍ଗଳବାର: ସମାଜରେ ମାନସମ୍ମାନ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: କ୍ୟାରିୟରରେ ନୂଆ ଅବସର ଆସିବ। ଶନିବାର: ଧନଲାଭ ହେବ।

ରବିବାର: ଆୟ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ଶନିବାର: ସରକାରୀ କାମ ପୂରା ହେବ।

ରବିବାର: ବେପାରରେ ଲାଭ ହେବ। ସୋମ ଓ ମଙ୍ଗଳବାର: ରାଜନୀତିରେ ସଫଳତା ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ନୂଆ କାର୍ଯ୍ୟ କରିବା ଲାଗି ଉତ୍ସୁକ ହେବେ। ଶନିବାର: ସମ୍ବନ୍ଧରେ ମିଷ୍ଟତା ବଢ଼ିବ।

ରବିବାର: କାମର ପ୍ରଶଂସା ପାଇ‌େବ। ସୋମ ଓ ମଙ୍ଗଳବାର: ବେପାରୀଙ୍କ ଲାଗି ସମୟ ଉତ୍ତମ। ବୁଧ, ଗୁରୁ ଓ ଶୁକ୍ରବାର: ସକାରାତ୍ମକ ମାନସିକତା ରଖନ୍ତୁ। ଶନିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ରବିବାର: ନୂଆ ସୁଯୋଗ ପାଇବେ। ସୋମ ଓ ମଙ୍ଗଳବାର: ଅର୍ଡର ସପ୍ଲାଇଙ୍କୁ ଲାଭ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଭଲ ଚାକିରିର ଆଶା ବଢ଼ିବ। ଶନିବାର: ଉନ୍ନତିର ସୁଯୋଗ ଛାଡ଼ନ୍ତୁ ନାହିଁ।

ରବିବାର: କାର୍ଯ୍ୟ ସଫଳ ହେବ। ସୋମ ଓ ମଙ୍ଗଳବାର: ସମ୍ବନ୍ଧରେ ମଧୁରତା ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ଶନିବାର: ଜମି କିଣିବା ଯୋଗ ଅଛି।

ସମ୍ବନ୍ଧିତ ଖବର